Jump to content

ମୁକୁନ୍ଦରାଓ ପେଡଗାଓଁକର

ଉଇକିପିଡ଼ିଆ‌ରୁ
ମୁକୁନ୍ଦରାଓ ପେଡଗାଓଁକର
ଜନ୍ମ୧୮୯୭
ପେଡଗାଓଁ, ପର୍ଭାନୀ
Died୬ ଜାନୁଆରୀ ୧୯୯୦(୧୯୯୦-୦୧-୦୬) (୯୩ ବର୍ଷ)
ପେଷାsଓକିଲ
ସମାଜସେବୀ
ରାଜନେତା
ଜଣାଶୁଣାଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ତେଲେଙ୍ଗାନା ବିଦ୍ରୋହ

ମୁକୁନ୍ଦରାଓ ପେଡଗାଓଁକର (ମରାଠୀ: :मुकुंदराव) (୧୮୯୭ – ୧୯୯୦), ଜଣେ ଭାରତୀୟ ଆଇନଜୀବୀ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଶେଷ ନିଜାମଙ୍କ ସମୟରେ ତେଲେଙ୍ଗାନା ବିଦ୍ରୋହରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେ ହାଇଦ୍ରାବାଦ ରାଜ୍ୟ କଂଗ୍ରେସର ମୁଖ୍ୟ ନେତା ଥିଲେ ।

ମୃତ୍ୟୁ

[ସମ୍ପାଦନା]

୧୯୯୦ ମସିହାର ଜାନୁଆରୀ ୬ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।

  1. ↑ "Mukundrao Pedgaonkar - Alchetron, The Free Social Encyclopedia". Alchetron.com (in ଆମେରିକୀୟ ଇଂରାଜୀ). 2016-01-18. Retrieved 2023-08-16.