ଗୌରୀରାମ ଗୁପ୍ତା

ଉଇକିପିଡ଼ିଆ‌ରୁ
ଗୌରୀରାମ ଗୁପ୍ତା
ବିଧାୟକ: ୧ମ, ୨ୟ ଓ ୪ର୍ଥ ଉତ୍ତର ପ୍ରଦେଶ ବିଧାନ ସଭା
କାର୍ଯ୍ୟକାଳ
୧୯୫୨–୧୯୬୯
ପର ଅଧିକାରୀପ୍ୟାରୀ ଦେବୀ ଅଗ୍ରହାରୀ
ନିର୍ବାଚନ ମଣ୍ଡଳୀଫରେଣ୍ଡା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ୟାରୀ ଦେବୀ ଅଗ୍ରହାରୀ
ଘରଧନୀ ବଜାର, ଗୋରଖପୁର

ଗୌରୀରାମ ଗୁପ୍ତା ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଥିଲେ । ସେ ଉତ୍ତରପ୍ରଦେଶର ପ୍ରଥମ ବିଧାନ ସଭାର ବିଧାୟକ ଥିଲେ । ସେ ୧୯୫୨, ୧୯୫୭ ଓ ୧୯୬୭ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନରେ ଫରେଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ପ୍ୟାରୀ ଦେବୀ ଅଗ୍ରହାରୀ ମଧ୍ୟ ଜଣେ ରାଜନୀତିଜ୍ଞ ଥିଲେ ।[୩][୪]

ଆଧାର[ସମ୍ପାଦନା]

  1. "History: Legislative Assembly of Uttar Pradesh". Uttar Pradesh Legislative Assembly website. Archived from the original on 27 May 2015. Retrieved 27 May 2015.
  2. "1951 Election Results" (PDF). Election Commission of India website. Retrieved 27 May 2015.
  3. "महिला को नहीं दिखाया विधान सभा का रास्ता". Dainik Jagran. January 16, 2012.
  4. Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 483.