ଦେଓ ନାରାୟଣନ ଯାଦବ

ଉଇକିପିଡ଼ିଆ‌ରୁ
ଦେଓ ନାରାୟଣନ ଯାଦବ
୧୨ଶ ବାଚସ୍ପତି: ବିହାର ବିଧାନ ସଭା[୧]
କାର୍ଯ୍ୟକାଳ
୧୨ ଅପ୍ରେଲ ୧୯୯୫ – ୬ ମାର୍ଚ୍ଚ ୨୦୦୩
ପୂର୍ବ ଅଧିକାରୀଗୁଲାମ ସରୱର
ପର ଅଧିକାରୀସଦାନନ୍ଦ ସିଂହ
ବିଧାୟକ: ବିହାର ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୨୦୦୩
ପୂର୍ବ ଅଧିକାରୀନିଜେ
ପର ଅଧିକାରୀଉମା କାନ୍ତ ଯାଦବ
ନିର୍ବାଚନ ମଣ୍ଡଳୀବାବୁବାରୀ
ବିଧାୟକ: ବିହାର ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀନିଜେ
ନିର୍ବାଚନ ମଣ୍ଡଳୀବାବୁବାରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମମଧୁବନୀ, ବିହାର, ଭାରତ
ମୃତ୍ୟୁ୪ ମାର୍ଚ୍ଚ ୨୦୦୩(୨୦୦୩-୦୩-୦୪) (୮୨ ବର୍ଷ)
ପାଟଣା, ବିହାର, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳରାଷ୍ଟ୍ରିୟ ଜନତା ଦଳ (୧୯୯୫–ମୃତ୍ୟୁ ଯାଏଁ)
ଜନତା ଦଳ
ଘରପାଟଣା, ବିହାର
ପେଷାରାଜନେତା
ସମାଜସେବୀ
ସ୍ୱାଧୀନତା ସଂଗ୍ରାମ

ଦେଓ ନାରାୟଣନ ଯାଦବ (ମୃତ୍ୟୁ: ୪ ମାର୍ଚ୍ଚ ୨୦୦୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ଥିଲେ । ୧୯୫୨ ଓ ୧୯୫୭ ନିର୍ବାଚନରେ ସେ ଲାଦାନିୟା ନିର୍ବାଚନ ମଣ୍ଡଳୀରୁ ୧ମ ଓ ୨ୟ ବିହାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । କୃଷ୍ଣ ସିହ୍ନାଙ୍କ ନେତୃତ୍ୱରେ ବିହାର ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ ।[୨] ସେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିହାର ବିଧାନ ସଭାର ଦ୍ୱାଦଶ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଏବଂ ୧୯୯୦ ମସିହାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମଧୁବାନୀ ଜିଲ୍ଲାର ବାବୁବାରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ବିହାର ବିଧାନ ସଭାରେ କାର୍ଯ୍ୟ କରିଥିଲେ । ୮୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Speaker of the Bihar Legislative Assembly" (PDF). www.vidhansabha.bih.nic. Retrieved 1 June 2020.
  2. "Ex-Speaker Dev Narayan Yadav passes away". timesofindia.indiatimes.com. Retrieved 5 March 2003.