ଦୀନଦୟାଲ ଗୁପ୍ତା

ଉଇକିପିଡ଼ିଆ‌ରୁ
ଦୀନଦୟାଲ ଗୁପ୍ତା
ସଭ୍ୟ: ମଧ୍ୟପ୍ରଦେଶ ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ସଭ୍ୟ: ମହାରାଷ୍ଟ୍ର ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୦
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୦୯
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଘରନାଗପୁର

ଦୀନଦୟାଲ ଗୁପ୍ତା (୧୯୦୯ – ୧୯୫୭ ପରେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସ ସହିତ ଜଡ଼ିତ ରାଜନେତା ଥିଲେ, ଯିଏକି ମଧ୍ୟପ୍ରଦେଶ ବିଧାନ ସଭାକୁ ୧୯୫୨ ମସିହାରେ ନିର୍ବାଚିତ ହୋଇଥିଲେ । ସେ ରବିଶଙ୍କର ଶୁକ୍ଲା ସରକାରରେ ମଧ୍ୟପ୍ରଦେଶର ଖାଦ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୫୬ ମସିହାରୁ ୧୯୫୭ ମସିହା ପର୍ଯ୍ୟନ୍ତ ବମ୍ବେ ରାଜ୍ୟର ଖାଦ୍ୟ, ପୁନର୍ବାସ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ସେ ମହାରାଷ୍ଟ୍ର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାର ଉପାଧକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩][୪][୫]

ଆଧାର[ସମ୍ପାଦନା]

  1. Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 486.
  2. Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 485.
  3. "हां-ना के बाद नागपुर फाइनल" (in Hindi). Daily Bhaskar. 24 October 2012.{{cite news}}: CS1 maint: unrecognized language (link)
  4. Verinder Grover, Ranjana Arora (1996). Encyclopaedia of India and her states: Gujarat, Madhya Pradesh, Maharastra, Volume 6. p. 184.
  5. S. H. Belavadi (1988). Maharashtra Legislative Assembly, 50 Years (1937-87): Its Genesis, Growth, and Work. p. 417.