ଧନ୍ୱନ୍ତରୀ

ଉଇକିପିଡ଼ିଆ‌ରୁ
ଧନ୍ୱନ୍ତରୀ‌
ବ୍ୟକ୍ତିଗତ ସବିଶେଷ
ଜାତୀୟତାଭାରତୀୟ
ରାଜନୀତିକ ଦଳକମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ
ରାଜନୀତିଜ୍ଞ

କମ୍ରେଡ ଧନ୍ୱନ୍ତରୀ (୭ ମାର୍ଚ୍ଚ ୧୯୦୨ – ୧୩ ଜୁଲାଇ ୧୯୫୩) ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଜାମ୍ମୁ କାଶ୍ମୀରରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଥିଲେ । ବ୍ରିଟିଶ ରାଜ ସମୟରେ, ସେ ବ୍ରିଟିଶ କର୍ତ୍ତୃପକ୍ଷଙ୍କଦ୍ୱାରା ଗିରଫ ହୋଇଥିଲେ । ସେ ସମୁଦାୟ ୧୭ ବର୍ଷ କାରାବାସରେ ଥିଲେ ।[୧]

ଜମ୍ମୁ ଓ କାଶ୍ମୀରର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କ ସମ୍ମାନାର୍ଥେ ଧନ୍ୱନ୍ତରୀ ଭବନ ଭାବରେ ନାମିତ କରାଯାଇଛି ।[୨][୩][୪][୫][୬]

ଆଧାର[ସମ୍ପାଦନା]

  1. "Death anniversary of Comrade Dhanwantri observed". 13 July 2014.
  2. "AISF pays tributes to Comrade Dhanwantri".
  3. "JKFFA pays tributes to Comrade Dhanwantri - Early Times Newspaper Jammu Kashmir".
  4. "Communist Party of India (CPI)".
  5. "When the communists knocked on Kashmir's door". 27 August 2016.
  6. "Punjab 1947: Bloodied and Partitioned by Competing Nationalisms".