ପ୍ୟାରୀ ଦେବୀ ଅଗ୍ରହାରୀ
ଦେଖଣା
ପ୍ୟାରୀ ଦେବୀ ଅଗ୍ରହାରୀ | |
|---|---|
| ବିଧାୟିକା: ଉତ୍ତର ପ୍ରଦେଶ ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୯ – ୧୯୭୪ | |
| ପୂର୍ବ ଅଧିକାରୀ | ଗୌରୀରାମ ଗୁପ୍ତା |
| ନିର୍ବାଚନ ମଣ୍ଡଳୀ | ଫେରେଣ୍ଡା |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ଧନୀ ବଜାର |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ଗୌରୀରାମ ଗୁପ୍ତା |
| ଘର | ଧନୀ ବଜାର, ଗୋରଖପୁର |
ପ୍ୟାରୀ ଦେବୀ ଅଗ୍ରହାରୀ ଜଣେ ଭାରତୀୟ ରାଜନେତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ସ୍ୱାଧିନତା ସଂଗ୍ରାମ ଗୌରୀରାମ ଗୁପ୍ତାଙ୍କ ପତ୍ନୀ ଥିଲେ । ସେ ୧୯୬୯ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନରେ ଫରେଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଧାୟିକା ଭାବରେ ଉତ୍ତର ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୯ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ଏହି ବିଧାନ ସଭାର ସଦସ୍ୟା ଥିଲେ ସେ ।[୧] ସେ ଗୋରଖପୁର (ବର୍ତ୍ତମାନ ମହାରାଜଗଞ୍ଜ ) ଜିଲ୍ଲାର ପ୍ରଥମ ମହିଳା ବିଧାୟିକା ଥିଲେ ।[୨][୩]
ଆଧାର
[ସମ୍ପାଦନା]- ↑ "1969 Election Results". Election Commission of India website. Archived from the original on March 23, 2017. Retrieved August 27, 2015.
- ↑ "महिला को नहीं दिखाया विधान सभा का रास्ता". Dainik Jagran. 16 January 2012. Archived from the original on 22 November 2022. Retrieved 15 August 2023.
- ↑ Harikrishna Prasad Gupta Agrahari (1998). Akhil Bharatiya Agrahari Vaishya Samaj Sahitya Darpan. Agrahari Sahitya Seva Sadan, Korba, Madhya Pradesh. p. 484.