Jump to content

ଅପ୍ପାନ୍ନଗୌଡ଼ା ପାଟିଲ

ଉଇକିପିଡ଼ିଆ‌ରୁ

ଅପ୍ପାନ୍ନଗୌଡ଼ା ପାଟିଲ ଜଣେ ସ୍ୱାଧୀନତା ସଂଗ୍ରାମୀ[] ଏବଂ କର୍ଣ୍ଣାଟକ ସମବାୟ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ।[]

ଉଲ୍ଲେଖନୀୟ କାର୍ଯ୍ୟ

[ସମ୍ପାଦନା]

ସେ ହୁକେରୀ ରୁରାଲ୍ ଇଲେକ୍‌ଟ୍ରିକ୍ କୋ-ଅପରେଟିଭ୍ ସୋସାଇଟି ପ୍ରତିଷ୍ଠା ହେବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହାକି ୩୧ ଜୁଲାଇ ୧୯୬୯ରେ ଆରମ୍ଭ ହୋଇଥିଲା ।[]

ସମ୍ମାନ

[ସମ୍ପାଦନା]

ସମବାୟ ଆନ୍ଦୋଳନରେ ତାଙ୍କର ଅବଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ ବେଲାଗାଭି ରାଣୀ ଚାନ୍ନାମ୍ମା ବିଶ୍ୱବିଦ୍ୟାଳୟରେ ତାଙ୍କ ଚେୟାର ପ୍ରତିଷ୍ଠା କରାଯାଇଛି ।[]

ଭାରତର ପ୍ରଥମ ବୈଦ୍ୟୁତିକ ସମବାୟ ସଂସ୍ଥା, ହୁକେରୀ ରୁରାଲ୍ ଇଲେକ୍‌ଟ୍ରିକ୍ କୋ-ଅପରେଟିଭ୍ ସୋସାଇଟି ତାଙ୍କ ନାମରେ ଏକ ବିଭାଗ ଚଳାଉଛି, ଯାହାକି ଲୁହା ଖୁଣ୍ଟି ବଦଳରେ ସିମେଣ୍ଟ ଖୁଣ୍ଟି ଉତ୍ପାଦନ କରୁଛି ।[][]

  1. Patil, Shankaragouda Hanamantagouda (2002). Community Dominance and Political Modernisation: The Lingayats (in ଇଂରାଜୀ). Mittal Publications. ISBN 9788170998679. Retrieved 16 June 2019.
  2. 1 2 Staff Correspondent (30 October 2011). "Chair to be set up at varsity". The Hindu (in Indian English). Retrieved 16 June 2019.
  3. https://www.researchgate.net/publication/224321521. Retrieved 16 June 2019. {{cite web}}: Missing or empty |title= (help)
  4. Southern Economist (in ଇଂରାଜୀ). Mrs. Susheela Subrahmanya. 2003.
  5. Panda, Haribandhu (2007). Governance of Rural Electricity Systems in India (in ଇଂରାଜୀ). Academic Foundation. ISBN 978-81-7188-603-6.