ସୁରେଶ ଚନ୍ଦ୍ର ମିଶ୍ର

ଉଇକିପିଡ଼ିଆ‌ରୁ
ସୁରେଶ ଚନ୍ଦ୍ର ମିଶ୍ର
ସାଂସଦ: ୧ମ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀମୁଙ୍ଗେର[୧]
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୦୩
ମୃତ୍ୟୁ୩୦ ମାର୍ଚ୍ଚ ୧୯୯୩ (ବୟସ ୮୯–୯୦)
ମୋଙ୍ଗୀର, ବିହାର.
ରାଜନୀତିକ ଦଳସୋସିଆଲିଷ୍ଟ ପାର୍ଟି[୨]

ସୁରେଶ ଚନ୍ଦ୍ର ମିଶ୍ର (୧୯୦୩ – ୩୦ ମାର୍ଚ୍ଚ ୧୯୯୩) ଜଣେ ଭାରତୀୟ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ ।[୩] ୧୯୫୨ ମସିହାରେ ସେ ବିହାରର ମୋଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୦ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।[୪][୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁରେଶ ଚନ୍ଦ୍ର ମିଶ୍ର ବୃତ୍ତିରେ ଜଣେ କୃଷକ ଥିଲେ[୬] ଏବଂ ପରେ ସମାଜ ସେବା ଓ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ହିନ୍ଦୀରେ ଅନେକ ଲେଖା ଲେଖିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

୧୯୯୩ ମସିହାର ମାର୍ଚ୍ଚ ୩୦ ତାରିଖରେ ବିହାରର ମୋଙ୍ଗହିରଠାରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "1951 India General (1st Lok Sabha) Elections Results". www.elections.in.
  2. ୨.୦ ୨.୧ ୨.୨ "Members : Lok Sabha". loksabha.nic.in.
  3. "List Of Political Parties" (PDF). Archived from the original (PDF) on 2020-02-05. Retrieved 2020-02-29.
  4. "Bio". parliamentofindia.nic.in. Retrieved 2020-03-01.
  5. "Pandit Suresh Chandra Mishra MP biodata Monghyr North-West | ENTRANCEINDIA". Archived from the original on 2023-08-15. Retrieved 2023-08-15.
  6. Sharma, Rajendra Narayan (February 5, 1977). "Thirty Years of Indian Journal of Agricultural Economics: Cumulative Index to Volumes I-XXX, 1946-1975". Concept Publishing Company – via Google Books.