ଇସ୍କ ପୁଣିଥରେ

ଉଇକିପିଡ଼ିଆ‌ରୁ
ଇସ୍କ ପୁଣିଥରେ
ନିର୍ଦ୍ଦେଶକଜ୍ୟୋତି ଦାସ
ପ୍ରଯୋଜକତରଙ୍ଗ ସିନେ ପ୍ରଡକ୍ସନ
ରତ୍ନା ବ୍ୟାନର୍ସ
ସଂଳାପଦେବୀଦତ୍ତ ମହାନ୍ତି
ସନ୍ତୋଷ ନାରାୟଣ ଦାସ
କଳାକାରଅରିନ୍ଦମ ରାୟ
ଏଲିନା ସାମନ୍ତରାୟ
ହରିହର ମହାପାତ୍ର
ପୁଷ୍ପା ପଣ୍ଡା
ଅଜିତ ଦାସ
ସମରେଶ ରାଉତରାୟ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ମୁକ୍ତିଲାଭ ତାରିଖ
୧୩ ସେପ୍ଟେମ୍ବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଇସ୍କ ପୁଣିଥରେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪] ଏହି କଥାଚିତ୍ରଟି ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୫] ତରଙ୍ଗ ସିନେ ପ୍ରଡକ୍ସନ ଓ ରତ୍ନା ବ୍ୟାନର୍ସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୬][୭] ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ଜ୍ୟୋତି ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୯][୧୦][୧୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ[୧୨] ଓ ଏଲିନା ସାମନ୍ତରାୟ ।[୧୩] ହରିହର ମହାପାତ୍ର, ପୁଷ୍ପା ପଣ୍ଡା, ଅଜିତ ଦାସ, ସମରେଶ ରାଉତରାୟ, ରବି ମିଶ୍ର, ତ୍ରିଭୁବନ ପଣ୍ଡା, ଅଳକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟିରେ ଶିଶୁ କଳାକାର ଅନିମେଶ ଓ ଆୟୁଶା ଅଭିନୟ କରିଥିଲେ ।[୧୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୩][୨୦] ଗୀତିକାର ବସନ୍ତରାଜ ସାମଲସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୧] ସବିଶେଷ, ଲୋପାମୁଦ୍ରା, ଆଶୁତୋଷ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିରେ ଥିବା ଏକ ଗୀତ "ଦଶରା ମଜା" ପାଇଁ ଏହି କଥାଚିତ୍ରଟି ଅଧିକ ଲୋକପ୍ରିୟ ହୋଇଥିଲା ।[୨୨]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଗଣେଶ ପୂଜାରେ ଦଶରା ମଜା"  
2."ବାର ବାର ଭେଟୁଚି ମୁଁ"ସବିଶେଷ, ଲୋପାମୁଦ୍ରା 
3."ଧୀରେ ଧୀରେ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
4."ଡିଜେ ଫୁ୍ଲ୍ ଭଲ୍ୟୁମ ବଜା"ଆଶୁତୋଷ 
5."ମୋର ହୋସ ନାହିଁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 

ଆଧାର[ସମ୍ପାଦନା]

  1. "Ishq Puni Thare Movie: Showtimes, Review, Trailer, Posters, News & Videos | eTimes". ETimes. 13 September 2018. Retrieved 14 September 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  4. ୪.୦ ୪.୧ "ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା ! | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 17 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  5. "କାହିଁକି ଗଣେଶ ପୂଜାରେ ଆସିଲାନି 'ଲଭ ଏକ୍ସପ୍ରେସ୍‌' , ଜାଣନ୍ତୁ କେଉଁ ଓଡ଼ିଆ ସିନେମା ରିଲିଜ୍‌ ହେଲା ? | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 16 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  6. ୬.୦ ୬.୧ "ଇସ୍କ ପୁଣି ଥରେ..." (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.{{cite news}}: CS1 maint: unrecognized language (link)
  7. "ପୁଣି ଏକାଠି ହେଲେ ଅରିନ୍ଦମ୍‌-ଏଲିନା | Odisha Reporter". Odisha Reporter. 29 July 2018. Retrieved 5 September 2018.
  8. ୮.୦ ୮.୧ "ଖଳନାୟକ ହାତରେ ରାଖି ବାନ୍ଧିଲେ ନାୟିକା". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018. {{cite news}}: Check date values in: |date= (help)
  9. "ଗଣେଶ ପୂଜାରେ ଦଶାରା ମଜା". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.{{cite news}}: CS1 maint: unrecognized language (link)
  10. "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 24 February 2019. Retrieved 14 September 2018.
  11. "Odia movie Ishq Puni Thare starring Arindam, Elina released - Update Odisha". updateodisha.com. 13 September 2018. Retrieved 14 September 2018.
  12. "ଏଥର ପୂଜା ବଜାରରେ ବି ନାହାନ୍ତି ଓଲିଉଡର ଏହି ଟପ୍‌ ନାୟକ! | Sambad". Sambad (in Odia). Odisha. 29 September 2018. Archived from the original on 1 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  13. ୧୩.୦ ୧୩.୧ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  14. "ପ୍ରେମ: ପୁଣିଥରେ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  15. "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
  16. "'ଇସ୍କ'ର କାହାଣୀ". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)
  17. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  18. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  19. "'ପ୍ରେମ ଏଟିଏମ୍‌'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.
  20. "Arindam, Elina's upcoming Odia film Ishq Puni Thare - Update Odisha | DailyHunt". DailyHunt (in ଇଂରାଜୀ). Update Odisha. 22 August 2018. Retrieved 14 September 2018.
  21. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  22. "ଦଶରା ମଜା". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]