ଆମେତ ଟୋକା ଷଣ୍ଢ ମାର୍କା
ଦେଖଣା
| ଆମେ ତ ଟୋକା ଷଣ୍ଢ ମାର୍କା | |
|---|---|
| ନିର୍ଦ୍ଦେଶକ | ଆର୍ ଭଗତ ସିଂହ |
| ପ୍ରଯୋଜକ | ସଙ୍ଗୀତା ଶତପଥୀ |
| ସଂଳାପ | ଦୀପକ ଜେନା |
| କଳାକାର | ପପୁ ପମ ପମ କୋଏଲ ବାନାର୍ଜୀ ମିହିର ଦାସ ମୀନକେତନ ପ୍ରିୟଙ୍କା ମହାପାତ୍ର ହର ରଥ |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ | ଆର୍ ଭଗତ ସିଂହ |
ମୁକ୍ତିଲାଭ ତାରିଖ | ୨୯ ଅଗଷ୍ଟ ୨୦୧୪[୧] |
| ଦେଶ | |
| ଭାଷା | ଓଡ଼ିଆ |
ଆମେ ତ ଟୋକା ଷଣ୍ଢ ମାର୍କା, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଙ୍ଗୀତା ଶତପଥୀ ।[୧] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଆର୍ ଭଗତ ସିଂହ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରିଥିଲେ ପପୁ ପମ ପମ ଏବଂ କୋଏଲ ବାନାର୍ଜୀ ।[୫] ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ହର ରଥ, ଅରବିନ୍ଦ ଷଡ଼ଙ୍ଗୀ, ମୀନକେତନ, ରାଜୀବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କିରଥିଲେ ।
ଅଭିନୟ
[ସମ୍ପାଦନା]- ପପୁ ପମ ପମ
- କୋଏଲ ବାନାର୍ଜୀ
- ମିହିର ଦାସ
- ମୀନକେତନ
- ପ୍ରିୟଙ୍କା ମହାପାତ୍ର
- ହର ରଥ
- ଅରବିନ୍ଦ ଷଡ଼ଙ୍ଗୀ
- ରାଜୀବ
- ଅସୀମ ବସୁ[୬][୭][୮]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର] । ଗୀତିକାର ନିଜାମ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୯]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ଆମେ ତ ଟୋକା ଷଣ୍ଢ ମାର୍କା" | |
| 2. | "ଭଲ ପାଇ ଗଲି ସିନା" | |
| 3. | "କହି ଦେଲି" | |
| 4. | "କଉ ବାଡ଼ିପଡ଼ା ନେଇ ଗଲା ମୋ ନଡ଼ିଆ ତେଲ" | |
| 5. | "ଟୋକି ଏମିତି ହେଉଚି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Odia New Comedy Film Ame Ta Toka Sandha Marka releasing on 29th Aug #OdiaFilm #Film #Odisha #Movie". eodisha.org. 29 August 2014. Archived from the original on 24 September 2017. Retrieved 20 September 2017.
- ↑ "ସାମ୍ନାସାମ୍ନି: ଡ. ଦୀପକ ଜେନା". ସମାଜ (in Odia). No. ରବିବାର. 17 August 2025. Archived from the original on 17 August 2025. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "Ame ta Toka Sandha Marka Odia Film". ApnaFilms.com. 6 February 2014. Retrieved 20 September 2017.
- ↑ "Ame Ta Toka Sandha Marka". www.nuaodisha.com. Retrieved 20 September 2017.
- ↑ "ଏହି ନାୟକଙ୍କ ନାୟିକା ସାଜିନାହାନ୍ତି କୋଏଲ !". sambad.in. 27 August 2017. Archived from the original on 23 September 2017. Retrieved 20 September 2017.
- ↑ "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Archived from the original on 9 August 2020. Retrieved 3 September 2018.
- ↑ "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
- ↑ "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.
- ↑ "Ame Ta Toka Sandha Marka". Incredible Orissa. 7 August 2013. Retrieved 20 September 2017.[permanent dead link]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆମେତ ଟୋକା ଷଣ୍ଢ ମାର୍କା