ଅକୁହା କଥା
ଅକୁହା କଥା | |
---|---|
ନିର୍ଦ୍ଦେଶକ | ତରୁଣ ମଜୁମଦାର |
ପ୍ରଯୋଜକ | ପୂର୍ଣ୍ଣଚନ୍ଦ୍ର ରାଓ |
କାହାଣୀ | ତରୁଣ ମଜୁମଦାର |
କଳାକାର | ଦେବୁ ବୋଷ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ମହାଶ୍ୱେତା ରାୟ ଜୟୀରାମ ସାମଲ ଦୁଃଖିରାମ ସ୍ୱାଇଁ ହେମନ୍ତ ଦାସ |
ସଙ୍ଗୀତ | ବାପି ଲାହିରୀ |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ![]() |
ଭାଷା | ଓଡ଼ିଆ |
ଅକୁହା କଥା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣଚନ୍ଦ୍ର ରାଓ । ତରୁଣ ମଜୁମଦାର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବଙ୍ଗଳା ଭାଷାରେ ଏହି ଚଳଚ୍ଚିତ୍ରର ନାମ କଥା ଛିଲୋ ଥିଲା ।[୨]
ଦେବୁ ବୋଷ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହେଶ୍ୱତା ରାୟ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲାହିରୀ । ମହମ୍ମଦ ଅଜିଜ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଅକୁହା କଥା