ଅକୁହା କଥା
Appearance
ଅକୁହା କଥା | |
---|---|
ନିର୍ଦ୍ଦେଶକ | ତରୁଣ ମଜୁମଦାର |
ପ୍ରଯୋଜକ | ପୂର୍ଣ୍ଣଚନ୍ଦ୍ର ରାଓ |
କାହାଣୀ | ତରୁଣ ମଜୁମଦାର |
କଳାକାର | ଦେବୁ ବୋଷ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ମହାଶ୍ୱେତା ରାୟ ଜୟୀରାମ ସାମଲ ଦୁଃଖିରାମ ସ୍ୱାଇଁ ହେମନ୍ତ ଦାସ |
ସଙ୍ଗୀତ | ବାପି ଲାହିରୀ |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅକୁହା କଥା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣଚନ୍ଦ୍ର ରାଓ । ତରୁଣ ମଜୁମଦାର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବଙ୍ଗଳା ଭାଷାରେ ଏହି ଚଳଚ୍ଚିତ୍ରର ନାମ କଥା ଛିଲୋ ଥିଲା ।[୨]
ଦେବୁ ବୋଷ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହେଶ୍ୱତା ରାୟ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲାହିରୀ । ମହମ୍ମଦ ଅଜିଜ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜୁମ୍ଦାର". ସମାଜ. କଲିକତା. 5 July 2022. Archived from the original on 6 July 2022. Retrieved 6 July 2022.
- ↑ S. Rangarajan (1995). Frontline (12 ed.). Kasturi & Sons. Retrieved 19 April 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅକୁହା କଥା