Jump to content

ଅକୁହା କଥା

ଉଇକିପିଡ଼ିଆ‌ରୁ
ଅକୁହା କଥା
ନିର୍ଦ୍ଦେଶକତରୁଣ ମଜୁମଦାର
ପ୍ରଯୋଜକପୂର୍ଣ୍ଣଚନ୍ଦ୍ର ରାଓ
କାହାଣୀତରୁଣ ମଜୁମଦାର
କଳାକାରଦେବୁ ବୋଷ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ମହାଶ୍ୱେତା ରାୟ
ଜୟୀରାମ ସାମଲ
ଦୁଃଖିରାମ ସ୍ୱାଇଁ
ହେମନ୍ତ ଦାସ
ସଙ୍ଗୀତବାପି ଲାହିରୀ
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ଅକୁହା କଥା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣଚନ୍ଦ୍ର ରାଓତରୁଣ ମଜୁମଦାର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବଙ୍ଗଳା ଭାଷାରେ ଏହି ଚଳଚ୍ଚିତ୍ରର ନାମ କଥା ଛିଲୋ ଥିଲା ।[]

ଦେବୁ ବୋଷ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହେଶ୍ୱତା ରାୟ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲାହିରୀମହମ୍ମଦ ଅଜିଜ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
  1. "ପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜୁମ୍‌ଦାର". ସମାଜ. କଲିକତା. 5 July 2022. Archived from the original on 6 July 2022. Retrieved 6 July 2022.
  2. S. Rangarajan (1995). Frontline (12 ed.). Kasturi & Sons. Retrieved 19 April 2023.

ବାହାର ଆଧାର

[ସମ୍ପାଦନା]