ଅକୁହା କଥା

ଉଇକିପିଡ଼ିଆ‌ରୁ
ଅକୁହା କଥା
ନିର୍ଦ୍ଦେଶକତରୁଣ ମଜୁମଦାର
ପ୍ରଯୋଜକପୂର୍ଣ୍ଣଚନ୍ଦ୍ର ରାଓ
କାହାଣୀତରୁଣ ମଜୁମଦାର
କଳାକାରଦେବୁ ବୋଷ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ମହାଶ୍ୱେତା ରାୟ
ଜୟୀରାମ ସାମଲ
ଦୁଃଖିରାମ ସ୍ୱାଇଁ
ହେମନ୍ତ ଦାସ
ସଙ୍ଗୀତବାପି ଲାହିରୀ
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ଅକୁହା କଥା, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୂର୍ଣ୍ଣଚନ୍ଦ୍ର ରାଓତରୁଣ ମଜୁମଦାର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବଙ୍ଗଳା ଭାଷାରେ ଏହି ଚଳଚ୍ଚିତ୍ରର ନାମ କଥା ଛିଲୋ ଥିଲା ।[୨]

ଦେବୁ ବୋଷ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମହେଶ୍ୱତା ରାୟ, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ହେମନ୍ତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି ଲାହିରୀମହମ୍ମଦ ଅଜିଜ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ତରୁଣ ମଜୁମ୍‌ଦାର". ସମାଜ. କଲିକତା. 5 July 2022. Archived from the original on 6 July 2022. Retrieved 6 July 2022.
  2. S. Rangarajan (1995). Frontline (12 ed.). Kasturi & Sons. Retrieved 19 April 2023.

ବାହାର ଆଧାର[ସମ୍ପାଦନା]