ରକତ ଚିହ୍ନିଛି ନିଜର କିଏ
ଦେଖଣା
ରକତ ଚିହ୍ନିଛି ନିଜର କିଏ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ବିଜୟ କନ୍ଦୋଇ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ବିଜୟ କାଣ୍ଡୋଇ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଦିଲ୍ଲିପ |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୭ ଅକ୍ଟୋବର ୧୯୯୯ [୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୭୯ଲକ୍ଷ ୨୫ହଜାର |
ରକତ ଚିହ୍ନିଛି ନିଜର କିଏ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଏହାର କାହାଣୀ ରଚନା କରିଥିଲେ ।[୨] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନ କରିଥିଲେ ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୪]
- ଜୟୀରାମ ସାମଲ
- ମିହିର ଦାସ
- ଅପରାଜିତା ମହାନ୍ତି[୫]
- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ରୁନୁ ପରିଜା
- କୁନା ତ୍ରିପାଠୀ
- ବ୍ରଜ ସିଂହ
- ରଶ୍ମୀ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଗୀତିକାର ସ୍ୱରୂପ ନାୟକ ଓ କୁନା ତ୍ରିପାଠୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ସ୍ୱରୂପ ନାୟକ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ ଧରିତ୍ରୀ (୨୩ଡିସେମ୍ବର୧୯୯୯)
- ↑ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରକତ ଚିହ୍ନିଛି ନିଜର କିଏ