ତୋ ନା'ର ମାନେ ହଁ
ତୋ ନା'ରମାନେ ହଁ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ଅମୂଲ୍ୟ କୁମାର ଦାସ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କାହାଣୀ | ସୁଜାତା ଦାସ |
କଳାକାର | ସମ୍ବିତ ଆଚାର୍ଯ୍ୟ ରିୟା ଦେ କାବ୍ୟା କିରଣ ମହାଶ୍ୱେତା ରାୟ ପିଣ୍ଟୁ ନନ୍ଦ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ମୁକ୍ତିଲାଭ ତାରିଖ | ୨୫ ଡିସେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୋ ନା'ରମାନେ ହଁ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୂଲ୍ୟ କୁମାର ଦାସ । ସୁଜାତା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କ ରିଥିଲେ ସମ୍ବିତ ଆଚାର୍ଯ୍ୟ, ରିୟା ଦେ ଓ କାବ୍ୟା କିରଣ ।[୧] ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ, ଅସୀତ ପତି, ସୋମା ଭୌମିକ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୨୫ ତାରିଖରେ ଷ୍ଟାର କିରଣରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ରିୟା ଦେ
- କାବ୍ୟା କିରଣ[୩]
- ମହାଶ୍ୱେତା ରାୟ
- ପିଣ୍ଟୁ ନନ୍ଦ
- ଅସୀତ ପତି
- ସୋମା ଭୌମିକ
- ପ୍ରଦ୍ୟୁମ୍ନ ଲେଙ୍କା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ସରିଲା ଶୁଭ ମହୁରତ, ସୁଟିଂ ଫ୍ଲୋରରେ ଫିଲ୍ମ "ତୋ ନାରମାନେ ହଁ"". Odisha Sambad. ଭୁବନେଶ୍ୱର. 28 November 2021. Archived from the original on 5 January 2023. Retrieved 5 January 2023.
- ↑ Patree, Annapurna (24 December 2022). "ଆଜିଠୁ ଷ୍ଟାର କିରଣରେ 'ବଡ଼ଦିନ ବଡ଼ ସପ୍ତାହ' - Dharitri". Dharitri Odia News. ଭୁବନେଶ୍ୱର. Archived from the original on 5 January 2023. Retrieved 5 January 2023.
- ↑ "ସୋସିଆଲ ମିଡ଼ିଆର ତାପମାତ୍ରା ବଢାଉଛନ୍ତି ଅଭିନେତ୍ରୀ କାବ୍ୟା କିରଣ; ଦେଖନ୍ତୁ ଫୋଟ". News18 Odia. 14 December 2021. Archived from the original on 5 January 2023. Retrieved 5 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋ ନା'ର ମାନେ ହଁ