ବଳିଦାନ (କଥାଚିତ୍ର)
ଦେଖଣା
ବଳିଦାନ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ସୁଜାତା ଆନନ୍ଦ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ରାଜନ୍ କିନାଗୀ[୧] |
ମୁକ୍ତିଲାଭ ତାରିଖ | ୬ ଡିସେମ୍ବର ୧୯୭୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ଆଠ ଲକ୍ଷ ପଚାଶ ହଜାର ଟଙ୍କା[୨] |
ମୋଟ ଆୟ | ସତର ଲକ୍ଷ ଟଙ୍କା[୨] |
ବଳିଦାନ, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ବଳିଦାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ପ୍ରଶାନ୍ତ ନନ୍ଦ
- ଅଜିତ ଦାସ[୩][୪]
- ହେମନ୍ତ ଦାସ
- ସୁଜାତା ଆନନ୍ଦ
- ମହମ୍ମଦ ମହସୀନ[୫]
- ମହାଶ୍ୱେତା ରାୟ
- ଜୟୀରାମ ସାମଲ
- ଦୁଃଖୀରାମ ସ୍ୱାଇଁ
- ମମତା ଶଙ୍କର
- ପୀର ମିଶ୍ର
ଆଧାର
[ସମ୍ପାଦନା]- ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ ୨.୦ ୨.୧ ନନ୍ଦ, ପ୍ରଶାନ୍ତ. "'ମଦର ଇଣ୍ଡିଆ' ପ୍ରେରଣାରୁ 'ବଳିଦାନ' କଲି". ନଜର୍ (ନିତିଦିନ. Retrieved 11 September 2016.[permanent dead link]
- ↑ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ "ଏହି ସିନେମାରେ ଓଲିଉଡ୍ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ". sambad.in. 5 September 2017. Archived from the original on 11 September 2017. Retrieved 8 September 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବଳିଦାନ