କାହ୍ନା (ଓଡ଼ିଆ କଥାଚିତ୍ର)
ଦେଖଣା
କାହ୍ନା | |
---|---|
ନିର୍ଦ୍ଦେଶକ | ଏନ୍. ରାମ ବାବୁ |
ପ୍ରଯୋଜକ | ତ୍ରିନାଥ ଗୌଡ଼ ଉଦୟନାଥ ଚୌଧୁରୀ |
ସଂଳାପ | ବଳଦେବ ପାଣିଗ୍ରାହୀ |
ଚିତ୍ରନାଟ୍ୟ | ଏନ୍. ରାମ ବାବୁ |
କାହାଣୀ | ଏନ୍. ରାମ ବାବୁ |
କଳାକାର | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ଜୟୀରାମ ସାମଲ ଅସୀତ ପତି ସୁରେଶ ବଳ ମୁନ୍ନା ଖାଁ |
ସଙ୍ଗୀତ | ବାସୁଦେବ ରଥ |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଦେବେନ ମିଶ୍ର |
ମୁକ୍ତିଲାଭ ତାରିଖ | ୨୫ ମଇ ୧୯୯୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କାହ୍ନା, ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତ୍ରିନାଥ ଗୌଡ଼ ଓ ଉଦୟନାଥ ଚୌଧୁରୀ । ଏନ୍. ରାମ ବାବୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଜୟୀରାମ ସାମଲ
- ଅସୀତ ପତି
- ସୁରେଶ ବଳ
- ମୁନ୍ନା ଖାଁ
- ମିତା ଚକ୍ରବର୍ତ୍ତୀ
- କୁନି ମିଶ୍ର
- ମାମିନା
- ମନୋଜ ପାଢ଼ୀ
- ସୀମାଞ୍ଜଳ
- ଶକ୍ତି
- ଚିତ୍ତ ମହାନ୍ତି
- ରବି
- ଚିତ୍ତ ଆଚାର୍ଯ୍ୟ
- ରାଜୁ
- ବିଭୁ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବନବିହାରୀ ପଣ୍ଡା, ବିପିନ ମହାପାତ୍ର, ରଘୁନାଥ ରାଉତ, ସୌମିତ୍ର ଚାଟାର୍ଜୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶେଖର ଘୋଷ, ଲକ୍ଷ୍ମୀକାନ୍ତ ପାଲିତ, ଶ୍ରୀକାନ୍ତ ଦାସ, ତାନସେନ ସିଂ, ଲୋପିତା ମିଶ୍ର, ନନ୍ଦିତା ଭଞ୍ଜ, ସେବା ମହାହାପାତ୍ର, ପିଙ୍କି, ଗୁଡ୍ଡି ଆଜି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଛମ୍ ଛମ୍ ଚାଲି ତୋର" | |
2. | "ଶୋଇଯା'ରେ ଧନ ମୋର" | |
3. | "ଆଲୋ ସୁନ୍ଦରୀ" | |
4. | "ବର୍ଷା ବର୍ଷା" | |
5. | "ତୁ ମୋର ଦୋସ୍ତ" |
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାହ୍ନା
- ୟୁ-ଟ୍ୟୁବ୍ରେ କାହ୍ନା