ଟୋକାଟା ଫସିଗଲା

ଉଇକିପିଡ଼ିଆ‌ରୁ
ଟୋକାଟା ଫସିଗଲା
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସବ୍ୟସାଚୀ ମିଶ୍ର
ଏଲିନା ସାମନ୍ତରାୟ
ପପୁ ପମ ପମ
ଲିପ୍ସା ମିଶ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧୨ ଜୁଲାଇ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଟୋକାଟା ଫସିଗଲା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩] ୨୦୧୮ ମସିହାର ରଥଯାତ୍ର ସମୟରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ ।[୪] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୫] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬][୭][୮][୯] ଏହି ଚଳଚ୍ଚିତ୍ରଟିର ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ନିର୍ମିତ ହେଉଛି ।[୧୦]

ସବ୍ୟସାଚୀ ମିଶ୍ର ଏବଂ ଏଲିନା ସାମନ୍ତରାୟ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୯] ନାୟିକ ଏଲିନା ଏବଂ ନାୟକ ସବ୍ୟସାଚୀ ଏହି କଥାଚିତ୍ରଟିରେ ପ୍ରଥମଥର ପାଇଁ ଏକାଠି ଅଭିନୟ କରିଥଲେ, ଅବଶ୍ୟ ପୂର୍ବରୁ ଉଭୟ ଭଙ୍ଗୁର୍ ସିମେଣ୍ଟ ପାଇଁ ଏକ ବିଜ୍ଞାପନରେ ଏକାଠି କାମ କରିଥିଲେ ।[୧୧] ହାସ୍ୟ ଅଭିନେତା ପପୁ ପମ ପମ ଏହି କଥାଚିତ୍ରଟିରେ ସବ୍ୟସାଚୀଙ୍କର ସାଙ୍ଗ ଭୂମିକାରେ ଅଭିନୟ କରିଥିଲେ ।[୧୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଚଳଚ୍ଚିତ୍ରର କାହାଣୀ ଅନୁସାରେ ପପୁ ପମ ପମ ଏଲିନା ସାମନ୍ତରାୟଙ୍କର ଭୀଣେଇ ଏବଂ ସେ ଏଲିନାଙ୍କର ବାହାଘର ଭାଙ୍ଗିବା ପାଇଁ ତା'ର ସାଙ୍ଗ ସବ୍ୟସାଚୀଙ୍କର ସାହାଯ୍ୟ ନିଅନ୍ତି । ମାତ୍ର ଧୀରେ ଧୀରେ ସବ୍ୟସାଚୀ ଏଲିନାଙ୍କ ପ୍ରେମରେ ପଡ଼ିଯା'ନ୍ତି ।[୪]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧୯][୨୦] ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନିବେଦିତା, ହ୍ୟୁମାନ ସାଗର, ସୌରିନ୍ ଭଟ୍ଟ୍, ଆର୍.ଏସ୍. କୁମାର, ଅସୀମା ପଣ୍ଡା, ଅର୍ପିତା, କୌସିକ୍, ସବ୍ୟସାଚୀ ଓ ପପୁ ପମ ପମ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଜାନୁ ସୁପରଷ୍ଟାର"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ନିବେଦିତା 
2."କଲର୍‌ଫୁଲ ଲାଗେ ଦୁନିଆ-ଏ ଦିଲ୍ ତ‌ତେ ମୁଁ ଦେଲି"ଅରୁଣ ମନ୍ତ୍ରୀଆର୍.ଏସ୍. କୁମାର, ନିବେଦିତା 
3."ସିଙ୍ଗିଲ୍ ୱାଇଫ୍ ଟେନସନିଆ"ନିର୍ମଳ ନାୟକସୌରିନ୍ ଭଟ୍ଟ୍, ହ୍ୟୁମାନ ସାଗେ 
4."ଦିସ୍ ଇଜ୍ ମାୟାରେ ବାୟା"ନିର୍ମଳ ନାୟକପପୁ ପମ ପମ, ସବ୍ୟସାଚୀ ମିଶ୍ର 

ଆଧାର[ସମ୍ପାଦନା]

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  4. ୪.୦ ୪.୧ "'ଟୋକାଟା ଫସିଗଲା' ସିନେମାରେ ପ୍ରଥମ ଥର ନଜରକୁ ଆସିବେ ସବ୍ୟସାଚୀ ଓ ଏଲିନା". ଓଡ଼ିଶା ଭାସ୍କର. 19 February 2018. Retrieved 19 March 2018.[permanent dead link]
  5. ୫.୦ ୫.୧ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  6. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  7. "'ଲୈଲା ଓ ଲୈଲା' ଯୋଡି ଫେରିଲେ ଓଲିଉଡକୁ | Sambad". Sambad. 19 July 2018. Archived from the original on 24 August 2018. Retrieved 8 September 2018.
  8. "ଗଣେଶ ପୂଜାରେ ଆସିବ ଏହି ଲୋକପ୍ରିୟ ଯୋଡିଙ୍କର ଓଡ଼ିଆ ସିନେମା | Sambad". Sambad. 28 August 2018. Archived from the original on 31 August 2018. Retrieved 31 August 2018.
  9. ୯.୦ ୯.୧ "ଦର୍ଶକ ନିରାଶ". ସମାଜ. 21 January 2018. Retrieved 24 January 2018.[permanent dead link]
  10. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". Odisha.Iive. 24 February 2018. Retrieved 19 March 2018.
  11. "ଲଗାତାର ପରଦାରେ ଏହି କାମ କରୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ". Sambad.in. 26 February 2018. Retrieved 19 March 2018.
  12. "ନୂଆ ନାୟିକାଙ୍କ ସହ ରୋମାନ୍‌ସ କରୁଛନ୍ତି ସବ୍ୟସାଚୀ!". sambad.in. 24 January 2018. Retrieved 19 March 2018.
  13. "ଜାଣନ୍ତୁ କାହିଁକି ଫସିଗଲେ ସବ୍ୟସାଚୀ !". sambad.in. 2 May 2018. Retrieved 6 June 2018.
  14. "ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା ! | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 17 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  15. "ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା  | Sambad". Sambad. 20 August 2018. Archived from the original on 26 August 2018. Retrieved 31 August 2018. {{cite news}}: no-break space character in |title= at position 51 (help)
  16. "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  17. "ପୁରୁଣା ରୂପରେ ଆସୁୁଛନ୍ତି ପୁଣି ପପୁ ପମ୍‌ପମ୍‌ | Sambad". Sambad (in Odia). Odisha. 20 September 2018. Archived from the original on 25 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  18. "ନାୟିକାର ନାଁ ପ୍ରିୟଙ୍କା". ସକାଳ. 17 July 2022. p. ୧୫. Archived from the original on 18 July 2022. Retrieved 18 July 2022.
  19. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  20. "ଓଡ଼ିଆ ସିନେମାରେ 'ଟୋକା'". sambad.in. 22 January 2018. Retrieved 19 March 2018.

ବାହାର ଆଧାର[ସମ୍ପାଦନା]