ତୁ ମୋ ହିରୋ

ଉଇକିପିଡ଼ିଆ‌ରୁ
ତୁ ମୋ ହିରୋ
ନିର୍ଦ୍ଦେଶକଦିଲୀପ ପଣ୍ଡା
ପ୍ରଯୋଜକଶ୍ରୀନିବାସ ରାଓ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଦିଲୀପ ପଣ୍ଡା
କାହାଣୀଦିଲୀପ ପଣ୍ଡା
କଳାକାରଜ୍ୟୋତି ରଞ୍ଜନ ନାୟକ
ଝିଲିକ୍ ଭଟ୍ଟାଚାର୍ଯ୍ୟ
ସୁଭାଶିଷ ଶର୍ମା
ମିହିର ଦାସ
ସରୋଜ ଦାସ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍. ଏଚ୍. ପ୍ରସାଦ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦ ଅକ୍ଟୋବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ହିରୋ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀନିବାସ ରାଓ ।[୫] ଦିଲୀପ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬][୭] ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୯] ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୧୦]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ[୧୧][୧୨][୧୩] ସୁଭାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ, ପ୍ରିୟଙ୍କା, କିଶୋର, ରକ୍‌ ପାତ୍ର, କେ କେ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧୨] ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୯]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୁ ମୋ ହିରୋ" 
2."କରିନା ହଉ କାଟ୍ରିନା" 
3."ଗୋଲ୍‌ଡେନିଆ ଚୁମା" 
4."ଲଭ୍‌ ଲେଟର" 
5."ଦିଲ୍‌ ଜାନା ଆଶିକାନା" 
6."ଧୋରେ ବାୟା ଧୋ" 
7."ଇଏ କି ପ୍ରେମ" 

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ସଂଳ୍ପାପ, ଚିତ୍ରନାଟ୍ୟ ଓ କାହାଣୀକାର (ରଜନୀ ରଞ୍ଜନ) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୨୦]

ଆଧାର[ସମ୍ପାଦନା]

  1. "ଆଜି ପରଦାକୁ ଆସୁଛି 'ତୁ ମୋ ହିରୋ'". sambad.in. 20 October 2017. Retrieved 21 October 2017.
  2. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "କାଳୀ ପୂଜାରେ ଆସୁଛି 'ତୁ ମୋ ହିରୋ'". sambad.in. 17 October 2017. Retrieved 18 October 2017.
  5. "ଝିଲିକ-ଜ୍ୟୋତିଙ୍କ ପ୍ରେମ". ସମାଜ. 15 October 2017. Retrieved 15 October 2017.[permanent dead link]
  6. "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.{{cite news}}: CS1 maint: unrecognized language (link)
  7. "Subha Mahurat Of Upcoming Odia Film Tu Mo Hero". E News Odia. 8 June 2017. Retrieved 3 October 2017.
  8. "'ତୁ ମୋ ହିରୋ'ରେ ଜ୍ୟୋତି ରଞ୍ଜନଙ୍କ ଡାନ୍ସର ଧମାଲ୍‍". Odia Live. 24 July 2017. Retrieved 3 October 2017.
  9. ୯.୦ ୯.୧ "ଦୀପାବଳିରେ ଆସିବ 'ତୁ ମୋ ହିରୋ'". sambad.in. 9 October 2017. Retrieved 11 October 2017.
  10. "ଦୀଲିପଙ୍କ ଦମ୍". ସମାଜ. 22 October 2017. Retrieved 22 October 2017.[permanent dead link]
  11. "ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!". sambad.in. 22 October 2017. Retrieved 24 October 2017.
  12. ୧୨.୦ ୧୨.୧ "ଝିଲିକ୍‌ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News Odia. 19 July 2017. Retrieved 3 October 2017.
  13. "ପ୍ୟାର ଅଲଗା ପ୍ରକାର". Dharitri.com (in odia). 1 November 2018. Archived from the original on 5 November 2018. Retrieved 1 December 2018.{{cite news}}: CS1 maint: unrecognized language (link)
  14. "'ତୁ ମୋ' ହିରୋ'ର ସୁଟିଂ ଶେଷ". sambad.in. 4 August 2017. Archived from the original on 6 October 2017. Retrieved 3 October 2017.
  15. "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
  16. "ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  17. "ଝିଲିକଙ୍କ ହିରୋ". ସମାଜ. 16 October 2017. Retrieved 16 October 2017.[permanent dead link]
  18. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  19. "ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ". sambad.in. 22 April 2018. Retrieved 6 June 2018.
  20. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]