ତୁ ମୋ ହିରୋ
ତୁ ମୋ ହିରୋ | |
---|---|
ନିର୍ଦ୍ଦେଶକ | ଦିଲୀପ ପଣ୍ଡା |
ପ୍ରଯୋଜକ | ଶ୍ରୀନିବାସ ରାଓ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଦିଲୀପ ପଣ୍ଡା |
କାହାଣୀ | ଦିଲୀପ ପଣ୍ଡା |
କଳାକାର | ଜ୍ୟୋତି ରଞ୍ଜନ ନାୟକ ଝିଲିକ୍ ଭଟ୍ଟାଚାର୍ଯ୍ୟ ସୁଭାଶିଷ ଶର୍ମା ମିହିର ଦାସ ସରୋଜ ଦାସ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଏସ୍. ଏଚ୍. ପ୍ରସାଦ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦ ଅକ୍ଟୋବର ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ ମୋ ହିରୋ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀନିବାସ ରାଓ ।[୫] ଦିଲୀପ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬][୭] ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୮] ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୯] ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୧୦]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟ[୧୧] ।[୧୨][୧୩] ସୁଭାଶିଷ ଶର୍ମା, ମିହିର ଦାସ, ସରୋଜ ଦାସ, ପ୍ରିୟଙ୍କା, କିଶୋର, ରକ୍ ପାତ୍ର, କେ କେ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୪]
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ[୧୫][୧୬]
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୧୭][୧୮]
- ସୁଭାଶିଷ ଶର୍ମା
- ମିହିର ଦାସ
- ସରୋଜ ଦାସ
- ଚୌଧୁରୀ ବିକାଶ ଦାସ
- ପ୍ରିୟଙ୍କା
- କିଶୋର
- ରକ୍ ପାତ୍ର[୧୯]
- କେ କେ
- ଜୀବନ ପଣ୍ଡା
- ଗୁଡ୍ଡୁ
- କାଳିଆ
- ଜୟା ଗୋସ୍ୱାମୀ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୧୨] ନିର୍ମଳ ନାୟକ, ଜୟନ୍ତ ଦାସ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଓ ବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଲେଖିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ, ଅସୀମା ପଣ୍ଡା, ପ୍ରଜ୍ଞା ହୋତା, ଅନନ୍ୟା ଶ୍ରୀତମ ନନ୍ଦ, ଶୋଭା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୯]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ତୁ ମୋ ହିରୋ" | |
2. | "କରିନା ହଉ କାଟ୍ରିନା" | |
3. | "ଗୋଲ୍ଡେନିଆ ଚୁମା" | |
4. | "ଲଭ୍ ଲେଟର" | |
5. | "ଦିଲ୍ ଜାନା ଆଶିକାନା" | |
6. | "ଧୋରେ ବାୟା ଧୋ" | |
7. | "ଇଏ କି ପ୍ରେମ" |
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ସଂଳ୍ପାପ, ଚିତ୍ରନାଟ୍ୟ ଓ କାହାଣୀକାର (ରଜନୀ ରଞ୍ଜନ) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୨୦]
ଆଧାର
[ସମ୍ପାଦନା]- ↑ "ଆଜି ପରଦାକୁ ଆସୁଛି 'ତୁ ମୋ ହିରୋ'". sambad.in. 20 October 2017. Retrieved 21 October 2017.
- ↑ "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି ?". sambad.in. 31 December 2017. Retrieved 1 February 2018.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "କାଳୀ ପୂଜାରେ ଆସୁଛି 'ତୁ ମୋ ହିରୋ'". sambad.in. 17 October 2017. Retrieved 18 October 2017.
- ↑ "ଝିଲିକ-ଜ୍ୟୋତିଙ୍କ ପ୍ରେମ". ସମାଜ. 15 October 2017. Retrieved 15 October 2017.[permanent dead link]
- ↑ "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "Subha Mahurat Of Upcoming Odia Film Tu Mo Hero". E News Odia. 8 June 2017. Retrieved 3 October 2017.
- ↑ "'ତୁ ମୋ ହିରୋ'ରେ ଜ୍ୟୋତି ରଞ୍ଜନଙ୍କ ଡାନ୍ସର ଧମାଲ୍". Odia Live. 24 July 2017. Retrieved 3 October 2017.
- ↑ ୯.୦ ୯.୧ "ଦୀପାବଳିରେ ଆସିବ 'ତୁ ମୋ ହିରୋ'". sambad.in. 9 October 2017. Retrieved 11 October 2017.
- ↑ "ଦୀଲିପଙ୍କ ଦମ୍". ସମାଜ. 22 October 2017. Retrieved 22 October 2017.[permanent dead link]
- ↑ "ଚୁଲ୍ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍!". sambad.in. 22 October 2017. Retrieved 24 October 2017.
- ↑ ୧୨.୦ ୧୨.୧ "ଝିଲିକ୍ ଓ ଜ୍ୟୋତି ରଞ୍ଜନଙ୍କ ଆଗାମୀ ଓଡ଼ିଆ ଛବି 'ତୁ ମୋ ହିରୋ'". E News Odia. 19 July 2017. Retrieved 3 October 2017.
- ↑ "ପ୍ୟାର ଅଲଗା ପ୍ରକାର". Dharitri.com (in odia). 1 November 2018. Archived from the original on 5 November 2018. Retrieved 1 December 2018.
{{cite news}}
: CS1 maint: unrecognized language (link) - ↑ "'ତୁ ମୋ' ହିରୋ'ର ସୁଟିଂ ଶେଷ". sambad.in. 4 August 2017. Archived from the original on 6 October 2017. Retrieved 3 October 2017.
- ↑ "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
- ↑ "ଜ୍ୟୋତିଙ୍କ ସହ ଏଲ୍ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ "ଝିଲିକଙ୍କ ହିରୋ". ସମାଜ. 16 October 2017. Retrieved 16 October 2017.[permanent dead link]
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ". sambad.in. 22 April 2018. Retrieved 6 June 2018.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
{{cite news}}
: Unknown parameter|deadur=
ignored (help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋ ହିରୋ