ଭଲପାଏ ତତେ ୧୦୦ ରୁ ୧୦୦

ଉଇକିପିଡ଼ିଆ‌ରୁ
ଭଲପାଏ ତ‌ତେ ୧୦୦ରୁ ୧୦୦
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ସଂଳାପରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍
ଶୀତଲ ପାତ୍ର
ହରିହର ମହାପାତ୍ର
ପୃଥିରାଜ
ଦେବାଶିଷ ପାତ୍ର
ସଙ୍ଗୀତବିକାଶ ଦାସ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୮ ଅକ୍ଟୋବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଭଲପାଏ ତ‌ତେ ୧୦୦ରୁ ୧୦୦, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରର ସଂଳାପ ଲେଖିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି ଚଳଚ୍ଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ । ବାବୁଙ୍କ ସ‌ହ ନାୟିକା ଭୂମିକାରେ ଅଭିନୟ କରିଥିଲେ ଶୀତଲ ପାତ୍ର ଓ ସୂର୍ଯ୍ୟମୟୀ ମହାପାତ୍ର ।[୩][୪] ସୂର୍ଯ୍ୟମୟୀ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମୁ ବି ହିରୋଇନ ହେବିରେ ଅଂଶଗ୍ରହଣ କରିଥିଲେ ଏବଂ ବିଜୟୀ ହେବାପରେ ଏହି ଚଳଚ୍ଚିତ୍ରଟିରେ ତାଙ୍କୁ ଅଭିନୟର ସୁଯୋଗ ମିଳିଥିଲା ।[୫][୬] ହରିହର ମହାପାତ୍ର, ପୃଥିରାଜ, ଅମିତ ପାଣି, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଭଲ ପାଏ ତ‌ତେ ମୁଁ" 
2."ଏଇ ଅଛୁ ମାୟାବିନୀ" 
3."ଏତେ ମେଘ ଥାଇ" 
4."ଯେବେଠାରୁ ତୁ" 
5."ସ୍ୱପ୍ନ ଝଲକେ" 
6."ତୁ ମତେ ଦେଖିଲୁ" 

ଆଧାର[ସମ୍ପାଦନା]

  1. "ଓଲିଉଡରେ ଚାଲିଛି ଏଭଳି ପ୍ରେମ". Sambad (in Odia). Bhubaneswar. 27 January 2019. Archived from the original on 28 January 2019. Retrieved 28 January 2019.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Bhala Pae Tate 100 ru 100 Odia Movie in this Dussehra". E News ଓଡ଼ିଆ. 8 October 2015. Retrieved 23 August 2017.
  3. "Bhala Pae Tate 100 ru 100 Odia Movie of Babushan, Sital". 15 October 2015. Retrieved 23 August 2017.
  4. ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 23 August 2017.
  5. "ହାଟ୍ରିକ୍‌ କଲେ ଏହି ଓଲିଉଡ଼୍‍ ନାୟିକା". sambad.in. 27 April 2018. Retrieved 6 June 2018.
  6. "ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର... - Dharitri". Dharitri Odia News. 23 January 2022. Archived from the original on 30 January 2022. Retrieved 30 January 2022.
  7. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  8. "ତେଲୁଗୁ ସିନେମାର ଅଫରକୁ ହାତଛଡ଼ା କରିଥିଲେ ଏହି ଓଲିଉଡ ନାୟିକା, ଜାଣନ୍ତି କାହିଁକି ?". sambad.in. 13 May 2018. Retrieved 6 June 2018.
  9. "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍‌ଫିସ୍‌ ଦିଲ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
  10. "ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.[permanent dead link]

ବାହାର ଆଧାର[ସମ୍ପାଦନା]