"ଭୈରବ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେNo edit summary |
||
୧୭ କ ଧାଡ଼ି: | ୧୭ କ ଧାଡ଼ି: | ||
| music = [[ଅଭିଜିତ ମଜୁମଦାର]] |
| music = [[ଅଭିଜିତ ମଜୁମଦାର]] |
||
| cinematography = ଏସ୍ ରଞ୍ଜନ |
| cinematography = ଏସ୍ ରଞ୍ଜନ |
||
| editing = |
| editing = ଚନ୍ଦ୍ରଶେଖର ମିଶ୍ର |
||
| studio = |
| studio = |
||
| distributor = |
| distributor = |
||
୩୦ କ ଧାଡ଼ି: | ୩୦ କ ଧାଡ଼ି: | ||
'''ଭୈରବ''', ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref>{{cite news|title= ୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି|url=http://sambad.in/entertainment/odiamovie-20123/|accessdate=2 November 2017|newspaper=sambad.in|date=2 November 2017}}</ref><ref>{{cite news|title=୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?|url=http://sambad.in/entertainment/odia-movies-in-9-months-3501/|accessdate=1 October 2017|newspaper=sambad.in|date=30 September 2017}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ ।<ref name="ମୁକ୍ତି ପ୍ରତୀକ୍ଷାରେ ଓଡ଼ିଆ ସିନେମା ‘ଭୈରବ’">{{cite news|title=ମୁକ୍ତି ପ୍ରତୀକ୍ଷାରେ ଓଡ଼ିଆ ସିନେମା ‘ଭୈରବ’|url=https://www.sambad.in/news/entertainment/bhairav-is-ready/70473.html|accessdate=13 September 2017|newspaper=ସମ୍ବାଦ|date=12 August 2017}}</ref> ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।<ref name="ମୁଁ ଖାଣ୍ଟି ଓଡ଼ିଆ ଝିଅ’ ବନାମ ‘ଭୈରବ’">{{cite news|title=ମୁଁ ଖାଣ୍ଟି ଓଡ଼ିଆ ଝିଅ’ ବନାମ ‘ଭୈରବ’|url=http://sambad.in/news/entertainment/odia-movies-release-today/75558.html|accessdate=13 September 2017|newspaper=sambad.in|date=8 September 2017}}</ref> ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="ମୁକ୍ତି ପ୍ରତୀକ୍ଷାରେ ଓଡ଼ିଆ ସିନେମା ‘ଭୈରବ’"/> ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । |

ଅସୀତ, ଆହାନା, ଏଲ୍ସା ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ । [[ପପୁ ପମ ପମ]]<ref>{{cite news|title=ଆସୁଛି ପପୁ ପମପମଙ୍କ ନୂଆ ସିନେମା ‘ଭୈରବ’|url=http://www.samajalive.in/post.php?ref=8617&post=pau-pam-pam|accessdate=13 September 2017|newspaper=samaj live|date=23 August 2017}}</ref>, ପିଣ୍ଟୁ ନନ୍ଦ, [[ସମରେଶ ରାଉତରାୟ]], ଶକ୍ତି ବରାଳ, ଦେବୁ ବ୍ରହ୍ମା, ହାଡ଼ୁ, ବିଜୁ ବଡ଼ଜେନା, ରାଜୀବ, ଦେବୀ ବାରିକ, ଜ୍ଞାନ, ଟନିଆ, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଅସୀତ, ଆହାନା, ଏଲ୍ସା ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ । [[ପପୁ ପମ ପମ]]<ref>{{cite news|title=ଆସୁଛି ପପୁ ପମପମଙ୍କ ନୂଆ ସିନେମା ‘ଭୈରବ’|url=http://www.samajalive.in/post.php?ref=8617&post=pau-pam-pam|accessdate=13 September 2017|newspaper=samaj live|date=23 August 2017}}</ref>, ପିଣ୍ଟୁ ନନ୍ଦ, [[ସମରେଶ ରାଉତରାୟ]], ଶକ୍ତି ବରାଳ, ଦେବୁ ବ୍ରହ୍ମା, ହାଡ଼ୁ, ବିଜୁ ବଡ଼ଜେନା, ରାଜୀବ, ଦେବୀ ବାରିକ, ଜ୍ଞାନ, ଟନିଆ, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref>{{cite news |title=Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com |url=https://enewsodia.com/ollywood-release-odia-movies-mun-khanti-odia-jhia-bhairab/ |accessdate=16 January 2019 |work=https://enewsodia.com/ |publisher=E News ଓଡ଼ିଆ |date=8 September 2017 |archiveurl=http://www.webcitation.org/75TPYkudu |archivedate=16 January 2019 |location=Odisha}}</ref> |
||
==ଅଭିନୟ== |
==ଅଭିନୟ== |
୨୩:୧୨, ୧୬ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ଭୈରବ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ |
ସଂଳାପ | ଦେବୀଦତ୍ତ ମହାନ୍ତି |
କଳାକାର | ଅସୀତ ଆହାନା ଏଲ୍ସା ପପୁ ପମ ପମ ପିଣ୍ଟୁ ନନ୍ଦ ସମରେଶ ରାଉତରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୮ ସେପ୍ଟେମ୍ବର ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଭୈରବ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର ଚନ୍ଦ୍ର ଦାସ ଓ ପ୍ରଭାତ କୁମାର ପ୍ରଧାନ ।[୩] ଦେବୀଦତ୍ତ ମହାନ୍ତି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଅସୀତ, ଆହାନା, ଏଲ୍ସା ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ । ପପୁ ପମ ପମ[୫], ପିଣ୍ଟୁ ନନ୍ଦ, ସମରେଶ ରାଉତରାୟ, ଶକ୍ତି ବରାଳ, ଦେବୁ ବ୍ରହ୍ମା, ହାଡ଼ୁ, ବିଜୁ ବଡ଼ଜେନା, ରାଜୀବ, ଦେବୀ ବାରିକ, ଜ୍ଞାନ, ଟନିଆ, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]
ଅଭିନୟ
- ଅସୀତ
- ଆହାନା[୭][୮]
- ଏଲ୍ସା ଘୋଷ[୯] - ସୁରଭି[୧୦]
- ପପୁ ପମ ପମ
- ପିଣ୍ଟୁ ନନ୍ଦ
- ସମରେଶ ରାଉତରାୟ
- ଶକ୍ତି ବରାଳ
- ଦେବୁ ବ୍ରହ୍ମା
- ହାଡ଼ୁ
- ବିଜୁ ବଡ଼ଜେନା
- ରାଜୀବ
- ଦେବୀ ବାରିକ
- ଜ୍ଞାନ
- ଟନିଆ
- ଭିକାରୀ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୪] ନିର୍ମଳ ନାୟକ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୧] ଅଭିଜିତ ମଜୁମଦାର, ପପୁ ପମ ପମ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ପ୍ରଥମ ଏ ଜୀବନରେ" | |
2. | "ଭୈରବ" | |
3. | "ସାବୁନ ଲଗେଇ ଧୋ" | |
4. | "ଢକ ଢକ ପିଇଯିବି" |
ବ୍ୟବସାୟ
୮ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ର ସହ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ମୁଁ ଖାଣ୍ଟି ଓଡ଼ିଆ ଝିଅ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରିଥିଲେ ।[୧୨]
ପୁରସ୍କାର
- ଶ୍ରେଷ୍ଠ ନବାଗତା (ଆହାନା) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୧୩]
ଆଧାର
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ ୩.୦ ୩.୧ "ମୁକ୍ତି ପ୍ରତୀକ୍ଷାରେ ଓଡ଼ିଆ ସିନେମା 'ଭୈରବ'". ସମ୍ବାଦ. 12 August 2017. Retrieved 13 September 2017.
- ↑ ୪.୦ ୪.୧ "ମୁଁ ଖାଣ୍ଟି ଓଡ଼ିଆ ଝିଅ' ବନାମ 'ଭୈରବ'". sambad.in. 8 September 2017. Retrieved 13 September 2017.
- ↑ "ଆସୁଛି ପପୁ ପମପମଙ୍କ ନୂଆ ସିନେମା 'ଭୈରବ'". samaj live. 23 August 2017. Retrieved 13 September 2017.
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". https://enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
{{cite news}}
: External link in
(help)|work=
- ↑ "ଆହାନାଙ୍କ ଆଶା". ସମାଜ. 5 November 2017. Retrieved 5 November 2017.
- ↑ "ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା". sambad.in. 27 May 2018. Retrieved 6 June 2018.
- ↑ "ଏହି ଓଲିଉଡ ନାୟିକା ଏବେ ପ୍ଲସ ଟୁ ସେକେଣ୍ଡ ଇଅର୍ର ଛାତ୍ରୀ | Sambad". Sambad. 17 August 2018. Archived from the original on 31 August 2018. Retrieved 31 August 2018.
- ↑ "ଓଲିଉଡ ନାୟିକା ଏଲସାଙ୍କର କାହା ଉପରେ ଆଦୌ ନିୟନ୍ତ୍ରଣ ନାହିଁ ଜାଣନ୍ତି କି ! | Sambad". Sambad (in Odia). Odisha. 24 September 2018. Archived from the original on 2 October 2018. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ପରଦାରେ ମୁଁ ଖାଣ୍ଟି ଓଡ଼ିଆ ଝିଅକୁ ଟକ୍କର ଦେବ ଭୈରବ! ଉଭୟ ସିନେମାରେ ହସାଇବେ ପପୁ ପମ୍ ପମ୍". Kanak News. 8 September 2017. Retrieved 13 September 2017.
- ↑ "ମୁଁ ଖାଣ୍ଟି ଓଡ଼ିଆ ଝିଅ / ଭୈରବ". ସମ୍ବାଦ. 17 September 2017. Retrieved 21 September 2017.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 24 June 2018. Retrieved 24 June 2018.
{{cite news}}
: Unknown parameter|deadur=
ignored (help)