"ଇସ୍କ ତୁ ହି ତୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେNo edit summary |
||
୨୭ କ ଧାଡ଼ି: | ୨୭ କ ଧାଡ଼ି: | ||
}} |
}} |
||
'''ଇସ୍କ ତୁ ହି ତୁ''', ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ଫିଲ୍ମ ପ୍ରଡ଼କ୍ସନ ତରଫରୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।<ref>{{cite news |title=Arindam, Elina's upcoming Odia film Ishq Puni Thare - Update Odisha {{!}} DailyHunt |url=https://m.dailyhunt.in/news/india/english/update+odisha-epaper-upodish/arindam+elina+s+upcoming+odia+film+ishq+puni+thare-newsid-95175731 |accessdate=14 September 2018 |work=DailyHunt |publisher=Update Odisha |date=22 August 2018 |language=en}}</ref> ଏହି ଚଳଚ୍ଚିତ୍ରଟିର ନାୟିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଜରିଆରେ ବଛାଯାଇଥିଲା ।<ref>{{cite news |title=ପୁଣି ଏକାଠି ହେଲେ ଅରିନ୍ଦମ୍-ଏଲିନା {{!}} Odisha Reporter |url=https://odishareporter.in/entertainment/elina-arindam-upcoming-film-257924 |accessdate=5 September 2018 |work=Odisha Reporter |date=29 July 2018}}</ref> [[ତରଙ୍ଗ ଟିଭି]]ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ [[କିଏ ହେବ ମୋ ହିରୋଇନ]] ଜରିଆରେ ଏହି ଚଳଚ୍ଚିତ୍ରଟିର ନାୟିକା ଭୂମିକାରେ ଅଭିନୟ ପାଇଁ [[ଏଲିନା ସାମନ୍ତରାୟ]]ଙ୍କୁ ବଛାଯାଇଥିଲା ।<ref name="ସମାଜ ୨ ସେପ୍ଟେମ୍ବର">{{cite news |title='ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା |url=http://samajaepaper.in/epaperimages/02092018/02092018-md-sn-8/192018211322312.jpg |accessdate=2 September 2018 |work=ସମାଜ (ରବିବାର) |date=2 September 2018 |archiveurl=http://www.webcitation.org/727mhPVXN |archivedate=2 September 2018 |location=ଓଡ଼ିଶା |language=Odia}}</ref> |
'''ଇସ୍କ ତୁ ହି ତୁ''', ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ଫିଲ୍ମ ପ୍ରଡ଼କ୍ସନ ତରଫରୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।<ref>{{cite news |title=Arindam, Elina's upcoming Odia film Ishq Puni Thare - Update Odisha {{!}} DailyHunt |url=https://m.dailyhunt.in/news/india/english/update+odisha-epaper-upodish/arindam+elina+s+upcoming+odia+film+ishq+puni+thare-newsid-95175731 |accessdate=14 September 2018 |work=DailyHunt |publisher=Update Odisha |date=22 August 2018 |language=en}}</ref> ଏହି ଚଳଚ୍ଚିତ୍ରଟିର ନାୟିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଜରିଆରେ ବଛାଯାଇଥିଲା ।<ref>{{cite news |title=ପୁଣି ଏକାଠି ହେଲେ ଅରିନ୍ଦମ୍-ଏଲିନା {{!}} Odisha Reporter |url=https://odishareporter.in/entertainment/elina-arindam-upcoming-film-257924 |accessdate=5 September 2018 |work=Odisha Reporter |date=29 July 2018}}</ref> [[ତରଙ୍ଗ ଟିଭି]]ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ [[କିଏ ହେବ ମୋ ହିରୋଇନ]] ଜରିଆରେ ଏହି ଚଳଚ୍ଚିତ୍ରଟିର ନାୟିକା ଭୂମିକାରେ ଅଭିନୟ ପାଇଁ [[ଏଲିନା ସାମନ୍ତରାୟ]]ଙ୍କୁ ବଛାଯାଇଥିଲା ।<ref name="ସମାଜ ୨ ସେପ୍ଟେମ୍ବର">{{cite news |title='ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା |url=http://samajaepaper.in/epaperimages/02092018/02092018-md-sn-8/192018211322312.jpg |accessdate=2 September 2018 |work=ସମାଜ (ରବିବାର) |date=2 September 2018 |archiveurl=http://www.webcitation.org/727mhPVXN |archivedate=2 September 2018 |location=ଓଡ଼ିଶା |language=Odia}}</ref> ସେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news |title=Tarang Cine Production and Ratna Banner’s upcoming Odia film Ishq Puni Thare |url=https://www.odishanewstimes.com/2018/08/18/tarang-cine-production-and-ratna-banners-upcoming-odia-film-ishq-puni-thare/ |accessdate=14 September 2018 |work=Odisha News Times |archiveurl=http://www.webcitation.org/72QnAgWOf |archivedate=14 September 2018 |location=ଓଡ଼ିଶା |language=en}}</ref> |
||
ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ତାପସ ସରଘରିଆ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦେଶନା ଦେଇଥିଲେ ।<ref>{{cite news |title=2015 is not a memorable Ollywood story to be told - Times of India |url=http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms |accessdate=5 September 2018 |work=The Times of India}}</ref> ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । |
ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ତାପସ ସରଘରିଆ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦେଶନା ଦେଇଥିଲେ ।<ref>{{cite news |title=2015 is not a memorable Ollywood story to be told - Times of India |url=http://timesofindia.indiatimes.com/city/bhubaneswar/2015-is-not-a-memorable-Ollywood-story-to-be-told/articleshow/50389304.cms |accessdate=5 September 2018 |work=The Times of India}}</ref> ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । |
୨୩:୦୭, ୧୪ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଇସ୍କ ତୁ ହି ତୁ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ[୧] |
ପ୍ରଯୋଜକ | ତରଙ୍ଗ ସିନେ ପ୍ରଡକ୍ସନ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ତାପସ ସରଘରିଆ |
କଳାକାର | ଅରିନ୍ଦମ ରାୟ , ଏଲିନା ସାମନ୍ତରାୟ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଅପରାଜିତା ମହାନ୍ତି, ମିନକେତନ ଦାସ, ପ୍ରଜ୍ଞା ଖଟୁଆ, ସମରେଶ ରାଉତରାୟ, ବିକାଶ ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୧୪ ଜାନୁଆରୀ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଇସ୍କ ତୁ ହି ତୁ, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ଫିଲ୍ମ ପ୍ରଡ଼କ୍ସନ ତରଫରୁ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।[୨] ଏହି ଚଳଚ୍ଚିତ୍ରଟିର ନାୟିକା ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଜରିଆରେ ବଛାଯାଇଥିଲା ।[୩] ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନ ଜରିଆରେ ଏହି ଚଳଚ୍ଚିତ୍ରଟିର ନାୟିକା ଭୂମିକାରେ ଅଭିନୟ ପାଇଁ ଏଲିନା ସାମନ୍ତରାୟଙ୍କୁ ବଛାଯାଇଥିଲା ।[୪] ସେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫]
ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ତାପସ ସରଘରିଆ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦେଶନା ଦେଇଥିଲେ ।[୬] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଏଲିନା ସାମନ୍ତରାୟ ।[୭] ମିହିର ଦାସ, ମୀନକେତନ, ପ୍ରଜ୍ଞା ଖଟୁଆ, ସମରେଶ ରାଉତରାୟ, ଅପରାଜିତା ମହାନ୍ତି, ବିକାଶ ଦାସ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ଅରିନ୍ଦମ ରାୟ - ସ୍ୱାଧିନ ମହାପାତ୍ର[୮]
- ଏଲିନା ସାମନ୍ତରାୟ- ସିମରନ୍[୯][୧୦]
- ମିହିର ଦାସ- ପ୍ରାଣ
- ପ୍ରିୟଙ୍କା ମହାପାତ୍ର-ସ୍ୱାଧିନର ମାଆ
- ଅପରାଜିତା ମହାନ୍ତି- ରୀତା ଡିସୋଜା
- ମିନକେତନ ଦାସ- ବବି ଭାଇ
- ପ୍ରଜ୍ଞା ଖଟୁଆ- ନଟବର
- ସମରେଶ ରାଉତରାୟ- ଅହମଦ୍
- ବିକାଶ ଦାସ- ମୋଲବୀ ଚାଚା
- ଜର୍ଜ ତିଆଡ଼ି- ରହମାନ୍[୧୧]
ଗୀତ ଓ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ଇସ୍କ ତୁ ହି ତୁ" | |
2. | "ଜୋତ୍ସ୍ନା ସେ ରୂପସୀ ଜହ୍ନ" | |
3. | "ନ ଥିଲା ଭାଗ୍ୟରେ" | |
4. | "ଓରେ ପ୍ରିୟାରେ" | |
5. | "ତୁ ନ ହେଲୁ ନାହିଁ" | |
6. | "ଦୁନିଆ ପଥର" | |
7. | "ହାଏ ତୋ ଶାହାରୁଖ ବାଲା ଷ୍ଟାଇଲ" |
ଆଧାର
- ↑ "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary. Retrieved 5 September 2018.
- ↑ "Arindam, Elina's upcoming Odia film Ishq Puni Thare - Update Odisha | DailyHunt". DailyHunt (in ଇଂରାଜୀ). Update Odisha. 22 August 2018. Retrieved 14 September 2018.
- ↑ "ପୁଣି ଏକାଠି ହେଲେ ଅରିନ୍ଦମ୍-ଏଲିନା | Odisha Reporter". Odisha Reporter. 29 July 2018. Retrieved 5 September 2018.
- ↑ "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 14 September 2018. Retrieved 14 September 2018.
- ↑ "2015 is not a memorable Ollywood story to be told - Times of India". The Times of India. Retrieved 5 September 2018.
- ↑ "ଖଳନାୟକ ହାତରେ ରାଖି ବାନ୍ଧିଲେ ନାୟିକା". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018.
{{cite news}}
: Check date values in:|date=
(help) - ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ http://odishasuntimes.com/2015/12/31/ollywood-rewind-2015/
- ↑ "ଏହି ବ୍ୟାନର୍ରୁ ବାଦ୍ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
- ↑ "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary. Retrieved 5 September 2018.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଇସ୍କ ତୁ ହି ତୁ