Jump to content

"ଲଭ୍ ପ୍ରମିଜ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୭ କ ଧାଡ଼ି: ୧୭ କ ଧାଡ଼ି:
| editing =
| editing =
| studio =
| studio =
| distributor = [[ତରଙ୍ଗ ସିନେ ପ୍ରଡକ୍ସନ]]
| distributor = [[ତରଙ୍ଗ ସିନେ ପ୍ରଡକ୍ସନ]]<ref name="Jaya-Rakesh"/>
| released =
| released =
| runtime =
| runtime =
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}


'''ଲଭ୍ ପ୍ରମିଜ୍''', ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । [[ଜୟା ବିଶ୍ୱାସ]] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ<ref name="ଲଭ୍ ପ୍ରମିଜ୍"/> ରଚନା କରିଥିଲେ ।<ref name="ନୂଆ ପରିଚୟ"/> ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
'''ଲଭ୍ ପ୍ରମିଜ୍''', ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । [[ଜୟା ବିଶ୍ୱାସ]] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ<ref name="ଲଭ୍ ପ୍ରମିଜ୍"/> ରଚନା କରିଥିଲେ ।<ref name="ନୂଆ ପରିଚୟ"/> ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="Jaya-Rakesh"/>


ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ରାକେଶ ଦେଓ]] ଏବଂ [[ଜୟା ବିଶ୍ୱାସ]] ।<ref name="ଆସୁଛି ‘ଲଭ୍‌ ପ୍ରମିଜ୍‌’">{{cite news|title=ଆସୁଛି ‘ଲଭ୍‌ ପ୍ରମିଜ୍‌’|url=http://odishareporter.in/entertainment/upcoming-movie-love-promise-221082|accessdate=19 May 2018|newspaper=odisha reporter|date=22 March 2018}}</ref><ref name="ଲଭ୍ ପ୍ରମିଜ୍">{{cite news|title=ଲଭ ପ୍ରମିଜ|url=http://samajaepaper.in/epaperimages/13052018/13052018-md-sn-8/1252018205240765.jpg|accessdate=19 May 2018|newspaper=[[ସମାଜ]] ରବିବାର|date=13 May 2017}}</ref> ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ<ref name="ନୂଆ ପରିଚୟ"/> ଏବଂ ଓଡ଼ିଆ କଥାଚିତ୍ର [[ଚୁପ୍ କିଏ ଆସୁଛି]]ରେ ମଧ୍ୟ ଅଭିନୟ କରିଥିଲେ ।<ref name="ନୂଆ ପରିଚୟ"/> ଏହିସ‌ହ ସେ [[ସାର୍ଥକ ଟିଭି]]ରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ [[ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ]]ରେ ମଧ୍ୟ ବିଚାରିକା ଭାବରେ [[ହରିହର ଦାସ (ଓଡ଼ିଆ ନୃତ୍ୟଶିଳ୍ପୀ)|ହରିହର ଦାସ]] ଏବଂ [[ଶାଶ୍ଵତ ଯୋଶୀ]]ଙ୍କ ସ‌ହ ପୂର୍ବରୁ କାର୍ଯ୍ୟ କରିଥିଲେ ।<ref name="ନୂଆ ପରିଚୟ">{{cite news|title=ନୂଆ ପରିଚୟ ହାସଲ କଲେ ଏହି ଓଲିଉଡ୍‌ ନାୟିକା|url=http://sambad.in/entertainment/jaya-as-writer-139819/|accessdate=19 May 2018|newspaper=sambad.in|date=15 May 2018}}</ref> [[ମନୋଜ ମିଶ୍ର]], [[ଉଷସୀ ମିଶ୍ର]], ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="ଲଭ୍ ପ୍ରମିଜ୍"/>
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ରାକେଶ ଦେଓ]] ଏବଂ [[ଜୟା ବିଶ୍ୱାସ]] ।<ref name="Jaya-Rakesh">{{cite news|title=Choreographer Duo Jaya & Rakesh To Debut In Upcoming ‘Love Promise’|url=http://www.odishabytes.com/choreographer-duo-jaya-rakesh-to-debut-in-upcoming-love-promise/|accessdate=19 May 2018|newspaper=OdishaBytes.com|date=19 March 2018}}</ref><ref name="ଆସୁଛି ‘ଲଭ୍‌ ପ୍ରମିଜ୍‌’">{{cite news|title=ଆସୁଛି ‘ଲଭ୍‌ ପ୍ରମିଜ୍‌’|url=http://odishareporter.in/entertainment/upcoming-movie-love-promise-221082|accessdate=19 May 2018|newspaper=odisha reporter|date=22 March 2018}}</ref><ref name="ଲଭ୍ ପ୍ରମିଜ୍">{{cite news|title=ଲଭ ପ୍ରମିଜ|url=http://samajaepaper.in/epaperimages/13052018/13052018-md-sn-8/1252018205240765.jpg|accessdate=19 May 2018|newspaper=[[ସମାଜ]] ରବିବାର|date=13 May 2017}}</ref> ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ<ref name="ନୂଆ ପରିଚୟ"/> ଏବଂ ଓଡ଼ିଆ କଥାଚିତ୍ର [[ଚୁପ୍ କିଏ ଆସୁଛି]]ରେ ମଧ୍ୟ ଅଭିନୟ କରିଥିଲେ ।<ref name="ନୂଆ ପରିଚୟ"/> ଏହିସ‌ହ ସେ [[ସାର୍ଥକ ଟିଭି]]ରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ [[ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ]]ରେ ମଧ୍ୟ ବିଚାରିକା ଭାବରେ [[ହରିହର ଦାସ (ଓଡ଼ିଆ ନୃତ୍ୟଶିଳ୍ପୀ)|ହରିହର ଦାସ]] ଏବଂ [[ଶାଶ୍ଵତ ଯୋଶୀ]]ଙ୍କ ସ‌ହ ପୂର୍ବରୁ କାର୍ଯ୍ୟ କରିଥିଲେ ।<ref name="ନୂଆ ପରିଚୟ">{{cite news|title=ନୂଆ ପରିଚୟ ହାସଲ କଲେ ଏହି ଓଲିଉଡ୍‌ ନାୟିକା|url=http://sambad.in/entertainment/jaya-as-writer-139819/|accessdate=19 May 2018|newspaper=sambad.in|date=15 May 2018}}</ref> [[ମନୋଜ ମିଶ୍ର]], [[ଉଷସୀ ମିଶ୍ର]], ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="ଲଭ୍ ପ୍ରମିଜ୍"/>


==ଅଭିନୟ==
==ଅଭିନୟ==
୫୧ କ ଧାଡ଼ି: ୫୧ କ ଧାଡ଼ି:
| lyrics1 =
| lyrics1 =
| length1 =
| length1 =
| extra1 = [[ହ୍ୟୁମାନ ସାଗର]], [[ଅନନ୍ୟା ଶ୍ରୀତମ ନନ୍ଦ]]
| extra1 = [[ହ୍ୟୁମାନ ସାଗର]], [[ଅନନ୍ୟା ଶ୍ରୀତମ ନନ୍ଦ]]<ref name="Jaya-Rakesh"/>


| title2 = ସାଇରା ସାଇରା
| title2 = ସାଇରା ସାଇରା

୧୨:୧୩, ୧୯ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଲଭ୍ ପ୍ରମିଜ୍
ନିର୍ଦ୍ଦେଶକସନ୍ତୋଷ ବିଶ୍ୱାଳ
ପ୍ରଯୋଜକଜୟା ବିଶ୍ୱାସ
ସଂଳାପ(ସଂଳାପ): ଜୟା ବିଶ୍ୱାସ
ଚିତ୍ରନାଟ୍ୟଜୟା ବିଶ୍ୱାସ
କାହାଣୀଜୟା ବିଶ୍ୱାସ
କଳାକାରରାକେଶ ଦେଓ, ଜୟା ବିଶ୍ୱାସ, ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣବିଶ୍ୱଭୂଷଣ ମହାପାତ୍ର[]
ବିତରକତରଙ୍ଗ ସିନେ ପ୍ରଡକ୍ସନ[]
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ପ୍ରମିଜ୍, ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଜୟା ବିଶ୍ୱାସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ[] ରଚନା କରିଥିଲେ ।[] ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଜୟା ବିଶ୍ୱାସ[][][] ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ[] ଏବଂ ଓଡ଼ିଆ କଥାଚିତ୍ର ଚୁପ୍ କିଏ ଆସୁଛିରେ ମଧ୍ୟ ଅଭିନୟ କରିଥିଲେ ।[] ଏହିସ‌ହ ସେ ସାର୍ଥକ ଟିଭିରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସରେ ମଧ୍ୟ ବିଚାରିକା ଭାବରେ ହରିହର ଦାସ ଏବଂ ଶାଶ୍ଵତ ଯୋଶୀଙ୍କ ସ‌ହ ପୂର୍ବରୁ କାର୍ଯ୍ୟ କରିଥିଲେ ।[] ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[][] ଗୀତିକାର ବସନ୍ତରାଜ ସାମଲସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[] ହ୍ୟୁମାନ ସାଗର[], ଅନନ୍ୟା ଶ୍ରୀତମ ନନ୍ଦ[], ଆଶୁତୋଷ, ସବିଶେଷ, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[]

ଗୀତ

କ୍ରମଗୀତଗାୟକସମୟ
1."ଲଭ୍ ପ୍ରମିଜ୍"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ[] 
2."ସାଇରା ସାଇରା"ଆଶୁତୋଷ, ଦୀପ୍ତିରେଖା ପାଢ଼ୀ 
3."ସାଜନାରେ"ସବିଶେଷ, ଦୀପ୍ତିରେଖା ପାଢ଼ୀ 
4."ନିଶ୍ୱାସରେ"ଲୋପାମୁଦ୍ରା 
5."ଟିକ୍ ଟିକ୍"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
6."ସାଲା ମାର୍‌ଡାଲାରେ"ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ 

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ନୂଆ ପରିଚୟ ହାସଲ କଲେ ଏହି ଓଲିଉଡ୍‌ ନାୟିକା". sambad.in. 15 May 2018. Retrieved 19 May 2018.
  2. ୨.୦ ୨.୧ ୨.୨ ୨.୩ "Choreographer Duo Jaya & Rakesh To Debut In Upcoming 'Love Promise'". OdishaBytes.com. 19 March 2018. Retrieved 19 May 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "ଲଭ ପ୍ରମିଜ". ସମାଜ ରବିବାର. 13 May 2017. Retrieved 19 May 2018.
  4. ୪.୦ ୪.୧ ୪.୨ "ଆସୁଛି 'ଲଭ୍‌ ପ୍ରମିଜ୍‌'". odisha reporter. 22 March 2018. Retrieved 19 May 2018.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ପ୍ରମିଜ୍