ଲଭ୍ ପ୍ରମିଜ୍

ଉଇକିପିଡ଼ିଆ‌ରୁ
ଲଭ୍ ପ୍ରମିଜ୍
ନିର୍ଦ୍ଦେଶକସନ୍ତୋଷ ବିଶ୍ୱାଳ
ପ୍ରଯୋଜକଜୟା ବିଶ୍ୱାସ
ସଂଳାପଜୟା ବିଶ୍ୱାସ
ଚିତ୍ରନାଟ୍ୟଜୟା ବିଶ୍ୱାସ
କାହାଣୀଜୟା ବିଶ୍ୱାସ
କଳାକାରରାକେଶ ଦେଓ
ଜୟା ବିଶ୍ୱାସ
ମନୋଜ ମିଶ୍ର
ଉଷସୀ ମିଶ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣବିଶ୍ୱଭୂଷଣ ମହାପାତ୍ର[୧]
ସମ୍ପାଦକରଞ୍ଜନ ଖଟେଇ
ବିତରକତରଙ୍ଗ ସିନେ ପ୍ରଡକ୍ସନ[୨]
ମୁକ୍ତିଲାଭ ତାରିଖ
୨୪ ମଇ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ପ୍ରମିଜ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଜୟା ବିଶ୍ୱାସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ[୭] ରଚନା କରିଥିଲେ ।[୧] ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଉଭୟ ଜୟା ଏବଂ ରାକେଶ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୮]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଜୟା ବିଶ୍ୱାସ[୨][୯][୭] ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ[୧] ଏବଂ ଓଡ଼ିଆ କଥାଚିତ୍ର ଚୁପ୍ କିଏ ଆସୁଛିରେ ମଧ୍ୟ ଅଭିନୟ କରିଥିଲେ ।[୧] ଏହିସ‌ହ ସେ ସାର୍ଥକ ଟିଭିରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସରେ ମଧ୍ୟ ବିଚାରିକା ଭାବରେ ହରିହର ଦାସ ଏବଂ ଶାଶ୍ୱତ ଯୋଶୀଙ୍କ ସ‌ହ ପୂର୍ବରୁ କାର୍ଯ୍ୟ କରିଥିଲେ ।[୧] ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୧][୧][୭] ଗୀତିକାର ବସନ୍ତରାଜ ସାମଲସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୨] ହ୍ୟୁମାନ ସାଗର[୯], ଅନନ୍ୟା ଶ୍ରୀତମ ନନ୍ଦ[୯], ଆଶୁତୋଷ, ସବିଶେଷ, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଲଭ୍ ପ୍ରମିଜ୍"ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ[୨] 
2."ସାଇରା ସାଇରା"ଆଶୁତୋଷ, ଦୀପ୍ତିରେଖା ପାଢ଼ୀ 
3."ସାଜନାରେ"ସବିଶେଷ, ଦୀପ୍ତିରେଖା ପାଢ଼ୀ 
4."ନିଶ୍ୱାସରେ"ଲୋପାମୁଦ୍ରା 
5."ଟିକ୍ ଟିକ୍"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
6."ସାଲା ମାର୍‌ଡାଲାରେ"ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ନୂଆ ପରିଚୟ ହାସଲ କଲେ ଏହି ଓଲିଉଡ୍‌ ନାୟିକା". sambad.in. 15 May 2018. Retrieved 19 May 2018.
  2. ୨.୦ ୨.୧ ୨.୨ ୨.୩ "Choreographer Duo Jaya & Rakesh To Debut In Upcoming 'Love Promise'". OdishaBytes.com. 19 March 2018. Retrieved 19 May 2018.
  3. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  4. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  6. "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
  7. ୭.୦ ୭.୧ ୭.୨ ୭.୩ ୭.୪ "ଲଭ ପ୍ରମିଜ". ସମାଜ ରବିବାର. 13 May 2017. Retrieved 19 May 2018.[permanent dead link]
  8. "ମିହିରଙ୍କ ଭଉଣୀ". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
  9. ୯.୦ ୯.୧ ୯.୨ "ଆସୁଛି 'ଲଭ୍‌ ପ୍ରମିଜ୍‌'". odisha reporter. 22 March 2018. Retrieved 19 May 2018.
  10. "ଜୟା ଏବେ 'ମିଛେଇ ଝିଅ'". ନିର୍ଭୟ. 11 February 2023. p. 10. Archived from the original on 23 March 2023. Retrieved 23 March 2023.
  11. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  12. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]