ଲଭ୍ ପ୍ରମିଜ୍
ଲଭ୍ ପ୍ରମିଜ୍ | |
---|---|
ନିର୍ଦ୍ଦେଶକ | ସନ୍ତୋଷ ବିଶ୍ୱାଳ |
ପ୍ରଯୋଜକ | ଜୟା ବିଶ୍ୱାସ |
ସଂଳାପ | ଜୟା ବିଶ୍ୱାସ |
ଚିତ୍ରନାଟ୍ୟ | ଜୟା ବିଶ୍ୱାସ |
କାହାଣୀ | ଜୟା ବିଶ୍ୱାସ |
କଳାକାର | ରାକେଶ ଦେଓ ଜୟା ବିଶ୍ୱାସ ମନୋଜ ମିଶ୍ର ଉଷସୀ ମିଶ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ବିଶ୍ୱଭୂଷଣ ମହାପାତ୍ର[୧] |
ସମ୍ପାଦକ | ରଞ୍ଜନ ଖଟେଇ |
ବିତରକ | ତରଙ୍ଗ ସିନେ ପ୍ରଡକ୍ସନ[୨] |
ମୁକ୍ତିଲାଭ ତାରିଖ | ୨୪ ମଇ ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲଭ୍ ପ୍ରମିଜ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଜୟା ବିଶ୍ୱାସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ[୭] ରଚନା କରିଥିଲେ ।[୧] ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଉଭୟ ଜୟା ଏବଂ ରାକେଶ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୮]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଜୟା ବିଶ୍ୱାସ ।[୨][୯][୭] ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ[୧] ଏବଂ ଓଡ଼ିଆ କଥାଚିତ୍ର ଚୁପ୍ କିଏ ଆସୁଛିରେ ମଧ୍ୟ ଅଭିନୟ କରିଥିଲେ ।[୧] ଏହିସହ ସେ ସାର୍ଥକ ଟିଭିରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସରେ ମଧ୍ୟ ବିଚାରିକା ଭାବରେ ହରିହର ଦାସ ଏବଂ ଶାଶ୍ୱତ ଯୋଶୀଙ୍କ ସହ ପୂର୍ବରୁ କାର୍ଯ୍ୟ କରିଥିଲେ ।[୧] ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭]
ଅଭିନୟ
[ସମ୍ପାଦନା]- ରାକେଶ ଦେଓ
- ଜୟା ବିଶ୍ୱାସ[୧୦]
- ମନୋଜ ମିଶ୍ର
- ଉଷସୀ ମିଶ୍ର
- ଜ୍ୟୋତି
- ବିଶ୍ୱ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୧][୧][୭] ଗୀତିକାର ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୨] ହ୍ୟୁମାନ ସାଗର[୯], ଅନନ୍ୟା ଶ୍ରୀତମ ନନ୍ଦ[୯], ଆଶୁତୋଷ, ସବିଶେଷ, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଲଭ୍ ପ୍ରମିଜ୍" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ[୨] | |
2. | "ସାଇରା ସାଇରା" | ଆଶୁତୋଷ, ଦୀପ୍ତିରେଖା ପାଢ଼ୀ | |
3. | "ସାଜନାରେ" | ସବିଶେଷ, ଦୀପ୍ତିରେଖା ପାଢ଼ୀ | |
4. | "ନିଶ୍ୱାସରେ" | ଲୋପାମୁଦ୍ରା | |
5. | "ଟିକ୍ ଟିକ୍" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
6. | "ସାଲା ମାର୍ଡାଲାରେ" | ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ନୂଆ ପରିଚୟ ହାସଲ କଲେ ଏହି ଓଲିଉଡ୍ ନାୟିକା". sambad.in. 15 May 2018. Retrieved 19 May 2018.
- ↑ ୨.୦ ୨.୧ ୨.୨ ୨.୩ "Choreographer Duo Jaya & Rakesh To Debut In Upcoming 'Love Promise'". OdishaBytes.com. 19 March 2018. Archived from the original on 25 October 2018. Retrieved 19 May 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
- ↑ ୭.୦ ୭.୧ ୭.୨ ୭.୩ ୭.୪ "ଲଭ ପ୍ରମିଜ". ସମାଜ ରବିବାର. 13 May 2017. Retrieved 19 May 2018.[permanent dead link]
- ↑ "ମିହିରଙ୍କ ଭଉଣୀ". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
- ↑ ୯.୦ ୯.୧ ୯.୨ "ଆସୁଛି 'ଲଭ୍ ପ୍ରମିଜ୍'". odisha reporter. 22 March 2018. Retrieved 19 May 2018.
- ↑ "ଜୟା ଏବେ 'ମିଛେଇ ଝିଅ'". ନିର୍ଭୟ. 11 February 2023. p. 10. Archived from the original on 23 March 2023. Retrieved 23 March 2023.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ପ୍ରମିଜ୍