Jump to content

"ଚଉକା ଛକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୩୧ କ ଧାଡ଼ି: ୩୧ କ ଧାଡ଼ି:


==ଅଭିନୟ==
==ଅଭିନୟ==
* [[ସମ୍ବିତ ଆଚାର୍ଯ୍ୟ]]<ref>{{cite news|title=ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”|url=http://enewsodia.com/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BF%E0%AC%A4%E0%AC%99%E0%AD%8D%E0%AC%95-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%85%E0%AC%99%E0%AD%8D%E0%AC%95%E0%AC%BF%E0%AC%A4%E0%AC%BE-%E0%AC%86/|accessdate=14 October 2017|newspaper=E News ଓଡ଼ିଆ|date=6 July 2017}}</ref>
* [[ସମ୍ବିତ ଆଚାର୍ଯ୍ୟ]]
* [[ନୂତନ ମହାନ୍ତି]]
* [[ନୂତନ ମହାନ୍ତି]]
* [[ପପୁ ପମ ପମ]]
* [[ପପୁ ପମ ପମ]]

୧୯:୨୯, ୧୪ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଚଉକା ଛକା
ନିର୍ଦ୍ଦେଶକକେ. ମୂରଲି କ୍ରୀଷ୍ଣା
ପ୍ରଯୋଜକଗୟାଧର ଜେନା
ସଂଳାପ(ସଂଳାପ): ଦୀପକ ଜେନା
ଚିତ୍ରନାଟ୍ୟକେ. ମୂରଲି କ୍ରୀଷ୍ଣା
କାହାଣୀକେ. ମୂରଲି କ୍ରୀଷ୍ଣା
କଳାକାରସମ୍ବିତ, ନୂତନ, ପପୁ ପମ ପମ, ଲଭ୍‌ଲି, ଶ୍ରୀତମ, ହର ପଟ୍ଟନାୟକ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୪ ମାର୍ଚ୍ଚ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଚଉକା ଛକା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୟାଧର ଜେନା ।[] କେ. ମୂରଲି କ୍ରୀଷ୍ଣା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[] ଏବଂ ନୂତନ ମହାନ୍ତି । ପପୁ ପମ ପମ[][], ଲଭ୍‌ଲି, ଶ୍ରୀତମ ଦାସ, ସୁନୀତା ଗରବଡ଼ୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ଶକ୍ତି ବରାଳ, ସଲିଲ ମିତ୍ର, ବାବୁ ପ୍ରଧାନ, ହର ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିଜାମ ଏବଂ ଡଃ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ବିନୋଦ ରାଠୋଡ଼, ପାମେଲା ଜୈନ, ଅଞ୍ଜଳି ମିଶ୍ର, ଅଭିଜିତ ମଜୁମଦାର, ରିଙ୍କି, ଅନୁରାଧା ପଢ଼ୁୱାଲ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଆରି ରାରି ରା" 
2."ପାଣି ମାରିଦେଲା ଝାଇଁ" 
3."ରୁଣୁ ଝୁଣୁ କ‌ହେ" 
4."ବୟସ ତୋର କସମସ" 
5."ମାରିଦେବୁ ଆମରେ ଚଉକା ଛକା" 

ଆଧାର

  1. ୧.୦ ୧.୧ "ଅଭିନେତା କେମିତି ଜାଣିବେ ଫିଲ୍ମରେ ଟଙ୍କା କେଉଁଠୁ ଲାଗୁଛି: ପପୁ ପମପମ୍". Odisha Reporter. 27 June 2015. Retrieved 14 October 2017.
  2. "ସମ୍ବିତଙ୍କ ସହ ଅଙ୍କିତା". ସମ୍ବାଦ. 4 July 2017. Retrieved 14 October 2017.
  3. "ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Retrieved 14 October 2017.
  4. "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି "ମନ ଖାଲି ତତେ ଚାହେଁ"". E News ଓଡ଼ିଆ. 6 July 2017. Retrieved 14 October 2017.

ବାହାର ଆଧାର