"ଆଶିକ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୨୮ କ ଧାଡ଼ି: | ୨୮ କ ଧାଡ଼ି: | ||
'''ଆଶିକ୍''', ୨୦୧୫ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ [[ସୁଧାକର ବସନ୍ତ ]] ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । [[ଅଭିଜିତ ମଜୁମଦାର]] ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । |
'''ଆଶିକ୍''', ୨୦୧୫ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ [[ସୁଧାକର ବସନ୍ତ ]] ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । [[ଅଭିଜିତ ମଜୁମଦାର]] ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । |
||
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ସମ୍ବିତ ଆଚାର୍ଯ୍ୟ]] ଏବଂ [[କୋଏଲ ବାନାର୍ଜୀ]] । [[ପପୁ ପମ ପମ]], [[ସୁଧାକର ବସନ୍ତ]], [[ସୋଫିଆ ଆଲମ୍]], ସରୋଜ ଦାସ, ସୁନୀତା, [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ପିଣ୍ଟୁ ନନ୍ଦ]], ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାର ମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ସମ୍ବିତ ଆଚାର୍ଯ୍ୟ]]<ref>{{cite news|title=ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”|url=http://enewsodia.com/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BF%E0%AC%A4%E0%AC%99%E0%AD%8D%E0%AC%95-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%85%E0%AC%99%E0%AD%8D%E0%AC%95%E0%AC%BF%E0%AC%A4%E0%AC%BE-%E0%AC%86/|accessdate=27 August 2017|newspaper=E News ଓଡ଼ିଆ|date=6 July 2017}}</ref> ଏବଂ [[କୋଏଲ ବାନାର୍ଜୀ]] । [[ପପୁ ପମ ପମ]], [[ସୁଧାକର ବସନ୍ତ]], [[ସୋଫିଆ ଆଲମ୍]], ସରୋଜ ଦାସ, ସୁନୀତା, [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]], [[ପିଣ୍ଟୁ ନନ୍ଦ]], ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାର ମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
||
==ଅଭିନୟ== |
==ଅଭିନୟ== |
||
* [[ସମ୍ବିତ ଆଚାର୍ଯ୍ୟ]]<ref>{{cite news|title=ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି “ମନ ଖାଲି ତତେ ଚାହେଁ”|url=https://www.wwgossip.com/2017/07/06/%E0%AC%B8%E0%AC%AE%E0%AD%8D%E0%AC%AC%E0%AC%BF%E0%AC%A4%E0%AC%99%E0%AD%8D%E0%AC%95-%E0%AC%B8%E0%AC%B9%E0%AC%BF%E0%AC%A4-%E0%AC%85%E0%AC%99%E0%AD%8D%E0%AC%95%E0%AC%BF%E0%AC%A4%E0%AC%BE-%E0%AC%86/|accessdate=27 August 2017|newspaper=Ollywood Gossip|date=6 July 2017}}</ref> |
|||
* [[ସମ୍ବିତ ଆଚାର୍ଯ୍ୟ]] |
|||
* [[କୋଏଲ ବାନାର୍ଜୀ]] |
* [[କୋଏଲ ବାନାର୍ଜୀ]] |
||
* [[ପପୁ ପମ ପମ]] |
* [[ପପୁ ପମ ପମ]] |
୧୧:୩୪, ୨୭ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଆଶିକ୍ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ପ୍ରମୋଦ କୁମାର ସ୍ୱାଇଁ, ସୁଧାକର ବସନ୍ତ |
ସଂଳାପ | (ସଂଳାପ): ଡଃ ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କାହାଣୀ | ସୁଧାକର ବସନ୍ତ |
କଳାକାର | ସମ୍ବିତ ଆଚାର୍ଯ୍ୟ, କୋଏଲ ବାନାର୍ଜୀ, ପପୁ ପମ ପମ, ସୁଧାକର ବସନ୍ତ, ସୋଫିଆ ଆଲମ୍ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂ |
ମୁକ୍ତିଲାଭ ତାରିଖ | ୧୭ ସେପ୍ଟେମ୍ବର ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଶିକ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ସୁଧାକର ବସନ୍ତ । ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ସୁଧାକର ବସନ୍ତ ଏବଂ ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିଲେ । କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ଅଭିଜିତ ମଜୁମଦାର ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ[୧] ଏବଂ କୋଏଲ ବାନାର୍ଜୀ । ପପୁ ପମ ପମ, ସୁଧାକର ବସନ୍ତ, ସୋଫିଆ ଆଲମ୍, ସରୋଜ ଦାସ, ସୁନୀତା, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ପପି ସନ୍ତୁକ, ପ୍ରମୋଦ କୁମାର ସ୍ୱାଇଁ ଆଦି କଳାକାର ମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ସମ୍ବିତ ଆଚାର୍ଯ୍ୟ[୨]
- କୋଏଲ ବାନାର୍ଜୀ
- ପପୁ ପମ ପମ
- ସୁଧାକର ବସନ୍ତ
- ସୋଫିଆ ଆଲମ୍
- ସରୋଜ ଦାସ
- ସୁନୀତା
- ହରିହର ମହାପାତ୍ର
- ପିଣ୍ଟୁ ନନ୍ଦ
- ପପି ସନ୍ତୁକ
- ପ୍ରମୋଦ କୁମାର ସ୍ୱାଇଁ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଗୌତମ ଗିରି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍ ପ୍ରଧାନ, ଅସୀମା ପଣ୍ଡା, ତାରିକ୍ ଅଜିଜ୍, ଆଶା ପଣ୍ଡା ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ଆଖି ମିଶିଗଲା" | |
2. | "ବେଚେନ୍ ଦିଲ୍ ୟେ" | |
3. | "ମାହିରେ ମାହିରେ" | |
4. | "ନୀଳ ଆକାଶରେ" | |
5. | "ତତେ ମୁଁ କାହିଁ" | |
6. | "ଟେଲ୍ ମି ଓ ଜାନମ୍ ଟେଲ୍ ମି" | |
7. | "ତୋ ପାଇଁ ଗାଇବି ମୁଁ" |
ଆଧାର
- ↑ "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି "ମନ ଖାଲି ତତେ ଚାହେଁ"". E News ଓଡ଼ିଆ. 6 July 2017. Retrieved 27 August 2017.
- ↑ "ସମ୍ବିତଙ୍କ ସହିତ ଅଙ୍କିତା ଆସୁଛନ୍ତି ନୂଆ ଓଡିଆ ଛବି "ମନ ଖାଲି ତତେ ଚାହେଁ"". Ollywood Gossip. 6 July 2017. Retrieved 27 August 2017.
- ↑ "Aashiq (ଆଶିକ୍) - 2015 Odia Romantic Film". ଓଡ଼ିଆପୋର୍ଟଲ.ଇନ୍. Retrieved 27 August 2017.
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ଆଶିକ୍