ରାଜମଣି ଜେମାଦେଈ

ଉଇକିପିଡ଼ିଆ‌ରୁ
ରାଜମଣି

ଜେମାଦେଈ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟବିଁଶ ଶତାବ୍ଦୀ
ସାହିତ୍ୟ କୃତିମଙ୍ଗଳଗୀତ

ରାଜମଣି ଜେମାଦେଈ ବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ଓଡ଼ିଆ ବିଭାଘରେ ବୋଲାଯାଉଥିବା କେତୋଟି ମଙ୍ଗଳଗୀତର ରଚୟିତା ।[୧]

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।