ମରକତମଣି ଜେମାଦେଈ

ଉଇକିପିଡ଼ିଆ‌ରୁ
ମରକତମଣି

ଜେମାଦେଈ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଅଷ୍ଟାଦଶ ଶତାବ୍ଦୀ
ସାହିତ୍ୟ କୃତିମଙ୍ଗଳଗୀତ

ମରକତମଣି ଜେମାଦେଈ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ମରକତମଣି ଓଡ଼ିଆ ବିଭାଘରେ ବୋଲାଯାଉଥିବା କେତୋଟି ମଙ୍ଗଳଗୀତର ରଚୟିତା ।[୧]

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।