କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ

ଉଇକିପିଡ଼ିଆ‌ରୁ

କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ୧୯୯୬ମସିହାରୁ ପ୍ରଦାନ କରାଯାଉଛି । ପ୍ରତିବର୍ଷ ୬ଜଣ ସାହିତ୍ୟିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ୨ଟି ପୁରସ୍କାର ଶାସ୍ତ୍ରୀଓ ଓ ମଧ୍ୟଯୁଗୀୟ ସାହିତ୍ୟରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଏବଂ ୪ଟି ପୁରସ୍କାର(ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷୀଣ କ୍ଷେତ୍ରୀୟ ସାହିତ୍ୟ ପାଇଁ ଗୋଟିଏ ଲେଖାଏଁ ପୁରସ୍କାର) ଏକାଡେମୀଦ୍ୱାରା ସ୍ୱୀକୃତି ପାଇଥିବା ୨୪ଟି ଭାଷାଭିନ୍ନ ଅନ୍ୟ ଭାଷାରେ ରଚନାତ୍ମକ କାର୍ଯ୍ୟନିମନ୍ତେ ପ୍ରଦାନ କରାଯାଏ ।[୧] ପୁରସ୍କାରରେ ମାନପତ୍ର,ଉପଢୌକନ ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।[୨] ୨୪ଟି ସ୍ୱୀକୃତ ଭାଷାପାଇଁ ଏକାଡେମୀର ମୁଖ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ ।

ଭାଷା ସମ୍ମାନ ପାଇଥିବା ଓଡ଼ିଆ ଲେଖକମାନଙ୍କ ତାଲିକା[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://sahitya-akademi.gov.in/sahitya-akademi/awards/rulesBS.pdf
  2. "ଦାଶରଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Retrieved 6 December 2018.
  3. http://sahitya-akademi.gov.in/sahitya-akademi/awards/bhasha%20samman_suchi.jsp
  4. http://sahitya-akademi.gov.in/sahitya-akademi/pdf/Press_Release_(English)_BS_2017-2018.pdf