ସୁନା ସଂସାର
ଦେଖଣା
ସୁନା ସଂସାର | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
ଚିତ୍ରନାଟ୍ୟ | ଶିଶିର ମିଶ୍ର |
କାହାଣୀ | ମନ୍ମଥ ନାଥ ଦାସ |
କଳାକାର | ଧୀର ବିଶ୍ୱାଳ ସୁଜାତା ଆନନ୍ଦ ବିଜୟ ମହାନ୍ତି ଶ୍ରୀରାମ ପଣ୍ଡା ନିହାରିକା ସାହୁ |
ସଙ୍ଗୀତ | ଅର୍ଜୁନ ସାମଲ |
ସମ୍ପାଦକ | ମଦନ ଗୁପ୍ତେ ଭାଇ ତେଲଙ୍ଗ |
ମୁକ୍ତିଲାଭ ତାରିଖ | ୧୦ ଫେବୃଆରୀ ୧୯୭୭ |
କଥାଚିତ୍ରର ସମୟ | ୧୭୧ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁନା ସଂସାର, ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର[୨][୩]
ଅଭିନୟ
[ସମ୍ପାଦନା]- ବିଜୟ ମହାନ୍ତି
- ଧୀର ବିଶ୍ୱାଳ
- ଶ୍ରୀରାମ ପଣ୍ଡା
- ସ୍ୱରୂପ ନାୟକ
- ଶିଶିର ମିଶ୍ର
- ଦୀପା ସାହୁ
- ନିହାରିକା ସାହୁ[୪]
- ସାମୁଏଲ ସାହୁ (ବାବି)
- ହର ପଟ୍ଟନାୟକ[୫][୬]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅର୍ଜୁନ ସାମଲ ।[୭]
ଆଧାର
[ସମ୍ପାଦନା]- ↑ ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Archived from the original (PDF) on 14 October 2020. Retrieved 14 January 2019.
- ↑ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 15 August 2018. Retrieved 24 August 2018.
- ↑ "ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍ ରୋଲ୍ କରିଥିଲେ ହର ପଟ୍ଟନାୟକ!". Sambad. 20 September 2017. Archived from the original on 14 October 2020. Retrieved 22 July 2018.
- ↑ "ଟାଇଟଲ ଗୋଟିଏ, ଫିଲ୍ମ ଦୁଇଟି". OdishaLIVE. 21 September 2018. Archived from the original on 16 September 2020. Retrieved 16 September 2020.
- ↑ "ବିଶିଷ୍ଟ ଗାୟକ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲଙ୍କ ପରଲୋକ". Sambad (in Odia). Bhubaneswar. 26 January 2019. Archived from the original on 28 January 2019. Retrieved 28 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁନା ସଂସାର