"ରକତେ ଲେଖିଚି ନାଁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:୨୦୦୬ର ଓଡ଼ିଆ କଥାଚିତ୍ର using HotCat |
No edit summary |
||
୫ କ ଧାଡ଼ି: | ୫ କ ଧାଡ଼ି: | ||
| alt = |
| alt = |
||
| caption = |
| caption = |
||
| director = ହିମାଂଶୁ ପରିଜା |
| director = [[ହିମାଂଶୁ ପରିଜା]] |
||
| producer = ନିରଞ୍ଜନ ରଣା |
| producer = [[ନିରଞ୍ଜନ ରଣା]] |
||
| writer = (ସଂଳାପ): |
| writer = (ସଂଳାପ): |
||
| screenplay = |
| screenplay = |
||
୧୨ କ ଧାଡ଼ି: | ୧୨ କ ଧାଡ଼ି: | ||
| based on = |
| based on = |
||
| narrator = |
| narrator = |
||
| starring = ସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହନ ପରିଡ଼ା |
| starring = [[ସିଦ୍ଧାନ୍ତ ମହାପାତ୍ର]], ସୀମା ଚକ୍ରବର୍ତ୍ତୀ, [[ସୁନୀଲ କୁମାର]], [[ମିହିର ଦାସ]], ଆୟେଶା, [[ରାଇମୋହନ ପରିଡ଼ା]] |
||
| music = ମନ୍ମଥ ମିଶ୍ର |
| music = [[ମନ୍ମଥ ମିଶ୍ର]] |
||
| cinematography = |
| cinematography = |
||
| editing = |
| editing = |
୨୨:୪୦, ୨୨ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ରକତେ ଲେଖିଚି ନାଁ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ନିରଞ୍ଜନ ରଣା |
ସଂଳାପ | (ସଂଳାପ): |
କଳାକାର | ସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହନ ପରିଡ଼ା |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରକତେ ଲେଖିଚି ନାଁ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୀମା ଚକ୍ରବର୍ତ୍ତୀ । ଅଭିନେତା ସୁନୀଲ କୁମାର ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଆୟେଶା, ରାଇମୋହନ ପରିଡ଼ା, ସରୋଜ ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର, ଦେବୁ ବୋଷ, ଚୁଙ୍ଗା, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ସିଦ୍ଧାନ୍ତ ମହାପାତ୍ର
- ସୀମା ଚକ୍ରବର୍ତ୍ତୀ
- ସୁନୀଲ କୁମାର
- ମିହିର ଦାସ
- ଆୟେଶା
- ରାଇମୋହନ ପରିଡ଼ା
- ସରୋଜ ଦାସ
- ପିଣ୍ଟୁ ନନ୍ଦ
- ସଲିଲ ମିତ୍ର
- ଦେବୁ ବୋଷ
- ଚୁଙ୍ଗା
- ଜୀବନ ପଣ୍ଡା
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ପ୍ରଦୀପ ନନ୍ଦ କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ, ସୁଲଗ୍ନା, ମନ୍ମଥ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "କଉଡ଼ି କଉଡ଼ି ସେ ତ'" | |
2. | "ଦେ ଦେ ମସାଜ୍ ଦେ" | |
3. | "ହେ ଇଶ୍ୱର ଜଗତ" | |
4. | "ଜଳୁଚି ଆଜି ଏ ଛାତି" | |
5. | "ସିନ୍ଦୂର କହିଯାଏ ସୁହାଗ" | |
6. | "ରକତେ ଲେଖିଚି ନାଁ" |
ଆଧାର
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ରକତେ ଲେଖିଚି ନାଁ