ଫାଲଗୁନ ଚୈତ୍ର
ଫାଲଗୁନ ଚୈତ୍ର | |
---|---|
ନିର୍ଦ୍ଦେଶକ | ଶିଶିର କୁମାର ସାହୁ, ପୀନାକୀ ସିଂହ |
ପ୍ରଯୋଜକ | ଶକ୍ତି ଜଗଦେବ, ବାବୁଶାନ୍ |
ସଂଳାପ | ପ୍ରଣବ ପ୍ରସନ୍ନ ରଥ |
ଚିତ୍ରନାଟ୍ୟ | ପ୍ରଣବ ପ୍ରସନ୍ନ ରଥ |
କାହାଣୀ | ସୁଲଗ୍ନା ମହାନ୍ତି |
କଳାକାର | ପାର୍ଥସାରଥୀ ରାୟ ବିଏମ୍ ବୈଶାଳୀ ଅନନ୍ୟା ମିଶ୍ର ଚୌଧୁରୀ ଜୟପ୍ରକାଶ ଦାସ ସୁକାନ୍ତ ରଥ ଭାସ୍ୱତୀ ବସୁ |
ସଙ୍ଗୀତ | ଅଭିଶେକ-ଇଶାନ-କୌସିକ୍ |
ଚିତ୍ରଗ୍ରହଣ | ରୁଦ୍ରକାନ୍ତ ସିଂହ |
ସମ୍ପାଦକ | ରଶ୍ମି ରଞ୍ଜନ ଦାଶ |
Production company | ଆଦ୍ୟା ଜଗଦେବ ଫିଲ୍ମସ୍ |
ମୁକ୍ତିଲାଭ ତାରିଖ | ୧୨ ମଇ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଫାଲଗୁନ ଚୈତ୍ର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଛନ୍ତି ଶକ୍ତି ଜଗଦେବ ଓ ବାବୁଶାନ୍ ମହାନ୍ତି ।[୩] ସୁଲଗ୍ନା ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର କୁମାର ସାହୁ ଓ ପୀନାକୀ ସିଂହ ।[୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପାର୍ଥସାରଥୀ ରାୟ, ବିଏମ୍ ବୈଶାଳୀ ଓ ଅନନ୍ୟା ମିଶ୍ର । ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ପ୍ରଣବ ପ୍ରସନ୍ନ ରଥ, ଚନ୍ଦନ ବିଶ୍ୱାଳ, ମନୀଷା ମଞ୍ଜରୀ ମିଶ୍ର, କୈଳାଶ ପାଣିଗ୍ରାହୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]
ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୨ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ପାର୍ଥସାରଥୀ ରାୟ
- ବିଏମ୍ ବୈଶାଳୀ
- ଅନନ୍ୟା ମିଶ୍ର[୭]
- ସୁକାନ୍ତ ରଥ
- ଚୌଧୁରୀ ଜୟପ୍ରକାଶ ଦାସ
- ଭାସ୍ୱତୀ ବସୁ
- ପ୍ରଣବ ପ୍ରସନ୍ନ ରଥ
- ଚନ୍ଦନ ବିଶ୍ୱାଳ
- ମନୀଷା ମଞ୍ଜରୀ ମିଶ୍ର
- କୈଳାଶ ପାଣିଗ୍ରାହୀ
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଶେକ, ଇଶାନ ଓ କୌସିକ୍ ।[୮] ଜେ.ପି. ୱାର୍ଡ଼ସ୍ମିଥ୍,ସ୍ଥିତ ପଟ୍ଟନାୟକ ଏବଂ ସୁମିତ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ଅନନ୍ୟା ଶ୍ରୀତମ ନନ୍ଦ, କୁଳଦୀପ ପଟ୍ଟନାୟକ, ସୁରିଲ ବିସ୍ପୁତେ, ଐଶ୍ୱର୍ଯ୍ୟା କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]
Track listing | ||||
---|---|---|---|---|
କ୍ରମ | ଗୀତ | କବି | Singer(s) | ସମୟ |
1. | "ପରିଚୟ ଖୋଜେ ଆଜି" | ସ୍ଥିତ ପଟ୍ଟନାୟକ | ଗୌରବ ଆନନ୍ଦ, ଅନନ୍ୟା ଶ୍ରୀତମ ନନ୍ଦ | ୪.୪୩ |
2. | "ସଖି" | ଜେ.ପି. ୱାର୍ଡ଼ସ୍ମିଥ୍ | ଗୌରବ ଆନନ୍ଦ, ଅନନ୍ୟା ଶ୍ରୀତମ ନନ୍ଦ | ୪.୨୮ |
3. | "ଖୋଜି ଯାଏରେ" | ସୁମିତ ପଣ୍ଡା | କୁଳଦୀପ ପଟ୍ଟନାୟକ, ସୁରିଲ ବିସ୍ପୁତେ | ୩.୧୩ |
4. | "ସ୍ମୃତି ବୁଣିଯାଏ ଜୀବନେ" | ଜେ.ପି. ୱାର୍ଡ଼ସ୍ମିଥ୍ | ଐଶ୍ୱର୍ଯ୍ୟା କୁମାର | ୪.୫୦ |
5. | "ଫାଲଗୁନ ଚୈତ୍ର" | ସୁମିତ ପଣ୍ଡା | ଗୌରବ ଆନନ୍ଦ | ୩.୩୪ |
ଆଧାର
[ସମ୍ପାଦନା]- ↑ "ଶଲା ବୁଢ଼ାର ବଦ୍ଲା". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
- ↑ "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ "Teaser of new Odia movie 'Phalguna Chaitra' released". Odia Celebrity (in ଆମେରିକୀୟ ଇଂରାଜୀ). Retrieved 2023-03-05.
- ↑ "ଫାଲ୍ଗୁନ ଚୈତ୍ର". ସକାଳ (in Odia). 5 February 2023. Archived from the original on 5 February 2023. Retrieved 5 March 2023.
{{cite news}}
: CS1 maint: unrecognized language (link) - ↑ Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
- ↑ "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-05.
- ↑ "ରଜନୀଗନ୍ଧାର ବାସ". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
- ↑ "ଶୀର୍ଷକରେ ଆପଣାପଣ". The Samaja (in Odia). No. Sunday. 30 April 2023. p. 8. Archived from the original on 11 May 2023. Retrieved 11 May 2023.
{{cite news}}
: CS1 maint: unrecognized language (link) - ↑ "ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫାଲଗୁନ ଚୈତ୍ର'". Sambad (in ଆମେରିକୀୟ ଇଂରାଜୀ). Retrieved 2023-05-11.
ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫାଲଗୁନ ଚୈତ୍ର