Jump to content

ସୁମିତ ପଣ୍ଡା

ଉଇକିପିଡ଼ିଆ‌ରୁ
ସୁମିତ ପଣ୍ଡା
Sumit Panda at Bhadrak Book Fair in 2022
ଭଦ୍ରକ ପୁସ୍ତକ ମେଳେ ୨୦୨୨ରେ ସୁମିତ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ (1993-02-12) ୧୨ ଫେବୃଆରୀ ୧୯୯୩ (ବୟସ ୩୩)
ଯାଜପୁର ଜିଲ୍ଲା, ଓଡ଼ିଶା
ବୃତ୍ତି
  • ଲେଖକ
  • କବି
  • ଗୀତିକାର
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିବ୍ୟାସେ ଶୁଣୁଛ

ସୁମିତ ପଣ୍ଡା (ଜନ୍ମ: ୧୨ ଫେବୃଆରୀ ୧୯୯୩; ଯାଜପୁର) ଜଣେ ଓଡ଼ିଆ ଗାଳ୍ପିକ, କବି, ଗୀତିକାର ତଥା ଚଳଚ୍ଚିତ୍ର ଲେଖକ ।[୧] ତାଙ୍କ ରଚନାରୁ ଅଚିହ୍ନା ଜହ୍ନ, ଆଞ୍ଜୁଳାଏ ଆକାଶ, କେଜାଣି କାହା ଅପେକ୍ଷାରେ ଆଦି କବିତା ପୁସ୍ତକ ପ୍ରକାଶିତ ହୋଇଛି । ସେ ଜଣାଶୁଣା କ୍ଷୁଦ୍ର ଚଳଚ୍ଚିତ୍ର ବ୍ୟାସେ ଶୁଣୁଛର କାହାଣୀ ଓ ସଂଳାପ ରଚନା କରିବା ସହିତ ଗୀତ ରଚନା କରିଥିଲେ ।[୨][୩][୪] କରୋନା ଭୂତାଣୁ ରୋଗ ୨୦୧୯ ସମୟରେ, ସେ ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଜିତିଯିବ ଓଡ଼ିଶା ଲେଖିଥିଲେ ବର୍ଷା ପ୍ରିୟଦର୍ଶିନୀ ଓ ଆକାଶ ଦାସନାୟକ ଅଭିନୟ କରିଥିଲେ ।[୫]

ଜୀବନୀ

[ସମ୍ପାଦନା]

ସୁମିତ ୧୯୯୩ ମସିହାର ଫେବୃଆରୀ ୧୨ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପେଷାରେ, ସେ ଜଣେ ଇଞ୍ଜିନିୟର୍ ।

ରଚନାବଳୀ

[ସମ୍ପାଦନା]
  • ଆଞ୍ଜୁଳାଏ ଆକାଶ (କବିତା)
  • ଅଚିହ୍ନା ଜହ୍ନ (କବିତା)
  • ମାଟି ଖୋଜେ ପକ୍ଷୀ (ଗଜଲ)
  • କେଜାଣି କାହା ଅପେକ୍ଷାରେ (କବିତା)
  • ମାଟି ଖୋଜେ ପକ୍ଷୀ (ଗଜଲ)
  • ଆକାଶ ନହେଲି ନାହିଁ (କବିତା)

କଥାଚିତ୍ର

[ସମ୍ପାଦନା]
  • ଗପସପ ସେଣ୍ଟର - ୨୦୨୩[୧]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଯୁବ ଲେଖକ ପୁରସ୍କାର - ପେନ୍ ଇନ୍ ବୁକ୍ସ
  • ଟାଇମ୍‌ପାସ୍ ପ୍ରଥମ ପୁରସ୍କାର
  • କବି ତାରା ପୁରସ୍କାର - ଟାଇମ୍‌ପାସ୍
  • ଉଦୟରାଗ ପୁରସ୍କାର - ଟାଇମ୍‌ପାସ୍
  • ଯୁବ ଉତ୍କଳ ପୁରସ୍କାର - ଉତ୍କଳ ପରିଷଦ
  • ଯୁବ ସାହିତ୍ୟ ସମ୍ମାନ - କଟକ ଲିଟ୍ ଫେଷ୍ଟ୍
  • ଯୁବ ଲେଖକ ସମ୍ମାନ - ପୁରୀ ଲିଟ୍ ଫେଷ୍
  • ଯୁବ କଥାକାର ସମ୍ମାନ - ମାଇଁମ୍ୟାଡ୍ ଇନିଷ୍ଟିଚ୍ୟୁଟ୍
  • ଶ୍ରେଷ୍ଠ ଗୀତିକାର ପୁରସ୍କାର - ମାଇଁମ୍ୟାଡ୍ ଇନିଷ୍ଟିଚ୍ୟୁଟ୍
  • ପର୍ଶୁରାମ ପଟ୍ଟନାୟକ ଯୁବ ଗୀତିକାର ସମ୍ମାନ
  1. 1 2 Mandal, Bijay (28 August 2022). "My Sunday". Orissa Diary. Retrieved 6 July 2024.
  2. ↑ "Odians Originals with Amara Muzik Odia launches their next short film, "BYAASE SUNUCHA" Read more At: https://www.aninews.in/news/business/business/odians-originals-with-amara-muzik-odia-launches-their-next-short-film-byaase-sunucha20221019135223/". ANI News (in Indian English). 19 October 2022. Archived from the original on 10 February 2024. Retrieved 10 February 2024. {{cite news}}: External link in |title= (help)
  3. ↑ ସାମନ୍ତରାୟ, ତୁଷାର (2 October 2022). "ଦର୍ଶକଙ୍କ ମନ ଜିଣୁଛି ଓଡ଼ିଆ ସର୍ଟ ଫିଲ୍ମ 'ବ୍ୟାସେ ଶୁଣୁଛ' । ଭାଇରାଲ ହେବାରେ ଲାଗିଛି ୧୨ ମିନିଟର ଭିଡିଓ". Kanak News. Archived from the original on 10 February 2024. Retrieved 10 February 2024.
  4. ↑ ସାମନ୍ତରାୟ, ତୁଷାର (2 October 2022). "ଦର୍ଶକଙ୍କ ମନ ଜିଣୁଛି ଓଡ଼ିଆ ସର୍ଟ ଫିଲ୍ମ 'ବ୍ୟାସେ ଶୁଣୁଛ' । ଭାଇରାଲ ହେବାରେ ଲାଗିଛି ୧୨ ମିନିଟର ଭିଡିଓ". Kanak News. Archived from the original on 10 February 2024. Retrieved 10 February 2024.
  5. ↑ "Lyricist Sumit Panda Pens Down The Anthem For Corona Warriors". Odisha Diary, Latest Odisha News, Breaking News Odisha (in ଆମେରିକୀୟ ଇଂରାଜୀ). 2021-06-13. Retrieved 2024-07-06.
  6. ↑ Bharat, E. T. V. (2024-04-26). "ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା 'ନିର୍ଣ୍ଣୟ' - nirnaya released". ETV Bharat News. Retrieved 2024-07-06.

ବାହାର ଆଧାର

[ସମ୍ପାଦନା]