Jump to content

ସୁମିତ ପଣ୍ଡା

ଉଇକିପିଡ଼ିଆ‌ରୁ
ସୁମିତ ପଣ୍ଡା
Sumit Panda at Bhadrak Book Fair in 2022
ଭଦ୍ରକ ପୁସ୍ତକ ମେଳେ ୨୦୨୨ରେ ସୁମିତ ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ (1993-02-12) ୧୨ ଫେବୃଆରୀ ୧୯୯୩ (ବୟସ ୩୧)
ଯାଜପୁର ଜିଲ୍ଲା, ଓଡ଼ିଶା
ବୃତ୍ତି
  • ଲେଖକ
  • କବି
  • ଗୀତିକାର
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିବ୍ୟାସେ ଶୁଣୁଛ

ସୁମିତ ପଣ୍ଡା (ଜନ୍ମ: ୧୨ ଫେବୃଆରୀ ୧୯୯୩; ଯାଜପୁର) ଜଣେ ଓଡ଼ିଆ ଗାଳ୍ପିକ, କବି, ଗୀତିକାର ତଥା ଚଳଚ୍ଚିତ୍ର ଲେଖକ ।[] ତାଙ୍କ ରଚନାରୁ ଅଚିହ୍ନା ଜହ୍ନ, ଆଞ୍ଜୁଳାଏ ଆକାଶ, କେଜାଣି କାହା ଅପେକ୍ଷାରେ ନାମକ ତିନୋଟି କବିତା ପୁସ୍ତକ ପ୍ରକାଶିତ ହୋଇଛି । ସେ ଜଣାଶୁଣା କ୍ଷୁଦ୍ର ଚଳଚ୍ଚିତ୍ର ବ୍ୟାସେ ଶୁଣୁଛର କାହାଣୀ ଓ ସଂଳାପ ରଚନା କରିବା ସହିତ ଗୀତ ରଚନା କରିଥିଲେ ।[][][] କରୋନା ଭୂତାଣୁ ରୋଗ ୨୦୧୯ ସମୟରେ, ସେ ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଜିତିଯିବ ଓଡ଼ିଶା ଲେଖିଥିଲେ ବର୍ଷା ପ୍ରିୟଦର୍ଶିନୀଆକାଶ ଦାସନାୟକ ଅଭିନୟ କରିଥିଲେ ।[]

ଜୀବନୀ

[ସମ୍ପାଦନା]

ସୁମିତ ୧୯୯୩ ମସିହାର ଫେବୃଆରୀ ୧୨ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ

[ସମ୍ପାଦନା]
  • ଆଂଜୁଳାଏ ଆକାଶ (ପ୍ରଥମା) - ୨୦୧୭ (ଟାଇମ୍‌ପାସ୍)
  • ଅଚିହ୍ନା ଗପ - ୨୦୧୭ (ପେନ୍ ଇନ୍ ବୁକ୍ସ)
  • କେଜାଣି କାହା ଅପେକ୍ଷାରେ - ୨୦୨୧ (ଟାଇମ୍‌ପାସ୍)

କଥାଚିତ୍ର

[ସମ୍ପାଦନା]
  • ଗପସପ ସେଣ୍ଟର - ୨୦୨୩[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଯୁବ ଲେଖକ ପୁରସ୍କାର - ପେନ୍ ଇନ୍ ବୁକ୍ସ
  • ଟାଇମ୍‌ପାସ୍ ପ୍ରଥମ ପୁରସ୍କାର
  • କବି ତାରା ପୁରସ୍କାର - ଟାଇମ୍‌ପାସ୍
  • ଉଦୟରାଗ ପୁରସ୍କାର - ଟାଇମ୍‌ପାସ୍
  • ଯୁବ ଉତ୍କଳ ପୁରସ୍କାର - ଉତ୍କଳ ପରିଷଦ
  • ଯୁବ ସାହିତ୍ୟ ସମ୍ମାନ - କଟକ ଲିଟ୍ ଫେଷ୍ଟ୍
  • ଯୁବ ଲେଖକ ସମ୍ମାନ - ପୁରୀ ଲିଟ୍ ଫେଷ୍
  • ଯୁବ କଥାକାର ସମ୍ମାନ - ମାଇଁମ୍ୟାଡ୍ ଇନିଷ୍ଟିଚ୍ୟୁଟ୍
  • ଶ୍ରେଷ୍ଠ ଗୀତିକାର ପୁରସ୍କାର - ମାଇଁମ୍ୟାଡ୍ ଇନିଷ୍ଟିଚ୍ୟୁଟ୍
  1. ୧.୦ ୧.୧ Mandal, Bijay (28 August 2022). "My Sunday". Orissa Diary. Retrieved 6 July 2024.
  2. "Odians Originals with Amara Muzik Odia launches their next short film, "BYAASE SUNUCHA" Read more At: https://www.aninews.in/news/business/business/odians-originals-with-amara-muzik-odia-launches-their-next-short-film-byaase-sunucha20221019135223/". ANI News (in Indian English). 19 October 2022. Retrieved 10 February 2024. {{cite news}}: External link in |title= (help)
  3. ସାମନ୍ତରାୟ, ତୁଷାର (2 October 2022). "ଦର୍ଶକଙ୍କ ମନ ଜିଣୁଛି ଓଡ଼ିଆ ସର୍ଟ ଫିଲ୍ମ 'ବ୍ୟାସେ ଶୁଣୁଛ' । ଭାଇରାଲ ହେବାରେ ଲାଗିଛି ୧୨ ମିନିଟର ଭିଡିଓ". Kanak News. Archived from the original on 10 February 2024. Retrieved 10 February 2024.
  4. ସାମନ୍ତରାୟ, ତୁଷାର (2 October 2022). "ଦର୍ଶକଙ୍କ ମନ ଜିଣୁଛି ଓଡ଼ିଆ ସର୍ଟ ଫିଲ୍ମ 'ବ୍ୟାସେ ଶୁଣୁଛ' । ଭାଇରାଲ ହେବାରେ ଲାଗିଛି ୧୨ ମିନିଟର ଭିଡିଓ". Kanak News. Archived from the original on 10 February 2024. Retrieved 10 February 2024.
  5. "Lyricist Sumit Panda Pens Down The Anthem For Corona Warriors". Odisha Diary, Latest Odisha News, Breaking News Odisha (in ଆମେରିକୀୟ ଇଂରାଜୀ). 2021-06-13. Retrieved 2024-07-06.
  6. Bharat, E. T. V. (2024-04-26). "ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା 'ନିର୍ଣ୍ଣୟ' - nirnaya released". ETV Bharat News. Retrieved 2024-07-06.

ବାହାର ଆଧାର

[ସମ୍ପାଦନା]