ତୋ ପ୍ରେମରେ ପଡ଼ିଲା ପରେ
ତୋ ପ୍ରେମରେ ପଡ଼ିଲା ପରେ | |
---|---|
ନିର୍ଦ୍ଦେଶକ | ସରୋଜ କାନ୍ତ |
ପ୍ରଯୋଜକ | ଚିନ୍ମୟୀ ପ୍ରିୟଦର୍ଶିନୀ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ସରୋଜ କାନ୍ତ |
କାହାଣୀ | ପ୍ରସନ୍ନ କୁମାର ପାଟ୍ଟଶାଣୀ |
କଳାକାର | ଦେବରାଜ ଚିନ୍ମୟୀ ପ୍ରଲୀପ୍ତା ମୁନ୍ନା ଖାନ୍ ପୁଷ୍ପା ପଣ୍ଡା ପ୍ରଜ୍ଞା ଖଟୁଆ ଜୀବନ ପଣ୍ଡା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଲକ୍ଷ୍ମଣ ଯାଦବ |
ମୁକ୍ତିଲାଭ ତାରିଖ | ୨୪ ନଭେମ୍ବର ୨୦୧୭[୧][୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୋ ପ୍ରେମରେ ପଡ଼ିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ ।[୪] ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୫] ସରୋଜ କାନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬] ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୭]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବରାଜ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ ।[୮][୯] ଦେବରାଜ ଏବଂ ଚିନ୍ମୟୀ ଉଭୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧୦] ପ୍ରଲିପ୍ତା, ମୁନ୍ନା ଖାନ୍, ପୂଜା, ସସ୍ମିତା ପଣ୍ଡା, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, ଅସୀତ ପତି, ଧିରେନ ମିତ୍ର, କୁନି ପଣ୍ଡା, ମନିଷା ମିଶ୍ର, ଆଶିଷ ସେନ୍ଦ୍ରେ, ଅଞ୍ଜନା ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୫] ବିଦୁସ୍ମିତା ଏହି କଥାଚିତ୍ରଟିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୧୧]
ଅଭିନୟ
[ସମ୍ପାଦନା]- ଦେବରାଜ[୧୨]
- ଚିନ୍ମୟୀ ପ୍ରିୟଦର୍ଶିନୀ[୧୩]
- ପ୍ରଲିପ୍ତା
- ମୁନ୍ନା ଖାଁ
- ପୂଜା
- ସସ୍ମିତା ପଣ୍ଡା
- ଜୀବନ ପଣ୍ଡା
- ପ୍ରଜ୍ଞା ଖଟୁଆ
- ପୁଷ୍ପା ପଣ୍ଡା
- ଅସୀତ ପତି
- ଧିରେନ ମିତ୍ର
- କୁନି ପଣ୍ଡା
- ମନିଷା ମିଶ୍ର
- ଆଶିଷ ସେନ୍ଦ୍ରେ
- ଅଞ୍ଜନା ଦାଶ
- ବିଦୁସ୍ମିତା[୧୪]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୬] ପ୍ରସନ୍ନ କୁମାର ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ, ଜୟନ୍ତ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪] ହ୍ୟୁମାନ ସାଗର, ତପୁ ମିଶ୍ର, ସତ୍ୟଜିତ, ଅସୀମା ପଣ୍ଡା, ସଞ୍ଜୁ, ବୈଦ୍ୟନାଥ ଆଦି ଗାୟକମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୦]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହାର୍ଟ ମୋର ଡୁବା" | |
2. | "ମୋ ବେଲୁନ୍ ଗଲା ଫାଟି" | |
3. | "କମ୍ ଅନ୍ ବେବି" | |
4. | "ତୋ ପ୍ରେମରେ ପଡ଼ିଲା ପରେ" |
ଆଧାର
[ସମ୍ପାଦନା]- ↑ "୨୦୧୭ର ପ୍ରଥମ ଏଗାର ମାସରେ ୩୪ଟି ଓଡ଼ିଆ ସିନେମା". sambad.in. 2 December 2017. Retrieved 8 December 2017.
- ↑ ୨.୦ ୨.୧ "ଆଜି ଶୁଭମୁକ୍ତି : 'ତୋ' ପ୍ରେମରେ ପଡ଼ିଲାପରେ'". sambad.in. 24 November 2017. Retrieved 8 December 2017.
- ↑ "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି ?". sambad.in. 31 December 2017. Retrieved 1 February 2018.
- ↑ ୪.୦ ୪.୧ ""ତୋ ପ୍ରେମରେ ପଡ଼ିଲା ପରେ"ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି". E News Odia. 24 August 2017. Retrieved 15 November 2017.
- ↑ ୫.୦ ୫.୧ "ଖୁବ୍ଶୀଘ୍ର ପରଦାକୁ ଆସିବ 'ତୋ ପ୍ରେମରେ ପଡ଼ିଲା ପରେ'". ପ୍ରତିନିଧି. 2 November 2017. Archived from the original on 28 September 2021. Retrieved 15 November 2017.
- ↑ ୬.୦ ୬.୧ ""ତୋ ପ୍ରେମରେ ପଡ଼ିଲା ପରେ"ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି". E News ଓଡ଼ିଆ. 24 August 2017. Retrieved 15 November 2017.
- ↑ "ବଡ଼ ପରଦାରେ ଦୁଇ ଦୁଇଟି ଓଡ଼ିଆ ସିନେମା". ପ୍ରତିନିଧି. 24 November 2017. Archived from the original on 14 April 2021. Retrieved 8 December 2017.
- ↑ "ପୁଣି ପରଦାକୁ ଆସିବେ ଏହି ଲୋକପ୍ରିୟ ଯୋଡି". sambad.in. 19 February 2018. Retrieved 21 February 2018.
- ↑ "ଚାଲ ଟିକେ ପ୍ରେମ କରିବା". ଧରିତ୍ରୀ. dharitri.com. 14 October 2021. Retrieved 8 November 2021.
- ↑ ୧୦.୦ ୧୦.୧ "ଦଶହରା ପୂର୍ବରୁ ରିଲିଜ୍ ହେବ 'ତୋ ପ୍ରେମରେ ପଡ଼ିଲା ପରେ'". sambad.in. 23 August 2017. Archived from the original on 18 November 2017. Retrieved 15 November 2017.
- ↑ "ଚର୍ଚ୍ଚାରେ ବିଦୁସ୍ମିତାଙ୍କ ନୂଆ ଆଇଟମ୍ ନମ୍ବର". sambad.in. 12 November 2017. Retrieved 15 November 2017.
- ↑ "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
- ↑ Guru, Himanshu (2017-09-14). "Producer and shooting star". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Archived from the original on 2021-11-08. Retrieved 2021-11-08.
- ↑ "ସେକ୍ସି ବିଦୁସ୍ମିତା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Archived from the original (PDF) on 6 June 2017. Retrieved 14 January 2019.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋ ପ୍ରେମରେ ପଡ଼ିଲା ପରେ