ତୋ ପ୍ରେମରେ ପଡ଼ିଲା ପରେ

ଉଇକିପିଡ଼ିଆ‌ରୁ
ତୋ ପ୍ରେମରେ ପଡ଼ିଲା ପରେ
ନିର୍ଦ୍ଦେଶକସରୋଜ କାନ୍ତ
ପ୍ରଯୋଜକଚିନ୍ମୟୀ ପ୍ରିୟଦର୍ଶିନୀ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟସରୋଜ କାନ୍ତ
କାହାଣୀପ୍ରସନ୍ନ କୁମାର ପାଟ୍ଟଶାଣୀ
କଳାକାରଦେବରାଜ
ଚିନ୍ମୟୀ
ପ୍ରଲୀପ୍ତା
ମୁନ୍ନା ଖାନ୍
ପୁଷ୍ପା ପଣ୍ଡା
ପ୍ରଜ୍ଞା ଖଟୁଆ
ଜୀବନ ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଲକ୍ଷ୍ମଣ ଯାଦବ
ମୁକ୍ତିଲାଭ ତାରିଖ
୨୪ ନଭେମ୍ବର ୨୦୧୭[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ତୋ ପ୍ରେମରେ ପଡ଼ିଲା ପରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ ।[୪] ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୫] ସରୋଜ କାନ୍ତ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬] ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୭]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବରାଜ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ ।[୮][୯] ଦେବରାଜ ଏବଂ ଚିନ୍ମୟୀ ଉଭୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧୦] ପ୍ରଲିପ୍ତା, ମୁନ୍ନା ଖାନ୍, ପୂଜା, ସସ୍ମିତା ପଣ୍ଡା, ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, ଅସୀତ ପତି, ଧିରେନ ମିତ୍ର, କୁନି ପଣ୍ଡା, ମନିଷା ମିଶ୍ର, ଆଶିଷ ସେନ୍ଦ୍ରେ, ଅଞ୍ଜନା ଦାଶ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୫] ବିଦୁସ୍ମିତା ଏହି କଥାଚିତ୍ରଟିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୧୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୬] ପ୍ରସନ୍ନ କୁମାର ପାଟ୍ଟଶାଣୀ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଆଶୁତୋଷ, ଜୟନ୍ତ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୪] ହ୍ୟୁମାନ ସାଗର, ତପୁ ମିଶ୍ର, ସତ୍ୟଜିତ, ଅସୀମା ପଣ୍ଡା, ସଞ୍ଜୁ, ବୈଦ୍ୟନାଥ ଆଦି ଗାୟକମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୦]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହାର୍ଟ ମୋର ଡୁବା" 
2."ମୋ ବେଲୁନ୍ ଗଲା ଫାଟି" 
3."କମ୍ ଅନ୍ ବେବି" 
4."ତୋ ପ୍ରେମରେ ପଡ଼ିଲା ପରେ" 

ଆଧାର[ସମ୍ପାଦନା]

  1. "୨୦୧୭ର ପ୍ରଥମ ଏଗାର ମାସରେ ୩୪ଟି ଓଡ଼ିଆ ସିନେମା". sambad.in. 2 December 2017. Retrieved 8 December 2017.
  2. ୨.୦ ୨.୧ "ଆଜି ଶୁଭମୁକ୍ତି : 'ତୋ' ପ୍ରେମରେ ପଡ଼ିଲାପରେ'". sambad.in. 24 November 2017. Retrieved 8 December 2017.
  3. "୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?". sambad.in. 31 December 2017. Retrieved 1 February 2018.
  4. ୪.୦ ୪.୧ ""ତୋ ପ୍ରେମରେ ପଡ଼ିଲା ପରେ"ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି". E News Odia. 24 August 2017. Retrieved 15 November 2017.
  5. ୫.୦ ୫.୧ "ଖୁବ୍‌ଶୀଘ୍ର ପରଦାକୁ ଆସିବ 'ତୋ ପ୍ରେମରେ ପଡ଼ିଲା ପରେ'". ପ୍ରତିନିଧି. 2 November 2017. Retrieved 15 November 2017.
  6. ୬.୦ ୬.୧ ""ତୋ ପ୍ରେମରେ ପଡ଼ିଲା ପରେ"ର ଅଡିଓ ରିଲିଜ ସରିଛି ଓ ଖୁବ ଶିଘ୍ର ପରଦା ଉପରକୁ ଆସିବାକୁ ତତ୍ପର ହଉଛି". E News ଓଡ଼ିଆ. 24 August 2017. Retrieved 15 November 2017.
  7. "ବଡ଼ ପରଦାରେ ଦୁଇ ଦୁଇଟି ଓଡ଼ିଆ ସିନେମା". ପ୍ରତିନିଧି. 24 November 2017. Retrieved 8 December 2017.
  8. "ପୁଣି ପରଦାକୁ ଆସିବେ ଏହି ଲୋକପ୍ରିୟ ଯୋଡି". sambad.in. 19 February 2018. Retrieved 21 February 2018.
  9. "ଚାଲ ଟିକେ ପ୍ରେମ କରିବା". ଧରିତ୍ରୀ. dharitri.com. 14 October 2021. Retrieved 8 November 2021.
  10. ୧୦.୦ ୧୦.୧ "ଦଶହରା ପୂର୍ବରୁ ରିଲିଜ୍‌ ହେବ 'ତୋ ପ୍ରେମରେ ପଡ଼ିଲା ପରେ'". sambad.in. 23 August 2017. Archived from the original on 18 November 2017. Retrieved 15 November 2017.
  11. "ଚର୍ଚ୍ଚାରେ ବିଦୁସ୍ମିତାଙ୍କ ନୂଆ ଆଇଟମ୍‌ ନମ୍ବର". sambad.in. 12 November 2017. Retrieved 15 November 2017.
  12. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  13. Guru, Himanshu (2017-09-14). "Producer and shooting star". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Archived from the original on 2021-11-08. Retrieved 2021-11-08.
  14. "ସେକ୍ସି ବିଦୁସ୍ମିତା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Archived from the original (PDF) on 6 June 2017. Retrieved 14 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]