ତାଳଚେର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ବ୍ରଜ କିଶୋର ପ୍ରଧାନ (ବିଜଦ) |
ଭୋଟର ସଂଖ୍ୟା (୨୦୨୪): | ୨,୨୯,୮୭୦ |
ଜିଲ୍ଲା: | ଅନୁଗୋଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
ପଞ୍ଚାୟତ ସମିତି: | ୨ |
ପୌର ପରିଷଦ: | ୧ |
ତାଳଚେର (କ୍ରମିକ ସଂଖ୍ୟା: ୬୦) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ତାଳଚେର (ପୌ), ତାଳଚେର ବ୍ଳକ ଓ କଣିହାଁ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କଠାରୁ ୧୪୩୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ ସାହୁ ଙ୍କଠାରୁ ୮,୬୪୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୨୪ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୨୪ ବିଧାନ ସଭା ନିର୍ବାଚନ, ତାଳଚେର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବ୍ରଜ କିଶୋର ପ୍ରଧାନ | ୩୭,୦୪୮ | ୩୬.୨୧ | - | |
ଭାଜପା | କାଳନ୍ଦୀ ଚରଣ ସାମଲ | ୨୮,୪୦୬ | ୨୭.୭୭ | - | |
କଂଗ୍ରେସ | ପ୍ରଫୁଲ୍ଲ ଚନ୍ଦ୍ର ଦାସ | ୧୭,୪୧୫ | ୧୭.୦୨ | - | |
ସୋସିଆଲିଷ୍ଟ ୟୁନିଟି ଅଫ ଇଣ୍ଡିଆ କମ୍ୟୁନିଷ୍ଟ | ପ୍ରଫୁଲ୍ଲ ଚନ୍ଦ୍ର ସାହୁ | ୭,୬୩୬ | ୭.୪୬ | - | |
ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ | ବିଜୟ କୁମାର ନାଏକ | ୬,୪୮୩ | ୬.୩୪ | - | |
ସ୍ବାଧୀନ | ରିତାରାଣୀ ଦାସ | ୧,୨୨୭ | ୧.୨୦ | - | |
ସ୍ୱାଧୀନ | ମାନସୀ ସ୍ୱାଇଁ | ୮୬୨ | ୦.୮୪ | - | |
ବସପା | ସର୍ବେଶ୍ଵର ନାଏକ | ୮୪୭ | ୦.୮୩ | - | |
ସ୍ୱାଧୀନ | ପ୍ରଫୁଲ୍ଲ କୁମାର ନାଏକ | ୭୮୨ | ୦.୭୬ | - | |
ଝାମୁମୋ | ଯୁଗଳ କିଶୋର ନନ୍ଦ | ୫୧୪ | ୦.୫୦ | - | |
ସ୍ୱାଧୀନ | ମାୟାଧର ସାମଲ | ୪୪୭ | ୦.୪୪ | - | |
ଜନତା ଦଳ (ସଂ) | ଅରେନ କୁମାର ପାଣି | ୩୬୯ | ୦.୩୬ | - | |
ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ | ଶ୍ରୀହରି ସେଠୀ | ୨୭୧ | ୦.୨୬ | - | |
ଭୋଟ ବ୍ୟବଧାନ | ୧,୦୨,୩୦୯ | ୬୭.୭୮* | - | ||
ମତଦାନ ହାର | ୮,୬୪୨ | ୮.୪୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ବ୍ରଜ କିଶୋର ପ୍ରଧାନ (ବିଜଦ)
- ୨୦୧୯: ବ୍ରଜ କିଶୋର ପ୍ରଧାନ (ବିଜଦ)
- ୨୦୧୪: ବ୍ରଜ କିଶୋର ପ୍ରଧାନ (ବିଜଦ)
- ୨୦୦୯: (୬୦): ବ୍ରଜ କିଶୋର ପ୍ରଧାନ(ସ୍ୱାଧୀନ)
- ୨୦୦୪: (୧୨୨): ମହେଶ ସାହୁ (ଭାଜପା)
- ୨୦୦୦: (୧୨୨): ମହେଶ ସାହୁ (ଭାଜପା)
- ୧୯୯୫: (୧୨୨): ମହେଶ ସାହୁ (ଭାଜପା)
- ୧୯୯୦: (୧୨୨): ବୃନ୍ଦାବନ ବେହେରା (ସ୍ୱାଧୀନ)
- ୧୯୮୫: (୧୨୨): ଭଜମନ ବେହେରା (କଂଗ୍ରେସ)
- ୧୯୮୦: (୧୨୨): ବୃନ୍ଦାବନ ବେହେରା (ଜନତା-ଜେପି)
- ୧୯୭୭: (୧୨୨): ବୃନ୍ଦାବନ ବେହେରା (ଜନତା)
- ୧୯୭୪: (୧୨୨): ବୃନ୍ଦାବନ ବେହେରା (ଜନ କଂଗ୍ରେସ)
- ୧୯୭୧: (୧୩୭): ବୃନ୍ଦାବନ ବେହେରା (ଜନ କଂଗ୍ରେସ)
- ୧୯୬୭: (୧୩୭): କୁମାର ଚନ୍ଦ୍ର ବେହେରା (ଜନ କଂଗ୍ରେସ)
- ୧୯୬୧: (ଉପ): ମଦନ ମୋହନ ପ୍ରଧାନ (କଂଗ୍ରେସ)
- ୧୯୬୧: (୭୪): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)
- ୧୯୫୭: (୫୦): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)
- ୧୯୫୧: (୧୫): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Talcher Assembly Election 2009, Orissa". empoweringindia.org. Retrieved 9 June 2013.
Constituency: Talcher (60) District : Angul
[permanent dead link] - ↑ Assembly Constituencies and their EXtent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
8642
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 122-Talcher Constituency of ORISSA". eci.nic.in. 2006. Retrieved 9 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf