ବୃନ୍ଦାବନ ବେହେରା
ବୃନ୍ଦାବନ ବେହେରା | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଭଜମନ ବେହେରା |
ପର ଅଧିକାରୀ | ମହେଶ ସାହୁ |
ନିର୍ବାଚନ ମଣ୍ଡଳୀ | ତାଳଚେର |
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୮୫ | |
ପୂର୍ବ ଅଧିକାରୀ | କୁମାର ଚନ୍ଦ୍ର ବେହେରା |
ପର ଅଧିକାରୀ | ଭଜମନ ବେହେରା |
ନିର୍ବାଚନ ମଣ୍ଡଳୀ | ତାଳଚେର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ମାର୍ଚ୍ଚ ୧୯୩୫ |
ମୃତ୍ୟୁ | ୧୬ ଜାନୁଆରୀ ୨୦୧୧ | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନ କଂଗ୍ରେସ, ଜନତା ଦଳ |
ଜୀବନ ସାଥୀ | ରଜନୀ ବେହେରା |
ବାପା/ବୋଉ | ନକୁଳ ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବୃନ୍ଦାବନ ବେହେରା (୧୩ ମାର୍ଚ୍ଚ ୧୯୩୫ - ୧୬ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୃନ୍ଦାବନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କରିଥିଲେ । ୧୯୭୧, ୧୯୭୪, ୧୯୭୭, ୧୯୮୦ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ, ୮ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୃନ୍ଦାବନ ବେହେରା ୧୯୩୫ ମସିହାର ମାର୍ଚ୍ଚ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନକୁଳ ବେହେରା ଓ ପତ୍ନୀଙ୍କ ନାମ ରଜନୀ ବେହେରା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବୃନ୍ଦାବନ ଓଡ଼ିଶା ରାଜନୀତିରେ ଜନତା ପାର୍ଟି, ଜନତା ଦଳ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୪ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ତାଳଚେର | ଜନ କଂଗ୍ରେସ |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ତାଳଚେର | ଜନ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ତାଳଚେର | ଜନତା |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ତାଳଚେର | ଜନତା ପାର୍ଟି |
୧୯୯୫ | ୨୦୦୦ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ତାଳଚେର | ସ୍ୱାଧୀନ |
ମୃତ୍ୟୁ
[ସମ୍ପାଦନା]ବୃନ୍ଦାବନ ୨୦୧୧ ମସିହାର ଜାନୁଆରୀ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Shri Brundaban Behera". odishaassembly.nic.in. Odisha Assembly. Retrieved 18 July 2020.
- ↑ "Brundaban Behera, who was elected five times to the Orissa Assembly, died at his residence in Talcher". The Times of India. Retrieved 24 November 2020.