ଏ ନୁହେଁ କାହାଣୀ
ଦେଖଣା
ଏ ନୁହେଁ କାହାଣୀ | |
---|---|
ନିର୍ଦ୍ଦେଶକ | କେ. ଏଚ. ଡି. ରାଓ |
କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଜୟୀରାମ ସାମଲ, ଜର୍ଜ ତିଆଡ଼ି |
ସଙ୍ଗୀତ | ଉପେନ୍ଦ୍ର କୁମାର |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୧୯୭୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୫ଲକ୍ଷ ୬୫ହଜାର |
କେ. ଏଚ. ଡି. ରାଓଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଏ ନୁହେଁ କାହାଣୀ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହା ପ୍ରଥମ ଥିଲା ପ୍ରଥମ ଓଡ଼ିଆ ରିମେକ ଚଳଚ୍ଚିତ୍ର । ହିନ୍ଦୀ ଚଳଚ୍ଚିତ୍ର "ଛୋଟି ବହେନ୍"ରୁ ଏହା ରିମେକ କରା ଯାଇଥିଲା ।[୩]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଏ ନୁହେଁ କାହାଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ପ୍ରଶାନ୍ତ ନନ୍ଦ
- ମହାଶ୍ୱେତା ରାୟ
- ଚକ୍ରପାଣି
- ସଚ୍ଚି ଦାସ
- ହୃଦୟାନନ୍ଦ
- ବସନ୍ତ ମହାପାତ୍ର
- ଗୀତାରାଣୀ
- ଜୟୀରାମ ସାମଲ
- ଜର୍ଜ ତିଆଡ଼ି
- ଅଜିତ ଦାସ[୪]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-09-24. Retrieved 2016-01-19.
{{cite web}}
: Cite has empty unknown parameter:|1=
(help) - ↑ Indian Films. 1978.
- ↑ http://www.telegraphindia.com/1120109/jsp/odisha/story_14979728.jsp#.Vp4eDE8wDSg
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏ ନୁହେଁ କାହାଣୀ