ଏ ନୁହେଁ କାହାଣୀ

ଉଇକିପିଡ଼ିଆ‌ରୁ
ଏ ନୁହେଁ କାହାଣୀ
ନିର୍ଦ୍ଦେଶକକେ. ଏଚ. ଡି. ରାଓ
କଳାକାରପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଜୟୀରାମ ସାମଲ, ଜର୍ଜ ତିଆଡ଼ି
ସଙ୍ଗୀତଉପେନ୍ଦ୍ର କୁମାର
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୧୯୭୭
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୫ଲକ୍ଷ ୬୫ହଜାର

କେ. ଏଚ. ଡି. ରାଓଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଏ ନୁହେଁ କାହାଣୀ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହା ପ୍ରଥମ ଥିଲା ପ୍ରଥମ ଓଡ଼ିଆ ରିମେକ ଚଳଚ୍ଚିତ୍ର । ହିନ୍ଦୀ ଚଳଚ୍ଚିତ୍ର "ଛୋଟି ବହେନ୍"ରୁ ଏହା ରିମେକ କରା ଯାଇଥିଲା ।[୩]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଏ ନୁହେଁ କାହାଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
  2. Indian Films. 1978.
  3. http://www.telegraphindia.com/1120109/jsp/odisha/story_14979728.jsp#.Vp4eDE8wDSg
  4. "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]