ତୁ କହିଦେ ଆଇ ଲଭ୍ ୟୁ

ଉଇକିପିଡ଼ିଆ‌ରୁ
(Tu Kahide I Love Youରୁ ଲେଉଟି ଆସିଛି)
ତୁ କହିଦେ ଆଇ ଲଭ୍ ୟୁ
ନିର୍ଦ୍ଦେଶକସତ୍ୟବ୍ରତ ନାୟକ
ପ୍ରଯୋଜକବିକ୍ରମ ମହାପାତ୍ର
ସଂଳାପସତ୍ୟବ୍ରତ ନାୟକ
ଚିତ୍ରନାଟ୍ୟସତ୍ୟବ୍ରତ ନାୟକ
କଳାକାରରାକେଶ ଦେଓ
ଦିବ୍ୟା ମହାନ୍ତି
ମିହିର ଦାସ
ପ୍ରିତୀରାଜ ଶତପଥୀ
ନମ୍ରତା ଦାସ
ସଙ୍ଗୀତଦୁର୍ଗା, ନବ, ସରୋଜ
ଚିତ୍ରଗ୍ରହଣଅଶ୍ୱିନୀ ଦେହୁରି
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୩ ସେପ୍ଟେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ତୁ କହିଦେ ଆଇ ଲଭ୍ ୟୁ, ୨୦୧୯ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିକ୍ରମ ମହାପାତ୍ର । ସତ୍ୟବ୍ରତ ଦାଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଦିବ୍ୟା । ମିହିର ଦାସ, ପ୍ରୀତିରାଜ, ନମ୍ରତା ଦାସ, ପ୍ରଜ୍ଞା ଓଝା, ଜୀବନ ପଣ୍ଡା, ସନ୍ତୋଷ ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୁର୍ଗା, ନବ ଓ ସରୋଜ । ଗୀତିକାର ନିର୍ମଳ ନାୟକ, ଅମ୍ରିତା ନାୟକ, ଅରୁଣ ମନ୍ତ୍ରୀ, ମୃତ୍ୟୁଞ୍ଜୟ ମିଶ୍ର ଆଦି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ, ସଞ୍ଜୁ ମହାନ୍ତି, ବିଷ୍ଣୁମୋହନ କବି, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ତୁ କହିଦେ ଆଇ ଲଭ୍ ୟୁ"ଅମ୍ରିତା ନାୟକହ୍ୟୁମାନ ସାଗର, ଅମ୍ରିତା ନାୟକ 
2."ଚୁମ୍ମା ଚୁମ୍ମା"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ସଞ୍ଜୁ ମହାନ୍ତି 
3."ଏଇ ପ୍ରେମ ଖାଲି ତୋରି ପାଇଁ"ଅରୁଣ ମନ୍ତ୍ରୀବିଷ୍ଣୁ ମୋହନ କବି, ଅନନ୍ୟା ଶ୍ରୀତମ ନନ୍ଦ 
4."ମତେ ପ୍ରେମ ହେଇଗଲାରେ"ଅରୁଣ ମନ୍ତ୍ରୀଅମ୍ରିତା ନାୟକ 

ଆଧାର[ସମ୍ପାଦନା]

  1. "ରିଲିଜ୍ ହେଲା ରୋମାଂଟିକ୍ ଫିଲ୍ମ 'ତୁ କହିଦେ ଆଇ ଲଭ୍ ୟୁ' , ପ୍ରିମିୟର୍ ଶୋ'ରେ ପହଁଚିଲେ ମେକରଙ୍କ ସହ ଷ୍ଟାର୍ ! | Kanak Lifestyle". OllyBolly. 14 September 2019. Retrieved 19 September 2019.
  2. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  3. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  4. "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.

ବାହାର ଆଧାର[ସମ୍ପାଦନା]