Jump to content

ପ୍ରଶାନ୍ତ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
(Prasanta Kumar Mohantyରୁ ଲେଉଟି ଆସିଛି)
ପ୍ରଶାନ୍ତ କୁମାର ମହାନ୍ତି
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଲେଖକ, ଶିକ୍ଷାବିତ୍
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୨୦୧୨

ପ୍ରଶାନ୍ତ କୁମାର ମହାନ୍ତି ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଅନୁବାଦ, ନାଟ୍ୟକାର ଓ ଶିକ୍ଷାବିତ୍ । ସେ ୧୨ଟି ଗୁଜରାଟି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ସହିତ ଦୁଇଟି ଓଡ଼ିଆ ପୁସ୍ତକକୁ ମଧ୍ୟ ଗୁଜରାଟି ଭାଷାରେ ଅନୁବାଦ କରିଛନ୍ତି ।[] ସେ ପଙ୍କଜ ବିଷ୍ଟଙ୍କର ହିନ୍ଦୀ ଉପନ୍ୟାସ 'ଉସ୍ ଚିଡ଼ିଆ କା ନାମ୍'କୁ ଓଡ଼ିଆରେ ଅନୁବାଦ କରି ୨୦୧୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ସେ ଶିଶୁ ସାହିତ୍ୟିକ ଭାରେ ଲେଖନୀ ଚାଳନା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ହିଁ ଲେଖିବା ଆରମ୍ଭ ହୋଇଥିଲା ତାଙ୍କର । ପରବର୍ତ୍ତୀ ସମୟରେ ସେ ଗୁଜରାଟି ସାହିତ୍ୟରେ ଡିପ୍ଲୋମା କରିବା ପରେ ଅନୁବାଦ ଆରମ୍ଭ କରିଥିଲେ । ସେ କିଛି ନାଟକ ମଧ୍ୟ ରଚନା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ସାକ୍ଷାତକାରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଅନୁବାଦକ : ପ୍ରଶାନ୍ତ କୁମାର ମହାନ୍ତି". Rayshree tv Odisha. Retrieved 12 July 2022.
  2. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.