ପ୍ରଭାତୀ ମିଶ୍ର
ଦେଖଣା
(Prabhati Mishraରୁ ଲେଉଟି ଆସିଛି)
ପ୍ରଭାତୀ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩୧ ଅକ୍ଟୋବର ୧୯୪୮ |
ବୃତ୍ତି | ଲେଖିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଭ୍ରମଣରୁ ଶିକ୍ଷା (ଜୀବନୀ ଓ ଭ୍ରମଣ ସାହିତ୍ୟ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ |
ୱେବସାଇଟ | |
drpravatimishra |
ପ୍ରଭାତୀ ମିଶ୍ର (ଜନ୍ମ: ୩୧ ଅକ୍ଟୋବର ୧୯୪୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା । [୧] ତାଙ୍କର ରଚିତ ଜୀବନୀ ଓ ଭ୍ରମଣ ସାହିତ୍ୟ ପୁସ୍ତକ ଭ୍ରମଣରୁ ଶିକ୍ଷା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]
ସାହିତ୍ୟକୃତି
[ସମ୍ପାଦନା]ପ୍ରଭାତୀ ମିଶ୍ର ୨୦୧୩ ଭ୍ରମଣରୁ ଶିକ୍ଷା ନାମକ ଏକ ଭ୍ରମଣ କାହଣୀ ରଚନା କରିଥିଲେ, ଯାହା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୩]
ରଚନାବଳୀ
[ସମ୍ପାଦନା]- ଭ୍ରମଣରୁ ଶିକ୍ଷା (୨୦୧୩)
- ମା' ମୋ ମମତାମୟୀ
- ସମୟ ସ୍ରୋତର ତରୀ
- ବୋଉ
- ବାଘନିଶ
- ଦିଗ୍ବଳୟ ଆରପାରେ
- କଥା ଓ କଥାକାର
- ହୀରକ ତ୍ରିଭୁଜ
- ରୋହିତର ଉପହାର
- ସୁବର୍ଣ୍ଣ ତ୍ରିଭୁଜ
- ମୋ ଦୃଷ୍ଟିରେ ଆମେରିକା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ପ୍ରଭାତୀ ମିଶ୍ରଙ୍କୁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪] ତାଙ୍କ ରଚିତ ଭ୍ରମଣ କାହାଣୀ ଭ୍ରମଣରୁ ଶିକ୍ଷା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ଆଧାର
[ସମ୍ପାଦନା]- ↑ "Odisha Sahitya Akademi". odishasahityaakademi.org. Retrieved 2019-03-31.
- ↑ "24 litterateurs to get Odisha Sahitya Akademi award | OTV" (in ଆମେରିକୀୟ ଇଂରାଜୀ). 2017-10-28. Retrieved 2019-03-31.
- ↑ "State Sahitya Akademi awards for 24 litterateurs". The New Indian Express. Retrieved 2019-03-31.
- ↑ "24 Odia Litterateurs To Be Honoured With Sahitya Akademi Awards". Mycitylinks- Bhubaneswar | Cuttack | Puri (in ଇଂରାଜୀ). Retrieved 2019-03-31.