ଓଡ଼ିଶାରେ ଥିବା ବିମାନ ବନ୍ଦରର ତାଲିକା
ଦେଖଣା
(List of airports in Odishaରୁ ଲେଉଟି ଆସିଛି)
ଏହି ତାଲିକାରେ ଓଡ଼ିଶାରେ ଥିବା ବାଣିଜ୍ୟିକ, ଏୟାରଫିଲ୍ଡ, ପୂର୍ବତନ ଏୟାରଫିଲ୍ଡ, ସାମରିକ ବିମାନ ବନ୍ଦର ଏବଂ ଫ୍ଲାଇଙ୍ଗ୍ ସ୍କୁଲ ଆଦି ପାଇଁ ବ୍ୟବହୃତ ବିମାନ ବନ୍ଦରଗୁଡ଼ିକ ନାମ ଅନ୍ତର୍ଭୁକ୍ତ ।[୧][୨][୩] ଏହି ତାଲିକାରେ ନିମ୍ନଲିଖିତ ସୂଚନା ଅଛି:
- ଜଡ଼ିତ ସହର - ବିମାନ ବନ୍ଦର ସହିତ ଜଡ଼ିତ ସହର ।
- ICAO - ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO)ଦ୍ୱାରା ନିଯୁକ୍ତ ଅବସ୍ଥାନ ସୂଚକ ।
- IATA - ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (IATA)ଦ୍ୱାରା ନ୍ୟସ୍ତ ହୋଇଥିବା ବିମାନବନ୍ଦର କୋଡ଼ ।
- ବିମାନବନ୍ଦର ନାମ - ବିମାନବନ୍ଦରର ବିଧିବଦ୍ଧ ନାମ ।
- ମନ୍ତବ୍ୟ - ବିମାନବନ୍ଦର ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ସୂଚନା ।
ଭୂମିକା | ବର୍ଣ୍ଣନା |
---|---|
ଆନ୍ତର୍ଜାତୀୟ | ଆନ୍ତର୍ଜାତୀୟ ବିମାନ ପରିଚାଳନା ପାଇଁ ବ୍ୟବହୃତ ବିମାନ ବନ୍ଦର |
କଷ୍ଟମସ୍ | କଷ୍ଟମସ୍ ଯାଞ୍ଚ ଏବଂ ମଞ୍ଜୁରୀ ସୁବିଧା ଥିବା ବିମାନ ବନ୍ଦର, ଯେଉଁଠାରେ ଅନ୍ତର୍ଜାତୀୟ ବିମାନ ପରିଚାଳନା କରାଯାଏ, କିନ୍ତୁ ଏହାକୁ ଆନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ମିଳିନଥାଏ । |
ଘରୋଇ | ଘରୋଇ ବିମାନ ପରିଚାଳନା ପାଇଁ ବ୍ୟବହୃତ ବିମାନ ବନ୍ଦର |
ସିଭିଲ୍ ଏନକ୍ଲେଭ୍ | ଲୋକମାନଙ୍କ ପାଇଁ ବିମାନ ସେବା ଯୋଗାଉଥିବା ସାମରିକ ବିମାନ ବନ୍ଦର |
ସାଧାରଣ ବିମାନ ଚଳାଚଳ | କୌଣସି ବାଣିଜ୍ୟିକ ବିମାନ ଚଳାଚଳ କରୁନଥିବା ବିମାନ ବନ୍ଦର |
ସାମରିକ | ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ବିମାନ ବନ୍ଦର |
ଫ୍ଲାଇଙ୍ଗ୍ ସ୍କୁଲ୍ | ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହୃତ ବିମାନ ବନ୍ଦର |
ଜନସାଧାରଣ | ରାଜ୍ୟ ମାଲିକାନା ଅନ୍ତର୍ଗତ ବିମାନ ବନ୍ଦର |
ବ୍ୟକ୍ତିଗତ | ବ୍ୟକ୍ତିଗତ ମାଲିକାନାରେ ଥିବା ବିମାନ ବନ୍ଦର |
ଭବିଷ୍ୟତ | ପ୍ରକଳ୍ପ ପ୍ରସ୍ତାବିତ କିମ୍ବା ନିର୍ମାଣାଧୀନ ଅଛି |
ବନ୍ଦ | ବନ୍ଦ ହୋଇଯାଇଥିବା ବିମାନ ବନ୍ଦର |
ତାଲିକା
[ସମ୍ପାଦନା]କ୍ରମିକ ସଂଖ୍ୟା | ଅବସ୍ଥିତ ସହର | ବିମାବନ୍ଦର ନାମ | ICAO | IATA | ପରିଚାଳକ | ବର୍ଗ | ଭୂମିକା | |
---|---|---|---|---|---|---|---|---|
୧ | ଅନୁଗୋଳ | ସାବିତ୍ରୀ ଜିନ୍ଦଲ ଏୟାରପୋର୍ଟ | VEAL | — | ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ | ବ୍ୟକ୍ତିଗତ | ବ୍ୟକ୍ତିଗତ | |
୨ | ବଲାଙ୍ଗୀର | ବଲାଙ୍ଗୀର ଏୟାରଷ୍ଟ୍ରିପ | VETS | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୩ | ବଡ଼ବିଲ | ବଡ଼ବିଲ ଟୋଣ୍ଟୋ ଏୟାରଷ୍ଟ୍ରିପ | VEBL | — | ଜିନ୍ଦଲ ଷ୍ଟିଲ୍ ଓ ପାୱାର୍ | ଜନସାଧାରଣ | ବ୍ୟକ୍ତିଗତ | |
୪ | ବରଗଡ଼ | ସତିଭାଟ ଏୟାରଷ୍ଟ୍ରିପ | — | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୫ | ବାରିପଦା | ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ | — | — | ଭାରତୀୟ ବାୟୁସେନା | ସାମରିକ | ବନ୍ଦ | |
୬ | ରାଜବସା ଏୟାରଫିଲ୍ଡ | — | — | ମୟୂରଭଞ୍ଜ ରାଜ୍ୟ | ବ୍ୟକ୍ତିଗତ | ବନ୍ଦ | ||
୭ | ଭବାନୀପାଟଣା | ଉତ୍କେଲା ବିମାନ ବନ୍ଦର | VEUK | — | ଭାରତୀୟ ବିମାନପତ୍ତନ ପ୍ରାଧିକରଣ | ଘରେଇ ବିମାନ ବନ୍ଦର | କାର୍ଯ୍ୟକ୍ଷମ ନାହିଁ | |
୮ | ଭୁବନେଶ୍ୱର | ବିଜୁ ପଟ୍ଟନାୟକ ବିମାନ ବନ୍ଦର | VEBS | BBI | ଭାରତୀୟ ବିମାନପତ୍ତନ ପ୍ରାଧିକରଣ | ଆନ୍ତର୍ଜାତୀୟ | ବାଣିଜ୍ୟିକ | |
୯ | ବ୍ରହ୍ମପୁର | ରଙ୍ଗେଇଲୁଣ୍ଡା ବିମାନ ବନ୍ଦର | VEBM | QBM | ଭାରତୀୟ ବିମାନପତ୍ତନ ପ୍ରାଧିକରଣ | ଘରେଇ ବିମାନ ବନ୍ଦର | ବାଣିଜ୍ୟିକ (କାର୍ଯ୍ୟକ୍ଷମ ହୋଇନାହିଁ) | |
୧୦ | କଟକ | ଚାରବାଟିଆ ଏୟାର୍ ବେସ୍ | VE62 | — | ଏଭିଏସନ୍ ରିସର୍ଚ୍ଚ ସେଣ୍ଟର | ସାମରିକ | ସାମରିକ | |
୧୧ | ଢେଙ୍କାନାଳ | ବିରସାଳ ଏୟାରଷ୍ଟ୍ରିପ | — | — | ଓଡ଼ିଶା ସରକାର | ଜନସାଧାରଣ | ଫ୍ଲାଇଂ ସ୍କୁଲ | |
୧୨ | ଯାଜପୁର | ସୁକିନ୍ଦା ଏୟାରଷ୍ଟ୍ରିପ | — | — | ଟାଟା ଷ୍ଟିଲ୍ | ବ୍ୟକ୍ତିଗତ | ବ୍ୟକ୍ତିଗତ | |
୧୩ | ଜୟପୁର | ଜୟପୁର ବିମାନ ବନ୍ଦର | VEJP | PYB | ଭାରତୀୟ ବିମାନପତ୍ତନ ପ୍ରାଧିକରଣ | ଘରେଇ ବିମାନ ବନ୍ଦର | ବାଣିଜ୍ୟିକ | |
୧୪ | ଝାରସୁଗୁଡ଼ା | ଝାରସୁଗୁଡ଼ା ବିମାନ ବନ୍ଦର | VEJH | JRG | ଭାରତୀୟ ବିମାନପତ୍ତନ ପ୍ରାଧିକରଣ | ଘରେଇ ବିମାନ ବନ୍ଦର | ବାଣିଜ୍ୟିକ | |
୧୫ | କେନ୍ଦୁଝର | ରାଇସୁଆଁ ଏୟାରଷ୍ଟ୍ରିପ | VEKJ | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୧୬ | ଲାଞ୍ଜିଗଡ଼ | ଲାଞ୍ଜିଗଡ଼ ଏୟାରଷ୍ଟ୍ରିପ | — | — | ବେଦାନ୍ତ ରିସୋର୍ସେସ୍ | ବ୍ୟକ୍ତିଗତ | ବ୍ୟକ୍ତିଗତ | |
୧୭ | ନୂଆପଡ଼ା | ନୂଆପଡ଼ା ଏୟାରଷ୍ଟ୍ରିପ | VENP | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୧୮ | ଫୁଲବାଣୀ | ଗୁଦାର ଏୟାରଷ୍ଟ୍ରିପ | VEPN | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୧୯ | ରାଇରଙ୍ଗପୁର | ରାଇରଙ୍ଗପୁର ଏୟାରଷ୍ଟ୍ରିପ | — | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୨୦ | ରାୟଗଡ଼ା | ଗୁଣୁପୁର ଏୟାରଷ୍ଟ୍ରିପ | — | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
୨୧ | ଥେରୁବଲି ଏୟାରଷ୍ଟ୍ରିପ | — | — | ଇଣ୍ଡିଆନ ମେଟାଲାସ୍ ଆଣ୍ଡ୍ ଫେରୋ ଆଲୋଅଏସ୍ | ବ୍ୟକ୍ତିଗତ | ବ୍ୟକ୍ତିଗତ | ||
୨୨ | ରାଉରକେଲା | ରାଉରକେଲା ବିମାନ ବନ୍ଦର | VERK | RRK | ଭାରତୀୟ ବିମାନପତ୍ତନ ପ୍ରାଧିକରଣ | ଘରେଇ ବିମାନ ବନ୍ଦର | ବାଣିଜ୍ୟିକ | |
୨୩ | ସମ୍ବଲପୁର | ହିରାକୁଦ ଏୟାରଷ୍ଟ୍ରିପ | VEHK | — | ଓଡ଼ିଶା ସରକାର | ଜନସାଧାରଣ | କାର୍ଯ୍ୟକ୍ଷମ ନାହିଁ | |
ପ୍ରସ୍ତାବିତ ବିମାନ ବନ୍ଦର | ||||||||
୨୪ | ଧାମରା | ଧାମରା ଏୟାରଷ୍ଟ୍ରିପ | — | — | ଧାମରା ବନ୍ଦର | ଜନସାଧାରଣ | ଭବିଷ୍ୟତ | |
୨୫ | ମାଲକାନଗିରି | ମାଲକାନଗିରି ଏୟାରଷ୍ଟ୍ରିପ | — | — | ଓଡ଼ିଶା ସରକାର | ଜନସାଧାରଣ | ଭବିଷ୍ୟତ | |
୨୬ | ପୁରୀ | ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର | — | — | ଓଡ଼ିଶା ସରକାର | ଆନ୍ତର୍ଜାତୀୟ | ଭବିଷ୍ୟତ |
ଆଧାର
[ସମ୍ପାଦନା]- ↑ "Airstrips in Odisha". OurAirports. Retrieved 23 May 2018.
- ↑ "List of Airstrip in the State maintained by State Government" (PDF). ct.odisha.gov.in. Commerce and Transport Department, Government of Odisha. Archived from the original (PDF) on 14 January 2023. Retrieved 14 January 2023.
- ↑ "AAI Unserved Airports" (PDF). aai.aero. Airports Authority of India.