Jump to content

ଘରେଇ ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
ତାଞ୍ଜାନିଆର ଟଙ୍ଗା ବିମାନ ବନ୍ଦର 
ମୁମ୍ବାଇବିମାନ ବନ୍ଦରର ଘରେଇ ଟର୍ମିନାଲ ଅଞ୍ଚଳ 
ମେଳବର୍ଣର ମୁରାବିନ ବିମାନ ବନ୍ଦର 

  ଘରେଇ ବିମାନ ବନ୍ଦର, ଏକ ଶ୍ରେଣୀର ବିମାନ ବନ୍ଦର ଯାହା ଘରେଇ ଉଡାଣକୁ ପରିଚାଳନା କରିଥାଏ । ଏଠାରେ କଷ୍ଟମ କାଉଣ୍ଟର ଥାଇ ପରେ ବା ନ ଥାଏ । ଏଠାରେ ବିଦେଶ ଯାତ୍ରା ପାଇଁ ଦରକାର କାଗଜ ପାତ୍ର ନିରୀକ୍ଷଣର ବ୍ୟବସ୍ଥା ମଧ୍ୟ ନ ଥାଏ । 

ଦେଶର ଅଭ୍ୟତରିଣ ଅଞ୍ଚଳରେ ଘରେଇ ବିମାନ ବନ୍ଦର ବେଶୀ ସଂଖ୍ୟାରେ ଥାଏ । ସେଠାରେ ପୂର୍ବରୁ ଶିକୁରୀଟି ଯାଞ୍ଚ ମଧ୍ୟ ନଥିଲା , ତେବେ ବର୍ତ୍ତମାନ ଏହା ସବୁ ବିମାନ ବନ୍ଦରରେ ହେଲାଣି । [ଆଧାର ଲୋଡ଼ା]

କାନାଡା ଦେଶ ଓ ଆମେରିକାର ମୁନ୍ସିପାଳ ବିମାନବନ୍ଦର ସବୁ ଏହି ଶ୍ରେଣୀର । ବେଲଜିଅମ , ହଙ୍ଗ କଙ୍ଗ ଆଦି କେତେକ ଦେଶରେ ସ୍ୱତନ୍ତ୍ର ଘରେଇ ବିମାନ ବନ୍ଦର ନ ଥାଏ । 

ଆଞ୍ଚଳିକ ବିମାନ ବନ୍ଦର 

[ସମ୍ପାଦନା]

ଆଞ୍ଚଳିକ ବିମାନ ବନ୍ଦର କେତେକ ସୀମିତ ଅଞ୍ଚଳ ପାଇଁ ବିମାନ ସେବା ଦେବାକୁ ଥାଏ। ଏଠାରେ ପ୍ରାୟ କ୍ଷୁଦ୍ର ଆକାରର ବିମାନ ଚଳାଚଳ କରିଥାଏ । ଏଠାରେ ରାନବେ ମଧ୍ୟ ଖୁବ ସାନା ଲମ୍ବ ବିଶିଷ୍ଟ ଥାଏ । 

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Domestic flight
  • International airport
  • International flight
  • Civil enclave