ଲାଞ୍ଜିଗଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ଲାଞ୍ଜିଗଡ଼
ପଞ୍ଚାୟତ ସମିତି
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି
ଭାଷା
ଆଇ.ଏସ୍.ଟି (UTC+୫.୩୦)
ପିନ କୋଡ଼୭୬୬୦୨୭
ଦୁରଭାଷ କୋଡ୦୬୬୭୦

ଲାଞ୍ଜିଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱର ଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।

ଆଧାର[ସମ୍ପାଦନା]