ଓଡ଼ିଶାରେ ଥିବା ବିମାନ ବନ୍ଦରର ତାଲିକା

ଉଇକିପିଡ଼ିଆ‌ରୁ


ଏହି ତାଲିକାରେ ଓଡ଼ିଶାରେ ଥିବା ବାଣିଜ୍ୟିକ, ଏୟାରଫିଲ୍ଡ, ପୂର୍ବତନ ଏୟାରଫିଲ୍ଡ, ସାମରିକ ବିମାନ ବନ୍ଦର ଏବଂ ଫ୍ଲାଇଙ୍ଗ୍ ସ୍କୁଲ ଆଦି ପାଇଁ ବ୍ୟବହୃତ ବିମାନ ବନ୍ଦରଗୁଡ଼ିକ ନାମ ଅନ୍ତର୍ଭୁକ୍ତ ।[୧][୨][୩] ଏହି ତାଲିକାରେ ନିମ୍ନଲିଖିତ ସୂଚନା ଅଛି:

  • ଜଡ଼ିତ ସହର - ବିମାନ ବନ୍ଦର ସହିତ ଜଡ଼ିତ ସହର ।
  • ICAO - ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO)ଦ୍ୱାରା ନିଯୁକ୍ତ ଅବସ୍ଥାନ ସୂଚକ ।
  • IATA - ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (IATA)ଦ୍ୱାରା ନ୍ୟସ୍ତ ହୋଇଥିବା ବିମାନବନ୍ଦର କୋଡ଼ ।
  • ବିମାନବନ୍ଦର ନାମ - ବିମାନବନ୍ଦରର ବିଧିବଦ୍ଧ ନାମ ।
  • ମନ୍ତବ୍ୟ - ବିମାନବନ୍ଦର ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ସୂଚନା ।
ବିମାନବନ୍ଦରର ଭୂମିକା
ଭୂମିକା ବର୍ଣ୍ଣନା
ଆନ୍ତର୍ଜାତୀୟ ଆନ୍ତର୍ଜାତୀୟ ବିମାନ ପରିଚାଳନା ପାଇଁ ବ୍ୟବହୃତ ବିମାନ ବନ୍ଦର
କଷ୍ଟମସ୍ କଷ୍ଟମସ୍ ଯାଞ୍ଚ ଏବଂ ମଞ୍ଜୁରୀ ସୁବିଧା ଥିବା ବିମାନ ବନ୍ଦର, ଯେଉଁଠାରେ ଅନ୍ତର୍ଜାତୀୟ ବିମାନ ପରିଚାଳନା କରାଯାଏ, କିନ୍ତୁ ଏହାକୁ ଆନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ମିଳିନଥାଏ ।
ଘରୋଇ ଘରୋଇ ବିମାନ ପରିଚାଳନା ପାଇଁ ବ୍ୟବହୃତ ବିମାନ ବନ୍ଦର
ସିଭିଲ୍ ଏନକ୍ଲେଭ୍ ଲୋକମାନଙ୍କ ପାଇଁ ବିମାନ ସେବା ଯୋଗାଉଥିବା ସାମରିକ ବିମାନ ବନ୍ଦର
ସାଧାରଣ ବିମାନ ଚଳାଚଳ କୌଣସି ବାଣିଜ୍ୟିକ ବିମାନ ଚଳାଚଳ କରୁନଥିବା ବିମାନ ବନ୍ଦର
ସାମରିକ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ବିମାନ ବନ୍ଦର
ଫ୍ଲାଇଙ୍ଗ୍ ସ୍କୁଲ୍ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହୃତ ବିମାନ ବନ୍ଦର
ଜନସାଧାରଣ ରାଜ୍ୟ ମାଲିକାନା ଅନ୍ତର୍ଗତ ବିମାନ ବନ୍ଦର
ବ୍ୟକ୍ତିଗତ ବ୍ୟକ୍ତିଗତ ମାଲିକାନାରେ ଥିବା ବିମାନ ବନ୍ଦର
ଭବିଷ୍ୟତ ପ୍ରକଳ୍ପ ପ୍ରସ୍ତାବିତ କିମ୍ବା ନିର୍ମାଣାଧୀନ ଅଛି
ବନ୍ଦ ବନ୍ଦ ହୋଇଯାଇଥିବା ବିମାନ ବନ୍ଦର

ତାଲିକା[ସମ୍ପାଦନା]

ଓଡ଼ିଶାରେ ଥିବା ବିମାନ ବନ୍ଦରର ତଲିକା
କ୍ରମିକ ସଂଖ୍ୟା ଅବସ୍ଥିତ ସହର ବିମାବନ୍ଦର ନାମ ICAO IATA ପରିଚାଳକ ବର୍ଗ ଭୂମିକା
ଅନୁଗୋଳ ସାବିତ୍ରୀ ଜିନ୍ଦଲ ଏୟାରପୋର୍ଟ VEAL ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ ବ୍ୟକ୍ତିଗତ ବ୍ୟକ୍ତିଗତ
ବଲାଙ୍ଗୀର ବଲାଙ୍ଗୀର ଏୟାରଷ୍ଟ୍ରିପ VETS ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
ବଡ଼ବିଲ ବଡ଼ବିଲ ଟୋଣ୍ଟୋ ଏୟାରଷ୍ଟ୍ରିପ VEBL ଜିନ୍ଦଲ ଷ୍ଟିଲ୍ ଓ ପାୱାର୍ ଜନସାଧାରଣ ବ୍ୟକ୍ତିଗତ
ବରଗଡ଼ ସତିଭାଟ ଏୟାରଷ୍ଟ୍ରିପ ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
ବାରିପଦା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ଭାରତୀୟ ବାୟୁସେନା ସାମରିକ ବନ୍ଦ
ରାଜବସା ଏୟାରଫିଲ୍ଡ ମୟୂରଭଞ୍ଜ ରାଜ୍ୟ ବ୍ୟକ୍ତିଗତ ବନ୍ଦ
ଭବାନୀପାଟଣା ଉତ୍‌କେଲା ବିମାନ ବନ୍ଦର VEUK ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଘରେଇ ବିମାନ ବନ୍ଦର କାର୍ଯ୍ୟକ୍ଷମ ନାହିଁ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର VEBS BBI ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଆନ୍ତର୍ଜାତୀୟ ବାଣିଜ୍ୟିକ
ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବିମାନ ବନ୍ଦର VEBM QBM ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଘରେଇ ବିମାନ ବନ୍ଦର ବାଣିଜ୍ୟିକ (କାର୍ଯ୍ୟକ୍ଷମ ହୋଇନାହିଁ)
୧୦ କଟକ ଚାରବାଟିଆ ଏୟାର୍ ବେସ୍ VE62 ଏଭିଏସନ୍ ରିସର୍ଚ୍ଚ ସେଣ୍ଟର ସାମରିକ ସାମରିକ
୧୧ ଢେଙ୍କାନାଳ ବିରସାଳ ଏୟାରଷ୍ଟ୍ରିପ ଓଡ଼ିଶା ସରକାର ଜନସାଧାରଣ ଫ୍ଲାଇଂ ସ୍କୁଲ
୧୨ ଯାଜପୁର ସୁକିନ୍ଦା ଏୟାରଷ୍ଟ୍ରିପ ଟାଟା ଷ୍ଟିଲ୍ ବ୍ୟକ୍ତିଗତ ବ୍ୟକ୍ତିଗତ
୧୩ ଜୟପୁର ଜୟପୁର ବିମାନ ବନ୍ଦର VEJP PYB ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଘରେଇ ବିମାନ ବନ୍ଦର ବାଣିଜ୍ୟିକ
୧୪ ଝାରସୁଗୁଡ଼ା ଝାରସୁଗୁଡ଼ା ବିମାନ ବନ୍ଦର VEJH JRG ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଘରେଇ ବିମାନ ବନ୍ଦର ବାଣିଜ୍ୟିକ
୧୫ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ VEKJ ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
୧୬ ଲାଞ୍ଜିଗଡ଼ ଲାଞ୍ଜିଗଡ଼ ଏୟାରଷ୍ଟ୍ରିପ ବେଦାନ୍ତ ରିସୋର୍ସେସ୍ ବ୍ୟକ୍ତିଗତ ବ୍ୟକ୍ତିଗତ
୧୭ ନୂଆପଡ଼ା ନୂଆପଡ଼ା ଏୟାରଷ୍ଟ୍ରିପ VENP ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
୧୮ ଫୁଲବାଣୀ ଗୁଦାର ଏୟାରଷ୍ଟ୍ରିପ VEPN ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
୧୯ ରାଇରଙ୍ଗପୁର ରାଇରଙ୍ଗପୁର ଏୟାରଷ୍ଟ୍ରିପ ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
୨୦ ରାୟଗଡ଼ା ଗୁଣୁପୁର ଏୟାରଷ୍ଟ୍ରିପ ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
୨୧ ଥେରୁବଲି ଏୟାରଷ୍ଟ୍ରିପ ଇଣ୍ଡିଆନ ମେଟାଲାସ୍ ଆଣ୍ଡ୍ ଫେରୋ ଆଲୋଅଏସ୍ ବ୍ୟକ୍ତିଗତ ବ୍ୟକ୍ତିଗତ
୨୨ ରାଉରକେଲା ରାଉରକେଲା ବିମାନ ବନ୍ଦର VERK RRK ଭାରତୀୟ ବିମାନପତ୍ତନ ପ୍ରାଧିକରଣ ଘରେଇ ବିମାନ ବନ୍ଦର ବାଣିଜ୍ୟିକ
୨୩ ସମ୍ବଲପୁର ହିରାକୁଦ ଏୟାରଷ୍ଟ୍ରିପ VEHK ଓଡ଼ିଶା ସରକାର ଜନସାଧାରଣ କାର୍ଯ୍ୟକ୍ଷମ ନାହିଁ
ପ୍ରସ୍ତାବିତ ବିମାନ ବନ୍ଦର
୨୪ ଧାମରା ଧାମରା ଏୟାରଷ୍ଟ୍ରିପ ଧାମରା ବନ୍ଦର ଜନସାଧାରଣ ଭବିଷ୍ୟତ
୨୫ ମାଲକାନଗିରି ମାଲକାନଗିରି ଏୟାରଷ୍ଟ୍ରିପ ଓଡ଼ିଶା ସରକାର ଜନସାଧାରଣ ଭବିଷ୍ୟତ
୨୬ ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ଓଡ଼ିଶା ସରକାର ଆନ୍ତର୍ଜାତୀୟ ଭବିଷ୍ୟତ

ଆଧାର[ସମ୍ପାଦନା]

  1. "Airstrips in Odisha". OurAirports. Retrieved 23 May 2018.
  2. "List of Airstrip in the State maintained by State Government" (PDF). ct.odisha.gov.in. Commerce and Transport Department, Government of Odisha. Retrieved 14 January 2023.
  3. "AAI Unserved Airports" (PDF). aai.aero. Airports Authority of India.