ଲାଇଫ୍ରେ କିଛି ବି ହେଇପାରେ
ଦେଖଣା
(Life Re Kichhi Bi Heipareରୁ ଲେଉଟି ଆସିଛି)
ଲାଇଫ୍ରେ କିଛି ବି ହେଇପାରେ | |
---|---|
ନିର୍ଦ୍ଦେଶକ | ତ୍ରିପତି ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
କଳାକାର | ସମ୍ବିତ ଆଚାର୍ଯ୍ୟ ପୁନମ ମିଶ୍ର ସାତ୍ୟକି ମିଶ୍ର ପ୍ରଦ୍ୟୁମ୍ନ ଲେଙ୍କା ଚୌଧୁରୀ ବିକାଶ ଦାସ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୧ ଡିସେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲାଇଫ୍ରେ କିଛି ବି ହେଇପାରେ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଓ ସୀତାରାମ ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ ।
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ପୁନମ ମିଶ୍ର
- ସାତ୍ୟକି ମିଶ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- ଚୌଧୁରୀ ବିକାଶ ଦାସ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଭଲ ଲାଗେ ଚାଲିବାକୁ" | ହ୍ୟୁମାନ ସାଗର, ନମିତା ଅଗ୍ରୱାଲ | ୦୪:୨୦ |
2. | "ତୁ ମୋର ଗୀତ ହେଲେ ମୁଁ ତୋ'ର ଧୁନ୍" | ହ୍ୟୁମାନ ସାଗର, ନମିତା ଅଗ୍ରୱାଲ | ୦୪:୪୫ |
3. | "କିଛି ସ୍ୱପ୍ନ ଭାସି ଯାଏ" | ଗୌରବ ଆନନ୍ଦ | ୦୫:୪୦ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାଇଫ୍ରେ କିଛି ବି ହେଇପାରେ