ଲେଖୁଲେଖୁ ଲେଖିଦେଲି
ଦେଖଣା
(Lekhulekhu Lekhideliରୁ ଲେଉଟି ଆସିଛି)
ଲେଖୁଲେଖୁ ଲେଖିଦେଲି | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସିଦ୍ଧାର୍ଥ ଅଗ୍ରୱାଲ |
କଳାକାର | ବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅଙ୍କିତା ଭୌମିକ, ପ୍ରିୟଙ୍କା ମହାପାତ୍ର, ସାତ୍ୟକି ମିଶ୍ର |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ସୀତାଂଶୁ ମହାପାତ୍ର |
ମୁକ୍ତିଲାଭ ତାରିଖ | ୨୯ ଅଗଷ୍ଟ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲେଖୁଲେଖୁ ଲେଖିଦେଲି, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ସିଦ୍ଧାର୍ଥ ଅଗ୍ରୱାଲ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ଝିଲିକ୍ ।[୨] ଅଙ୍କିତା ଭୌମିକ, ପ୍ରିୟଙ୍କା ମହାପାତ୍ର, ସାତ୍ୟକି ମିଶ୍ର, ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ପୃଥିରାଜ ନାୟକ, ହରିହର ମହାପାତ୍ର, ଶିବାନୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ବାବୁଶାନ୍[୪]- ଅଜୟ
- ଝିଲିକ୍ ଭଟ୍ଟାଚାର୍ଯ୍ୟ[୫]- ଅମ୍ରିତା
- ପ୍ରିୟଙ୍କା ମହାପାତ୍ର- ଅମ୍ରିତାର ମାଅ
- ସାତ୍ୟକି ମିଶ୍ର - ଅମ୍ରିତାର ବାପା
- ମହାଶ୍ୱେତା ରାୟ - ଜେଜେମା
- ଅପରାଜିତା ମହାନ୍ତି- ଅଜୟର ମାଆ
- ପୃଥିରାଜ ନାୟକ- ଅଜୟର ବାପା
- ହରିହର ମହାପାତ୍ର- ବସ୍ କଣ୍ଡକ୍ଟର୍
- ଅଙ୍କିତା ଭୌମିକ୍- ଇନ୍ଦୁ
- ଶିବାନୀ ସଙ୍ଗୀତା[୬] (ଶିଶୁ କଳାକାର)
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୨] ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ହୃଦୟ ବିଚରା" | |
2. | "ହୃଦୟ ତମର" | |
3. | "ହୃଦୟର ରାଜା" | |
4. | "ମାଛିକୁ ମ ବୋଲି" | |
5. | "ପ୍ରେମ ଅଢ଼େଇ ଅକ୍ଷର ଲେଖା" | |
6. | "ସବୁ ଥାଇ କିଛି ନାହିଁ" | |
7. | "ଲେଖୁଲେଖୁ ଲେଖିଦେଲି" |
ଆଧାର
[ସମ୍ପାଦନା]- ↑ "Lekhu Lekhu Lekhi Deli". www.NuaOdisha.com. Retrieved 30 September 2017.
- ↑ ୨.୦ ୨.୧ "Lekhu Lekhu Lekhideli Odia Film Cast, Crew, Wallpapers, Songs". New Odisha. 18 July 2014. Archived from the original on 3 October 2017. Retrieved 30 September 2017.
{{cite news}}
:|first=
missing|last=
(help) - ↑ "Lekhu Lekhu Lekhideli". Book My Show. Retrieved 30 September 2017.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍". sambad.in. 11 May 2018. Retrieved 6 June 2018.
- ↑ "ଗୁଡ୍ଦୁ ଗ୍ୟାଙ୍ଗ୍ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "Lekhu Lekhu Lekhideli Odia Film Poster of Babusan and Jhilik". Incredible Orissa. 7 August 2014. Retrieved 30 September 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲେଖୁଲେଖୁ ଲେଖିଦେଲି