ଖାସ୍ ତୁମରି ପାଇଁ
ଖାସ୍ ତୁମରି ପାଇଁ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ରଥ |
ପ୍ରଯୋଜକ | ସୁଶାନ୍ତ ରଥ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚିନ୍ମୟ ଦାସ ପଟ୍ଟନାୟକ |
କାହାଣୀ | ଚିନ୍ମୟ ଦାସ ପଟ୍ଟନାୟକ |
କଳାକାର | ଦୁଷ୍ମନ୍ତ ପଣ୍ଡା, ଦେବଯାନୀ, ପିଙ୍କି ପ୍ରିୟଦର୍ଶିନୀ, ଜର୍ଜ ତିଆଡ଼ି, ଦେବୁ ବୋଷ |
ସଙ୍ଗୀତ | ବିଦ୍ୟୁତ ରଏ |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୨୭ ଫେବୃଆରୀ ୨୦୧୪[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖାସ୍ ତୁମରି ପାଇଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୁଶାନ୍ତ ରଥ । ଚିନ୍ମୟ ଦାସ ପଟ୍ଟନାୟ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଶାନ୍ତ ରଥ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ବିଦ୍ୟୁତ ରଏ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମନୋଜ ମହନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧] ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁଷ୍ମନ୍ତ ପଣ୍ଡା[୩], ଦେବଯାନୀ[୪] ଏବଂ ପିଙ୍କି ପ୍ରିୟଦର୍ଶିନୀ[୫][୬] ।[୭] ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ ରଏ । ମନୋଜ ମହନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ନୀଳ ପରି ସ୍ୱପ୍ନ" | |
2. | "ଆଜିର ଏଇ ସୁନେଲୀ" | |
3. | "ଛାତ ଉପରେ ଶୋଇଥିଲି" | |
4. | "ମୋ ଆଖିରେ ତ" | |
5. | "ଖାସ ତୁମରି ପାଇଁ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Archived from the original on 9 September 2017. Retrieved 6 September 2017.
- ↑ "Khaas Tumari Paain". OdiaHits.com. Retrieved 6 September 2017.
- ↑ "ଓଲିଉଡର ତିନି ଟପ୍ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ବାଦ. 25 July 2017. Archived from the original on 8 September 2017. Retrieved 6 September 2017.
- ↑ "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
- ↑ "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Archived from the original on 29 August 2017. Retrieved 6 September 2017.
- ↑ "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 6 September 2017.
- ↑ ପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍ଡେ ଇଣ୍ଡିଆନ. Retrieved 6 September 2017.