ଖାସ୍ ତୁମରି ପାଇଁ

ଉଇକିପିଡ଼ିଆ‌ରୁ
(Khas Tumari Painରୁ ଲେଉଟି ଆସିଛି)
ଖାସ୍ ତୁମରି ପାଇଁ
ନିର୍ଦ୍ଦେଶକସୁଶାନ୍ତ ରଥ
ପ୍ରଯୋଜକସୁଶାନ୍ତ ରଥ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଦୁଷ୍ମନ୍ତ ପଣ୍ଡା, ଦେବଯାନୀ, ପିଙ୍କି ପ୍ରିୟଦର୍ଶିନୀ, ଜର୍ଜ ତିଆଡ଼ି, ଦେବୁ ବୋଷ
ସଙ୍ଗୀତବିଦ୍ୟୁତ ରଏ
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୨୭ ଫେବୃଆରୀ ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ଖାସ୍ ତୁମରି ପାଇଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୁଶାନ୍ତ ରଥ । ଚିନ୍ମୟ ଦାସ ପଟ୍ଟନାୟ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଶାନ୍ତ ରଥ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ବିଦ୍ୟୁତ ରଏ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧] ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୁଷ୍ମନ୍ତ ପଣ୍ଡା[୩], ଦେବଯାନୀ[୪] ଏବଂ ପିଙ୍କି ପ୍ରିୟଦର୍ଶିନୀ[୫][୬][୭] ଜର୍ଜ ତିଆଡ଼ି, ଦେବୁ ବୋଷ, ଦେବୁ ବ୍ରହ୍ମା, ଦେବୀ ବାରିକ, ମାମାଲି ଆଦି କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ ରଏ । ମନୋଜ ମହ‌ନ୍ତ, ନିର୍ମଳ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ପମି, ତପୁ ମିଶ୍ର, ଗୌତମ ଗିରି ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ନୀଳ ପରି ସ୍ୱପ୍ନ" 
2."ଆଜିର ଏଇ ସୁନେଲୀ" 
3."ଛାତ ଉପରେ ଶୋଇଥିଲି" 
4."ମୋ ଆଖିରେ ତ" 
5."ଖାସ ତୁମରି ପାଇଁ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Khaas Tumari Paain ( ଖାସ୍ ତୁମରି ପାଇଁ )". Odisha File. Archived from the original on 9 September 2017. Retrieved 6 September 2017.
  2. "Khaas Tumari Paain". OdiaHits.com. Retrieved 6 September 2017.
  3. "ଓଲିଉଡର ତିନି ଟପ୍‌ ନାୟିକାଙ୍କ ନାୟକ ହୋଇଛନ୍ତି ଦୁଷ୍ମନ୍ତ". ସମ୍ବାଦ. 25 July 2017. Archived from the original on 8 September 2017. Retrieved 6 September 2017.
  4. "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 6 September 2017.
  5. "ଛଅମାସ ହେବ ପରଦାକୁ ଆସିନାହାନ୍ତି ଏହି ଓଲିଉଡ ନାୟିକା !". ସମ୍ବାଦ. 26 August 2017. Archived from the original on 29 August 2017. Retrieved 6 September 2017.
  6. "ପ୍ରତିଥର ନୂଆ ନାୟକଙ୍କ ସହ ପିଙ୍କି ପ୍ରିୟଦର୍ଶିନୀ". ସମ୍ବାଦ. 20 July 2017. Archived from the original on 23 July 2017. Retrieved 6 September 2017.
  7. ପାଣିଗ୍ରାହୀ, ସତ୍ୟ (2 October 2011). "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍‌ଡେ ଇଣ୍ଡିଆନ. Retrieved 6 September 2017.

ବାହାର ଆଧାର[ସମ୍ପାଦନା]