ଜ୍ୱାଇଁ ପୁଅ

ଉଇକିପିଡ଼ିଆ‌ରୁ
(Jwain Puaରୁ ଲେଉଟି ଆସିଛି)
ଜ୍ୱାଇଁ ପୁଅ
ନିର୍ଦ୍ଦେଶକଧୀରେନ ଗୁପ୍ତା
କଳାକାରଉତ୍ତମ ମହାନ୍ତି
ମିଟୁ ମୁଖାର୍ଜୀ
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ଶରତ ପୂଜାରୀ
ଧୀର ବିଶ୍ୱାଳ
ନରେନ୍ଦ୍ର କୁମାର ବେହେରା
ଝରଣା ଦାସ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଧୀରେନ ଗୁପ୍ତା
ମୁକ୍ତିଲାଭ ତାରିଖ
୧୯୮୨
ଦେଶ ଭାରତ
ଭାଷାଓଡ଼ିଆ

ଜ୍ୱାଇଁ ପୁଅ, ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଧୀରେନ ଗୁପ୍ତା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ ।

ଉତ୍ତମ ମହାନ୍ତି ମିଟୁ ମୁଖାର୍ଜୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଶରତ ପୂଜାରୀ ଧୀର ବିଶ୍ୱାଳ ନରେନ୍ଦ୍ର ବେହେରା ଝରଣା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ମହମ୍ମଦ ସିକନ୍ଦର ଆଲମ, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. T. M. Ramachandran; S. Rukmini (1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
  2. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 5–. ISBN 978-1-135-94325-7.
  3. "Filmography". www.uttammohanty.com. Retrieved 25 September 2018.
  4. Harris M. Lentz III (30 April 2015). Obituaries in the Performing Arts, 2014. McFarland. pp. 278–. ISBN 978-1-4766-1961-3.
  5. Orissa reference: glimpses of Orissa. TechnoCAD Systems. 2001.

ବାହାର ଆଧାର[ସମ୍ପାଦନା]