ଇପ୍ସିତା ଷଡ଼ଙ୍ଗୀ
ଦେଖଣା
(Ipsita Sarangiରୁ ଲେଉଟି ଆସିଛି)
ଇପ୍ସିତା ଷଡ଼ଙ୍ଗୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୁହାଳପଡ଼ା, ନିମାପଡ଼ା, ପୁରୀ | ୩ ଫେବୃଆରୀ ୧୯୭୫
ବୃତ୍ତି | ଅଧ୍ୟାପିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସଙ୍ଗୀ | ହରେକୃଷ୍ଣ ଦାସ |
ସମ୍ପର୍କୀୟ | ପିତା: ବଂଶୀଧର ଷଡ଼ଙ୍ଗୀ, ମାତା: କବିତା ଷଡ଼ଙ୍ଗୀ |
ଇପ୍ସିତା ଷଡ଼ଙ୍ଗୀ (ଜନ୍ମ - ୧୯୭୫) ଜଣେ ଓଡ଼ିଆ ସାହିତ୍ୟିକା ।[୧][୨] ସେ ମୌଳିକ କବିତା, ପ୍ରବନ୍ଧ ଓ ଗଳ୍ପ ଲେଖିବା ସହିତ ଇଂରାଜୀ ଓ ଅନ୍ୟଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ ମଧ୍ୟ କରନ୍ତି ।[୩][୪][୫][୬] ସେ ପୁରୀ ଜିଲ୍ଲାର ମୂଳ ବାସିନ୍ଦା । ବୃତ୍ତିରେ ସେ ଜଣେ ଅଧ୍ୟାପିକା ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ପକ୍ଷୀ ଫେରିନି ୨୦୦୦
- ଫେରିବା କଥା ୨୦୦୩
- ପୁନଶ୍ଚ ବୁଦ୍ଧ ୨୦୧୨
- କେତେବେଳେ କେଜାଣି ୨୦୧୩
- ଶବ୍ଦ ଆରପାଖ ୨୦୧୮
- ଦୃଶ୍ୟ ଦର୍ପଣ ୨୦୨୧
ଅନୁବାଦ
[ସମ୍ପାଦନା]- ବାଘ (ମୂଳ ରଚନା କେଦାରନାଥ ସିଂହ )[୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜ୍ଞାନଦା କବିତା ସମ୍ମାନ - ୨୦୨୦[୮]
- କବି ବସନ୍ତ ମୁଦୁଲୀ କବିତା ପୁରସ୍କାର - ୨୦୨୧[୯]
- ରାଜ୍ୟ ଯୁବ ପୁରସ୍କାର[୧୦]
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ନିମନ୍ତେ ମନୋନୀତ ( ବାଘ ପୁସ୍ତକ ) - ୨୦୨୨[୧୧]
ଆଧାର
[ସମ୍ପାଦନା]- ↑ Jayasingh, B.; Poets, V. (2020). Footprints of Fire: The Black Eagle Book of Modern Odia Poetry. Black Eagle Books translation series. Black Eagle Books. p. 18. ISBN 978-1-64560-030-5. Retrieved 10 November 2023.
- ↑ ବ୍ୟୁରୋ, ଓଡ଼ିଶା ସମ୍ବାଦ (27 October 2021). "ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ତୃତୀୟ ସଂସ୍କରଣ ଉନ୍ମୋଚିତ". Odisha Sambad. Retrieved 10 November 2023.
- ↑ News7, Prameya (11 May 2022). "ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭାସୀ ଆସର, ମାଆ...ମାଟିରୁ ଆକାଶ କବିତା ପାଠ ଜିଣିଲା ମନ". Prameya News7. Retrieved 10 November 2023.
{{cite web}}
: CS1 maint: numeric names: authors list (link) - ↑ Maharana, Abhimanyu (26 May 2022). "ରାଜଭବନରେ'ସ୍ୱାଧୀନତାର ଅମୃତ ମହୋତ୍ସବ' 'ଓଡ଼ିଶା ହେଉଛି ସର୍ଜନାର ମହାଭୂମି' : ରାଜ୍ୟପାଳ ପ୍ରଫେସର ଲାଲ – Odisha Taza News". Odisha Taza News. Retrieved 10 November 2023.
- ↑ "ବହୁଭାଷୀ ଦେଶ ପାଇଁ ଅନୁବାଦ ଏକ ଆବଶ୍ୟକତା". ନୟାଗଡ଼ ଦର୍ପଣ - Latest Nayagarh News ». 13 February 2022. Retrieved 10 November 2023.
- ↑ "Poetry Books Released". The New Indian Express. 21 September 2014. Retrieved 10 November 2023.
- ↑ "ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ – Indo Kaling Times". Indo Kaling Times – Online Odia News Portal. 10 November 2023. Archived from the original on 10 November 2023. Retrieved 10 November 2023.
- ↑ Nayak, Subhashree (18 December 2020). "ଓଡ଼ିଆ ସାହିତ୍ୟର ବାସ୍ତବବାଦୀ କଥାଶିଳ୍ପୀ ଅଖିଳ ମୋହନ". OdishaLIVE. Retrieved 10 November 2023.
- ↑ Bureau, Sambad (17 October 2021). "କବି ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷଣା". Sambad. Retrieved 10 November 2023.
- ↑ "Authorspress". Authorspress. Retrieved 10 November 2023.
- ↑ (PDF) https://sahitya-akademi.gov.in/pdf/Pressrelease_TP-2022.pdf. Retrieved 10 November 2023.
{{cite web}}
: Missing or empty|title=
(help)